(Video)୧୫ ଟଙ୍କାର ମକା ବି କେନ୍ଦ୍ରମନ୍ତ୍ରୀଙ୍କୁ ଲାଗୁଛି ମହଙ୍ଗା: କହିଲେ –‘ଏଠି ମାଗଣାରେ ମିଳୁଛି’

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ପରେ ମୁଢ଼ି, ଦହି ଆଦିରେ ଜିଏସଟି ଲାଗିଛି, ଯାହାକୁ ନେଇ ଚିନ୍ତାରେ ଜନସାଧାରଣ । ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଫଗଗାନ୍ ସିଂ କୁଲାସ୍ତେଙ୍କ ଏକ ଭିଡିଓ ସୋସିଆଲ…

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ: ୯୨.୭୧ % ପାସ୍

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ପରୀକ୍ଷା ରେଜଲ୍ଟ ଆଜି ପ୍ରକାଶ ପାଇଛି । ମୋଟ୍ ପାସ୍ ହାର ୯୨.୭୧ ପ୍ରତିଶତ ରହିଛି । ୯୪.୫୪% ଛାତ୍ରୀ ପାସ୍ ହୋଇଥିବା ବେଳେ ୯୧.୨୫% ଛାତ୍ରୀ ପାସ୍ ହୋଇଛନ୍ତି । ଛାତ୍ରଛାତ୍ରୀମାନେ…

ଐତିହାସିକ ସଫଳତା: ଦୁନିଆରୁ ମ୍ୟାଲେରିଆକୁ ‘ଅଲବିଦା’ କହିବାର ସମୟ ଆସିଗଲା, ବିକଶିତ ହେଲା ଟିକା

ନୂଆଦିଲ୍ଲୀ: ଏଣିକି ମ୍ୟାଲେରିଆରୁ ମିଳିବ ମୁକ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ ଦୁନିଆରେ ପ୍ରଥମଥର ପ୍ରସ୍ତୁତ ହୋଇଥିବା ମ୍ୟାଲେରିଆ ବିରୋଧୀ ଟିକାକୁ ୩ ଆଫ୍ରିକୀୟ ଦେଶରେ ଲଗାଇବାକୁ ଘୋଷଣା କରିଛି ।…

ରାଜ୍ୟରୁ ୧୧୭୮ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

କାଶୀପୁରରେ ରୂପ ବଦଳାଉଛି କଲେରା ଜୀବାଣୁ: ଏବେ ‘ଶିଗେଲା’ ଭାଇରସ୍ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଥିବା ହଇଜାକୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । କାଶୀପୁରରେ ରୂପ ବଦଳାଉଛି କଲେରା ଜୀବାଣୁ । ସେଠାରେ ଚିହ୍ନଟ ହୋଇଛି ନୂଆ ଜୀବାଣୁ ।…

୧୨ ଘଣ୍ଟା ପାଇଁ ବନ୍ଦ ରହିବ ଓଡ଼ିଶାର ଏହି ସହର: ଜାଣନ୍ତୁ କାହିଁକି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ୧୨ ଘଣ୍ଡିଆ ଢେଙ୍କାନାଳ ବନ୍ଦ ପାଳନ । ବିଭିନ୍ନ ସଙ୍ଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଉଛିି । ଏନଏଚ ୫୫ର ଦୂରାବସ୍ଥା ପ୍ରତିବାଦରେ ଢେଙ୍କାନାଳ ବନ୍ଦ ପାଳନ…

(Video) ପୁଣି ଚମକିଲେ ନୀରଜ ଚୋପ୍ରା: ବିଶ୍ୱ ଆଥଲେଟିକ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିଲେ ଗୋଲଡେନ୍ ବଏ

ନୂଆଦିଲ୍ଲୀ: ଅଲିମ୍ପିକର ଗୋଲ୍ଡେନ ବଏ ନୀରଜ ଚୋପ୍ରା ବିଶ୍ୱ ଆଟଲେଟିକ ଚାମ୍ପିଅନସିପ ଫାଇନାଲରେ ପହଞ୍ଜିଛନ୍ତି । ଯୋଗ୍ୟତାପର୍ଯ୍ୟାୟ ରାଉଣ୍ଡର ପ୍ରଥମ ଉଦ୍ୟମରେ ଫାଇନାଲରେ ପହଞ୍ଚିଛନ୍ତି ନୀରଜ । ୮୮.୩୯ ମିଟର ଫିଙ୍ଗି…

ଆଜି ପ୍ରକାଶ ପାଇବ CBSE ପରୀକ୍ଷା ରେଜଲ୍ଟ

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବାକୁ ଯାଉଛି ସିବିଏସଇ ପରୀକ୍ଷା ରେଜଲ୍ଟ । ସିବିଏସଇର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇବ । ସକାଳ ୧୦ଟାରେ ଦ୍ୱାଦଶ ଓ ଅପରାହ୍ନ ୨ଟାରେ ଦଶମ ରେଜଲ୍ଟ ବାହାରିବ ବୋଲି…

ରାଷ୍ଟ୍ରପତି ନିର୍ବାଚନ: ଆସିଲା ପ୍ରଥମ ରାଉଣ୍ଡ ଫଳାଫଳ, ଜାଣନ୍ତୁ କିଏ ଆଗୁଆ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ସରିଥିବା ବେଳେ ଏବେ ମତଗଣନା ଜାରି ରହିଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ପ୍ରଥମ ରାଉଣ୍ଡର ରେଜଲ୍ଟ । ପ୍ରଥମ ରାଉଣ୍ଡରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗୁଆ…

ଅଧିକ ଖୁସିହେବା ମଧ୍ୟ ଆପଣଙ୍କ ପାଇଁ ହୋଇପାରେ ସାଙ୍ଘାତିକ: ଆସିପାରେ ହାର୍ଟ ଆଟାକ୍, ମହିଳା ଓ ୫୦ ବର୍ଷ ବୟସ୍କ ଅଧିକ ପ୍ରଭାବିତ- ଷ୍ଟଡୀ

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଅତ୍ୟଧିକ ଖୁସି ହେବା ମଧ୍ୟ ଆପଣଙ୍କ ପାଇଁ କ୍ଷତିକାରକ? ଏହା ଯୋଗୁଁ ଆପଣଙ୍କର ମୃତ୍ୟୁ ମଧ୍ୟ ହୋଇପାରେ । କେବଳ ଏତିକି ନୁହେଁ, ଏକ ଗବେଷଣାରୁ ଜଣାପଡିଛି ଯେ ଏହା ମହିଳା ଏବଂ ବୃଦ୍ଧଙ୍କୁ…