ଶସ୍ତା ହେବ ବିମାନ ଯାତ୍ରା! ଆରମ୍ଭ ହେବାକୁ ଯାଉଛି ୨୬ ଟି ନୂତନ ବିମାନ, ଜାଣନ୍ତୁ ରୁଟ୍ ଲିଷ୍ଟ ଓ ଭଡ଼ା

ନୂଆଦିଲ୍ଲୀ: ଦେଶରେ ଘରୋଇ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ଅଧିକ ବିକଳ୍ପ ମିଳିବାକୁ ଯାଉଛି । ଦେଶର ବିଭିନ୍ନ ସ୍ଥାନକୁ ଯିବା ପାଇଁ ସେମାନଙ୍କ ପାଇଁ ବିମାନ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଘରୋଇ…

ରାଜ୍ୟରେ ପୁଣି ୧୧୨୨ ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୩୦୭ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୨୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ଶ୍ରାବଣ ମାସରେ ଆଜି ହେଉଛି କାଳାଷ୍ଟମୀ ବ୍ରତ: ଜାଣନ୍ତୁ ଶୁଭ ମୁହୂର୍ତ୍ତ, ମହତ୍ତ୍ୱ ଓ ପୂଜା ବିଧି

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ପ୍ରତି ମାସରେ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ମାସିକ କାଳାଷ୍ଟମୀ ବ୍ରତ ରଖାଯାଏ । ଏହି ବ୍ରତ ଭଗବାନ ଭୈରବନାଥଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ । ଏହି ଦିନ…

ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର: ୨୦୨୧ର ଅପରାଧ ସ୍ଥିତି ନେଇ ରହିଛି ଏପରି ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୃହବିଭାଗର ଶ୍ୱେତପତ୍ର ଆଜି ପ୍ରକାଶ ପାଇଛି । ୨୦୨୧ର ଅପରାଧ ସ୍ଥିତି ନେଇ ଶ୍ୱେତପତ୍ର ଜାରି ରହିଛି । ୨୦୨୧ରେ ୧ ଲକ୍ଷ ୫୫ ହଜାର ୫୨୦ଟି ଅପରାଧ ଘଟିଛି । ତା’ମଧ୍ୟରୁ ୧ ହଜାର ୩୯୪ଟି…

ଭୁବନେଶ୍ୱରରେ ପହଞ୍ଚିଲା ଡା.ଅଜୟ ପରିଡ଼ାଙ୍କ ମରଶରୀର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା । ଗତକାଲି ଗୌହାଟୀରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରେ…

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା: ୧୪ ସାମଗ୍ରୀ ଉପରେ ଲାଗିବନି GST

ନୂଆଦିଲ୍ଲୀ: ପୁଣି ମହଙ୍ଗା ମାଡ଼ରେ ଘାଣ୍ଟି ହେବେ ସାଧାରଣ ଜନତା । ପୂର୍ବରୁ ତୈଳ ଦର ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧିରେ ଛଟପଟ ହେଉଥିବା ଦେଶବାସୀଙ୍କୁ ଏବେ ଡାଲି ଭାତ ଉପରେ ମଧ୍ୟ ଟିକସ ଗଣିବାକୁ ପଡ଼ିବ । ଚଳିତ ମାସ ୧୮…

ନୂଆ ସବ୍-ଭାରିଆଣ୍ଟ ବଢାଉଛି ସଂକ୍ରମଣ: ହଟସ୍ପଟ୍ ପାଲଟିଛି ଖୋର୍ଦ୍ଧା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଉପରତଳ ହେବାରେ ଲାଗିଥିବା ବେଳେ ପ୍ରତିଦିନ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲା କରୋନାର ହଟସ୍ପଟ୍ ପାଲଟିଥିବାବେଳେ ଏହାକୁ ରେଡଜୋନ୍…

ଆଜିଠୁ +୨ ନାମଲେଖା ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠୁ ଆରମ୍ଭ ହୋଇଛି +୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା । SAMS ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆବେଦନ କରିବେ । ଏନେଇ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ…

ଚଳିତବର୍ଷ ଆସୁଛି ବଡ଼ ଝଡ଼! ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀକୁ ନେଇ ବିଶ୍ୱ ଛାନିଆ

ନୂଆଦିଲ୍ଲୀ: ବିଶ୍ୱର ସର୍ବଶ୍ରେଷ୍ଠ ଭବିଷ୍ୟବକ୍ତା ନୋଷ୍ଟ୍ରାଡମସଙ୍କର ଏକ ଅଲଗା ସ୍ଥିତି ଥିବା ବେଳେ ତାଙ୍କର ୮୫ ପ୍ରତିଶତ ଭବିଷ୍ୟବାଣୀ ସତ ହୋଇଛି, ଯେଉଁଥିରେ ହିଟଲରଙ୍କ ଶାସନ, ଦ୍ୱିତୀୟ ବିଶ୍ୱଯୁଦ୍ଧ, ୯/୧୧ ଆକ୍ରମଣ ଓ…

(Video) ଭାସି ଯାଉଥିଲେ ଛାତ୍ର: ଜୀବନକୁ ପାଣି ଛଡ଼ାଇ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ(ଓଡ଼ିଶା ଭାସ୍କର): ବର୍ଷା ପାଣିରେ ଭାସି ଯାଉଥିବା ବେଳେ ଜଣେ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ମୃତ୍ୟୁ ମୁହଁରୁ ସେ ଛାତ୍ରକୁ ଫେରାଇ ଆଣିଛନ୍ତି । ଜମର ଜଳଶ୍ରୋତରୁ ଦେବଦୂତ ସାଜି ଜଣେ…