ରାଜ୍ୟରେ ୫ ଦିନ ଯାଏଁ ବର୍ଷା ନାହିଁ, ୬ରେ ଲଘୁଚାପ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶ୍ରାବଣରେ ଗାଏବ ରହିଛି ବର୍ଷ । ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏମଡି ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି । ରାଜ୍ୟରେ ୪/୫ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ ବୋଲି…

(Video) ଥମିନି ବାବୁସାନ ବିବାଦ: ମୁମ୍ବାଇ ପଳାଇଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଖୁବଶୀଘ୍ର ସମାଧାନ ହେବାକୁ ଯାଉଛି । ଏନେଇ ବାବୁସାନଙ୍କ ଘନିଷ୍ଠ ବନ୍ଧୁ ରବି ମିଶ୍ର…

ଜୁଲାଇରେ ସରକାରଙ୍କର ଜବରଦସ୍ତ ଇନକମ୍: GSTରୁ ଆକାଉଣ୍ଟକୁ ଆସିଲା ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ: ଜୁଲାଇ ମାସରେ ଜିଏସଟିରୁ ପ୍ରବଳ ଟଙ୍କା ରୋଜଗାର କରିଛନ୍ତି କେନ୍ଦ୍ର ସରକାର । ଜିଏସଟି ମାଧ୍ୟମରେ ସରକାର ୧,୪୮,୯୯୫ କୋଟି ଟଙ୍କାର ରେକର୍ଡ ଇନକମ୍ କରିଛନ୍ତି, ଯାହା ଦ୍ୱିତୀୟ ସର୍ବାଧିକ । ଏହା ଲଗାତାର…

କମ ବୟସରୁ ଆଣ୍ଠୁଗଣ୍ଠି ସମସ୍ୟା କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ବର୍ତ୍ତମାନ ବୟସ ବଢ଼ିବା ସହିତ ନୂଆ ନୂଆ ରୋଗ ସାମ୍ନାକୁ ଆସୁଛି । ଲୋକମାନଙ୍କୁ ଏବେ କମ ସମୟରେ ହିଁ ନାନାଦି ପ୍ରକାରର ରୋଗଗ୍ରାସ କରୁଛି । ତେବେ ଏହା ପଛରେ ବର୍ତ୍ତମାନ ଲୋକମାନଙ୍କ ଶରୀରରେ ଥିବା କମ…

(Video) ଭାରତରେ ମଙ୍କିପକ୍ସ ନେଲା ପ୍ରଥମ ଜୀବନ: ୟୁଏଇରୁ କେରଳ ଆସିଥିଲେ ଯୁବକ

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଦେଶରେ ମଙ୍କିପକ୍ସ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ମଙ୍କିପକ୍ସ ଯୋଗୁଁ ଦେଶରେ ପ୍ରଥମ ମୃତ୍ୟୁ ହୋଇଛି । କେରଳରେ ମଙ୍କିପକ୍ସରେ ସଂକ୍ରମିତ ଥିବା ୨୨ ବର୍ଷୀୟ ଯୁବକଙ୍କର…

(Video) ରାସ୍ତାରେ ଯିବା ସମୟରେ କାହାକୁ ଲିଫ୍ଟ ଦେଉଥିଲେ ସାବଧାନ! ଜରିମାନା ସହ ହୋଇପାରେ ଜେଲ

ନୂଆଦିଲ୍ଲୀ: ଗାଡ଼ି ଚାଳକଙ୍କ ସୁରକ୍ଷା ପାଇଁ ଅନେକ ନିୟମ ଲାଗୁ ହୋଇଛି । ଏହାରି ମଧ୍ୟରେ ଆସିଛି ଏକ ନୂଆ ନିୟମ, ଯେଉଁଥିରେ ଆପଣ ରାସ୍ତାରେ ଯିବା ସମୟରେ କାହାକୁ ବି ଲିଫ୍ଟ ଦେଲେ ଭୋଗିପାରନ୍ତି ଜେଲଦଣ୍ଡ । ମୋଟର ଭେହିକିଲ…

ଆପଣ ମଦ ପିଇଲେ ପିଲାଙ୍କ ଉପରେ ପଡ଼ିଥାଏ ଏପରି ପ୍ରଭାବ! ଷ୍ଟଡୀରେ ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ: ମଦ ପିଶବ ଶରୀର ପାଇଁ କ୍ଷତିକାରକ ହେବା ସହ ଏହା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏହା ତ ଅଧିକାଂଶ ଲୋକ ଜାଣନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହା କେବଳ ପିଉଥିବା ଲୋକ ନୁହେଁ ବରଂ ପିଲାଙ୍କ ଉପରେ…

ଜୁଲାଇରେ ହୋଇଛି ସ୍ୱାଭାବିକ ବର୍ଷା: ଆସନ୍ତା ୨୪ ଘଣ୍ଟା ପାଇଁ ଏହି ଜିଲ୍ଲା ସାବଧାନ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ରାଜ୍ୟରେ ଜୁଲାଇ ପହିଲାରୁ ମୌସୁମୀ ସକ୍ରିୟ ହେବା ଫଳରେ ଓ ୨ଟି ଲଘୁଚାପ ପ୍ରଭାବରେ ଜୁଲାଇରେ ଭଲ ବର୍ଷା ହୋଇଛି। ଜୁଲାଇରେ ଏଥର ୮% କମ୍‌ ବର୍ଷା ହୋଇଥିବା ‌ବେଳେ ଏହା ସ୍ବାଭାବିକ…

ବର୍ଷା ସମୟରେ ଭୁଶୁଡ଼ିପଡ଼ିଲା ନିର୍ମାଣଧୀନ ଘର: ଚାପିହୋଇ ଗଲେ ୭ ଶିଶୁ, ୨ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଲିଗଡ଼ ଜିଲ୍ଲାରେ ଶନିବାର ଦ୍ୱିପହରରେ ବଡ଼ ଦୁର୍ଘଟଣା ହୋଇଛି । ବର୍ଷା ଯୋଗୁଁ ଏକ ନିର୍ମାଣଧୀନ ଘର ଭୁଶୁଡ଼ିପଡିବାରୁ ସେଥିରେ ୭ ଶିଶୁ ଚାପିହୋଇ ଥିବା ସୂଚନା ମିଳିଛି । ହୁସୈନପୁର…

ଅଧିକ ସମୟ ଲାପଟପରେ କାମ କଲେ ବିନ୍ଧୁଛି କି ଆଖି ?  ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଏହି ଆଧୁନିକ ଯୁଗରେ ସମସ୍ତେ ମୋବାଇଲ୍ ଓ ଲାପଟପର ବ୍ୟବହାର ବହୁମାତ୍ରାରେ କରିଥାନ୍ତି । ପାଠପଢା ଠାରୁ ଆରମ୍ଭ କରି ଅଫିସ୍ କାମ ସବୁ କିଛି ଆମେ ମୋବାଇଲ୍ ଓ ଲାପଟପ ସାହାଯ୍ୟରେ କରିଥାନ୍ତି । ବେଳେବେଳେ କାମର…