ପତ୍ନୀ ପର-ପୁରୁଷ ସହ ଥରେ ଶାରୀରିକ ସମ୍ପର୍କ ରଖିଥିଲେ, ଭରଣପୋଷଣ ଦେବାକୁ ମନା କରିପାରିବନି ସ୍ୱାମୀ: ହାଇକୋର୍ଟ
ଚଣ୍ଡିଗଡ଼: ପତ୍ନୀଙ୍କୁ ଭରଣପୋଷଣ ଦେବାକୁ ନେଇ ବଡ଼ ରାୟ ଶୁଣାଇଛନ୍ତି ପଞ୍ଚାବ ଓ ହରିୟାଣା ହାଇକୋର୍ଟ । ଏକ ମାମଲାରେ ହାଇକୋର୍ଟ କହିଛନ୍ତି ଯେ, ଯଦି ପତ୍ନୀ ବାରମ୍ବାର ପର-ପୁରୁଷ ସହ ସମ୍ବନ୍ଧ ରଖନ୍ତି, ତେବେ ତାଙ୍କୁ…