‘I Love You ଜାନ୍, ତମେ ବହୁତ ଭଲ’, ସୁଇସାଇଡ୍ ନୋଟରେ ଏପରି ଲେଖି ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ମହିଳା
ନୂଆଦିଲ୍ଲୀ: ହରିୟାଣାର କର୍ଣ୍ଣଲ ଜିଲ୍ଲାର ରେଳ ଷ୍ଟେସନ ସ୍ଥିତ କୌଥଲ ବ୍ରିଜ ନିକଟରେ ଜଣେ ମହିଳା ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଛନ୍ତି । ମହିଳାଙ୍କ ସ୍କୁଟିରୁ ଏକ ଆତ୍ମହତ୍ୟା ନୋଟ ମଧ୍ୟ ଉଦ୍ଧାର କରାଯାଇଛି ।…