Breaking News ୫ ପରେ ଲଘୁଚାପ! କାଲି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି Sushreejyoti Routray Sep 1, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଆସନ୍ତା ୫ ତାରିଖ ପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୫ ତାରିଖ ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ସୂଚନା ଦେଇଛି । ପଶ୍ଚିମ…
Breaking News ଘର ତିଆରି ପାଇଁ ସୁବର୍ଣ୍ଣ ସୁଯୋଗ: ସରକାରଙ୍କ ହସ୍ତକ୍ଷେପ ପରେ ୬୦୦୦ ଟଙ୍କା ଶସ୍ତା ହେଲା ଲୁହା ରଡ, ଜାଣନ୍ତୁ ଓଡ଼ିଶାରେ କେତେ ଅଛି ରେଟ୍? Sushreejyoti Routray Sep 1, 2022 ନୂଆଦିଲ୍ଲୀ: ଦେଶର ଅନେକ ଅଞ୍ଚଳରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ଏପରିକି ଚେନ୍ନାଇ ଓ ବେଙ୍ଗାଲୁରୁ ଭଳି ସ୍ଥାନରେ ବର୍ଷା ପାଣି ଜମିବାରୁ ଅବସ୍ଥା ବିଗିଡ଼ିଯାଇଛି । ଏହାର ସିଧା ପ୍ରଭାବ ନିର୍ମାଣ ଗତିବିଧି…
Breaking News ବାହାଘରର ଏକ ବର୍ଷ ପର୍ଯ୍ୟନ୍ତ କାହିଁକି ସମସ୍ୟାରେ ରୁହନ୍ତି ନବଦମ୍ପତି ? ଜାଣନ୍ତୁ ପ୍ରକୃତ କାରଣ Sushreejyoti Routray Sep 1, 2022 ବିବାହ କରିବାର ନିଷ୍ପତ୍ତି କୌଣସି ବ୍ୟକ୍ତିଙ୍କ ପାଇଁ ସହଜ ନୁହେଁ । ଯେତେବେଳେ ପୁଅ ଏବଂ ଝିଅ ଏକ ନୂଆ ଜୀବନ ଆରମ୍ଭ କରନ୍ତି, ସେତେବେଳେ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସିଥାଏ ଏବଂ ଏହି ଚ୍ୟାଲେଞ୍ଜଗୁଡ଼ିକ ଟେନସନର କାରଣ…
Breaking News ଚାଷୀଙ୍କୁ ମିଳିଲା ‘କାଳିଆ ଟଙ୍କା’: ଆକାଉଣ୍ଟକୁ ୮୬୯ କୋଟି ପଠାଇଲେ ଓଡ଼ିଶା ସରକାର Sushreejyoti Routray Sep 1, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆଖାଇ ଅବସରେରେ ଚାଷୀଙ୍କୁ ମିଳିଛି ବଡ଼ ଉପହାର । ଆଜି ଚାଷୀଙ୍କ ଆକାଉଣ୍ଟକୁ ଯାଇଛି କାଳିଆ ଟଙ୍କା । ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀ ପାଇଛନ୍ତି ଟଙ୍କା । ପ୍ରତ୍ୟେକଙ୍କୁ ୨…
Breaking News ଜରାୟୁ କର୍କଟ କ’ଣ ? ଜାଣନ୍ତୁ ଏହାର ପ୍ରାରମ୍ଭିକ ସଙ୍କେତ ଓ ଏଥିରୁ ବର୍ତ୍ତିବାର ଉପାୟ Sushreejyoti Routray Sep 1, 2022 ନୂଆଦିଲ୍ଲୀ: ସର୍ଭିକାଲ କ୍ୟାନ୍ସର ବିରୋଧରେ ଭାରତର ବୈଜ୍ଞାନିକଙ୍କୁ ଏକ ବଡ଼ ସଫଳତା ମିଳିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ବାୟୋଟେକ୍ନୋଲୋଜି ବିଭାଗ ପ୍ରଥମ ଥର ପାଇଁ ଜରାୟୁ କର୍କଟ ବିରୁଦ୍ଧରେ ଏକ ସ୍ୱଦେଶୀ…
Breaking News ଆପଣଙ୍କ ପାର୍ଟନର ଓଭର ଡୋମିନେଟିଭ୍ କି ? ଏହି ୩ଟି ଉପାୟରେ ଜାଣନ୍ତୁ ସ୍ୱଭାବ Sushreejyoti Routray Sep 1, 2022 ପ୍ରେମର ଅନୁଭବ ଯେକୌଣସି ଲୋକ ପାଇଁ ବହୁତ ଖାସ୍ ହୋଇଥାଏ । ପ୍ରେମ ସମ୍ପର୍କର ଆରମ୍ଭରେ ସବୁ ଦମ୍ପତିଙ୍କୁ ସବୁକିଛି ଠିକ୍ ଓ ଭଳ ଲାଗିଥାଏ । କିନ୍ତୁ ସମୟ ସହିତ ଦୁହିଁଙ୍କ ମଧ୍ୟରେ ଅନେକ ଜିନିଷ ବଦଳିଥାଏ । ବହୁବାର ପ୍ରେମ…
Breaking News ଶରୀରରେ ଅକ୍ସିଜେନ୍ ସ୍ତର ବଢାଇବାକୁ ଚାହାଁନ୍ତି କି ? ତେବେ କରନ୍ତୁ ଏହି ବ୍ୟାୟାମ Sushreejyoti Routray Sep 1, 2022 ଅକ୍ସିଜେନର ଅଭାବ ଯୋଗୁଁ ପ୍ରତ୍ୟେକ ଦିନ ଅନେକ ଜୀବନ ଚାଲିଯାଉଛି । ଏହି ସମସ୍ୟାକୁ ଦୁର କରିବା ପାଇଁ , ଆପଣଙ୍କର ଦୈନନ୍ଦିନ ଖାଦ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ ବି ଏଭଳି ସମସ୍ୟାର ସମ୍ମୁଖୀନ…
Breaking News ଜରାୟୁ କର୍କଟ ପାଇଁ ସଞ୍ଜୀବନୀ: ସ୍ୱଦେଶୀ ଟିକା ପ୍ରସ୍ତୁତ କଲା ସେରମ ଇନଷ୍ଟିଚ୍ୟୁଟ, ଜାଣନ୍ତୁ କେତେ ରହିବ ଦାମ୍ ? Sushreejyoti Routray Sep 1, 2022 ନୂଆଦିଲ୍ଲୀ: ଜରାୟୁ କର୍କଟ ବା ସର୍ଭିକାଲ କ୍ୟାନ୍ସର ପାଇଁ ବାହାରିଛି ଟିକା । ଦେଶର ପ୍ରଥମ ଜରାୟୁ କର୍କଟ ଟିକା ପ୍ରସ୍ତୁତ କରିଛି ସେରମ ଇନଷ୍ଟିଚ୍ୟୁଟ । ଟିକାର ନାଁ ହେଉଛି- କ୍ୱାଡ୍ରିଭାଲାଣ୍ଟ ହ୍ୟୁମାନ୍ ପାପିଲୋମା…
Breaking News ନିୟମିତ ହେବେ ଅଙ୍ଗନବାଡ଼ି ସୁପରଭାଇଜର! ଓଡ଼ିଶା ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ Sushreejyoti Routray Sep 1, 2022 କଟକ: ଅଙ୍ଗନବାଡ଼ି ସୁପରଭାଇଜରଙ୍କ ପାଇଁ ଆସିଛି ଖୁସି ଖବର । ଚୟନ କମିଟି ସୁପାରିସ ଆଧାରରେ ୨୦୧୦ରୁ ଅଙ୍ଗନବାଡି ସୁପରଭାଇଜର ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିବା ଆବେଦନକାରୀଙ୍କ ଚାକିରି ନିୟମିତ ପ୍ରସଙ୍ଗରେ…
Breaking News ୧୦୦ ଟଙ୍କା ଶସ୍ତା ହୋଇଗଲା ଏଲପିଜି ସିଲିଣ୍ଡର ଦାମ୍: ଜାଣନ୍ତୁ ଆପଣଙ୍କ ସହରର ରେଟ୍ Sushreejyoti Routray Sep 1, 2022 ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ଆରମ୍ଭରୁ ଗ୍ରାହକଙ୍କୁ ମିଳିଛି ଏକ ବଡ଼ ଖୁସିଖବର । ଆଜିଠାରୁ ଏଲପିଜି ସିଲିଣ୍ଡର ୧୦୦ ଟଙ୍କା ଶସ୍ତା ହୋଇଛି । ଏହି ମାସରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଶସ୍ତା ହୋଇଗଲା । ଇଣ୍ଡିଆନ୍ ଅଏଲ୍…