କମ୍ପାନୀକୁ ଭୁଲ୍ ସୂଚନା ଦେଲେ କର୍ମଚାରୀଙ୍କୁ ପଡ଼ିବ ମହଙ୍ଗା, ଚାକିରିରୁ ହୋଇପାରନ୍ତି ବିଦା: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୌଣସି ପଦବୀ ପାଇଁ ନିଜର ଯୋଗ୍ୟତା ଦର୍ଶାଇଥିବା ମାମଲାରେ ତଥ୍ୟ ଲୁଚାଇବା ବା ଭୁଲ ସୂଚନା ଦେଲେ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବିଶେଷକରି ପୋଲିସ…