ଗ୍ରାହକଙ୍କୁ ବଡ଼ ଝଟକା: ପୁଣି ବଢ଼ିଲା ଘରୋଇ ଏଲପିଜି ଦାମ୍, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: ଦରଦାମ୍ ବଢ଼ୁଥିବା ବେଳେ ଲୋକମାନଙ୍କୁ ଲାଗିଛି ପୁଣି ଏକ ଝଟକା । ପୁଣି ବଢ଼ିଛି ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ । ୧୪.୨ କେଜି ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବଢିଛି । ଦେଶର ରାଜଧାନୀ ଦିଲ୍ଲୀରେ…

(Video) ବାସ୍ତୁ ବିଶାରଦ ଚନ୍ଦ୍ରଶେଖରଙ୍କୁ ନିର୍ମମ ହତ୍ୟା, ୫୦ରୁ ଅଧିକଥର ଛୁରିରେ ହୋଇଥିଲା ଆକ୍ରମଣ

ବେଙ୍ଗାଲୁରୁ: ବେଙ୍ଗାଲୁରର ପ୍ରଖ୍ୟାତ ବାସ୍ତୁ ବିଶାରଦ ଚନ୍ଦ୍ରଶେଖରଙ୍କୁ ହତ୍ୟା କରାଯାଇଛି । କର୍ଣ୍ଣାଟକର ହୁବଳି ସ୍ଥିତ ଏକ ହୋଟେଲରେ ତାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡର…

ଫାଇଦାରେ ବିଜେପି!

ନୂଆଦିଲ୍ଲୀ: ବିଜେପି ଏବେ ସାରା ଦେଶରେ ନିଜର ପତିଆରା ବୃଦ୍ଧି ଲକ୍ଷ୍ୟରେ ରହିଛି । କେନ୍ଦ୍ରରେ ମୋଦୀ ସରକାର ତ ରାଜ୍ କରୁଛନ୍ତି, ପୁଣି ପତିଆରା ବୃଦ୍ଧି କ’ଣ? କହିବାର ତାତ୍ପର୍ଯ୍ୟ ଏବେ ଦେଶ ଏକପ୍ରକାର କଂଗ୍ରେସ ମୁକ୍ତ…

ରାଜ୍ୟରେ ୫ ଦିନ ଯାଏଁ ପ୍ରବଳ ବର୍ଷା! ୪ଟି ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଙ୍ଗଳବାର ମୌସୁମୀ ସହ ଜଡିତ ନିମ୍ନ ଚାପରେଖା ରାଜସ୍ଥାନର ଯସେଲମେରରୁ ବାହାରି ଭୀଲବାରା, କେନ୍ଦ୍ରୀୟ ମଧ୍ୟପ୍ରଦେଶ ଅଞ୍ଚଳରେ ଲଘୁଚାପକ୍ଷେତ୍ରର କେନ୍ଦ୍ର, ପେନ୍ଦ୍ରାରୋଡ଼,ସମ୍ବଲପୁର ଏବଂ…

ରାୟଗଡ଼ାରେ ବସ୍ ଓଲଟି ମହିଳା ମୃତ, ୩୦ ଆହତ

ରାୟଗଡ଼(ଓଡ଼ିଶା ଭାସ୍କର): ବସ୍ ଓଲଟିବା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ୩୦ ଜଣ ଆହତଙ୍କ ମଧ୍ୟରୁ ୧୪ ଜଣଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଏଭଳି ଏକ ମର୍ମନ୍ତୁଦ…

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ(ଓଡ଼ିଶା ଭାସ୍କର): ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ) ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍…

ଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଆତ୍ମହତ୍ୟା !

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ମାମଲାରେ ଆସିଛି ଏକ ବଡ଼ ଖବର । ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଝୁଲନ୍ତା…

ଟ୍ରାଫିକର କେଉଁ ନିୟମ ଭାଙ୍ଗିଲେ କେତେ ଭରିବେ ଜରିମାନା? ଲିଷ୍ଟ୍ ଦେଖି ହୁଅ ସାବଧାନ୍

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣା ଘଟଣାକୁ କମ୍ କରିବା ପାଇଁ ଭାରତ ସରକାର ନିରନ୍ତର ଭାବେ ଚେଷ୍ଟା କରିଚାଲିଛନ୍ତି । ଦେଶରେ ଲାଗୁ ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଚଳିତବର୍ଷ…

ଘରେ କାହାର ମୃତ୍ୟୁ ପରେ କାହିଁକି ଲଗାଯାଏନି ଚୁଲି? ଜାଣନ୍ତୁ ପୌରାଣିକ ଓ ବୈଜ୍ଞାନିକ କାରଣ

ଭୁବନେଶ୍ୱର: ସମସ୍ତ ଧର୍ମରେ ମୃତ୍ୟୁ ଓ ଏହା ପରର ଅନ୍ତିମ କ୍ରିୟାକୁ ନେଇ କିଛି ନିୟମ ଓ ପରମ୍ପରା ରହିଛି । ଗରୁଡ଼ ପୁରାଣରେ ଅନ୍ତିିମ ସଂସ୍କାର ଓ ଏହା ପରେ ମୃତକଙ୍କ ଆତ୍ମା ଶାନ୍ତି ପାଇଁ କିଛି ନିୟମ ବିଷୟରେ…

(Video) ସାନ ଭାଇ ସହ ସ୍ତ୍ରୀ ଫେରାର୍: ଇଲେକ୍ଟ୍ରି ଟାୱାର ଉପରେ ଚଢ଼ି ଯୁବକଙ୍କ ହାଇଡ୍ରାମା

ସମ୍ବଲପୁର(ଓଡ଼ିଶା ଭାସ୍କର): ସ୍ତ୍ରୀ ପାଇଁ ଇଲେକ୍ଟ୍ରି ଟାୱାର ଉପରେ ଚଢ଼ି ଯୁବକଙ୍କ ହାଇଡ୍ରାମା । ଆତ୍ମହତ୍ୟା କରିବାକୁ କଲେ ଉଦ୍ୟମ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ସୋମବାର ସକାଳୁ ଏକ…