Browsing Category

ବାଣିଜ୍ୟ

ମାର୍ଚ୍ଚ ୨୦୨୪ରେ GST ଆଦାୟ ହୋଇଛି ୧.୭୮ ଲକ୍ଷ କୋଟି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୨୪ରେ ଜିଏସଟି କଲେକସନ ୧.୭୮ ଲକ୍ଷ କୋଟି ଟଙ୍କା ରହିଛି । ଗତ ବର୍ଷର ସମାନ ଅବଧି ୨୦୨୩ ତୁଳନାରେ ମାର୍ଚ୍ଚ ୨୦୧୪ ରେ ଜିଏସଟି କଲେକସନରେ ୧୧.୫ ପ୍ରତିଶତ ବୃଦ୍ଧି ଘଟିଛି । ମାସିକ ଜିଏସଟି…

୮୦୦ରୁ ଅଧିକ ମେଡିସିନ୍ ଆଜିଠୁ ହୋଇଯିବ ମହଙ୍ଗା: ପାରାସିଟାମୋଲ, ପେନକିଲର ଭଳି ଔଷଧ ମଧ୍ୟ ଏଥିରେ ସାମିଲ

ନୂଆଦିଲ୍ଲୀ: ଆଜି ଏପ୍ରିଲ ୧ ଏବଂ ଆଜିଠାରୁ ଭାରତରେ ୮୦୦ ରୁ ଅଧିକ ମେଡିସିନ୍ ମହଙ୍ଗା ହେବାକୁ ଯାଉଛି । ବାସ୍ତବରେ ସରକାର ହୋଲସେଲ ପ୍ରାଇସ୍ ଇଣ୍ଡେକ୍ସ (ଡବ୍ଳୁପିଆଇ) ରେ ଅନେକ ପରିବର୍ତ୍ତନ କରିଛନ୍ତି ଯେଉଁଥିରେ ଅନେକ…

କାମ କରୁନି UPI Service: SBI ଆକାଉଣ୍ଟରୁ ଅନଲାଇନରେ ଟଙ୍କା ପଠାଇବା ହେଲା ମୁସ୍କିଲ

ଓଡ଼ିଶା ଭାସ୍କର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କୋଟି କୋଟି ଗ୍ରାହକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି ୟୁପିଆଇ ପେମେଣ୍ଟ । ଷ୍ଟେଟ ବ୍ୟାଙ୍କର ବିଭିନ୍ନ ଡିଜିଟାଲ ସେବା ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି…

ଆଜିଠୁ ଶସ୍ତାରେ ମିଳିବ LPG ଗ୍ୟାସ ସିଲିଣ୍ଡର: ନୂଆ ଆର୍ଥିକ ବର୍ଷରେ ନୂଆ ରେଟ୍ ଲାଗୁ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ଦିନରେ ଶସ୍ତା ହୋଇଛି ଏଲପିଜି ଗ୍ୟାସ ସିଲିଣ୍ଡର । ଆଜିଠାରୁ ରାଜଧାନୀରେ ଏଲପିଜି ସିଲିଣ୍ଡର ଦାମ୍ ୩୦.୫୦ ଟଙ୍କା ହ୍ରାସ ପାଇଛି…

କେବଳ ୧୦ ହଜାର ଟଙ୍କା ଖର୍ଚ୍ଚ କରି ଏହି ଚାଷ କରନ୍ତୁ, ଦେଖିବେ ଆପଣ ଅଳ୍ପ ଦିନେ ମାଲାମାଲ ହୋଇଯିବେ

ନୂଆଦିଲ୍ଲୀ: ଆଜିର ସମୟରେ ଅନେକ ଲୋକ ବ୍ୟବସାୟ କରିବା ବିଷୟରେ ଚିନ୍ତା କରନ୍ତି, ଯାହା ଫଳରେ ସେମାନେ ଘରେ ବସି ବହୁତ ରୋଜଗାର କରିପାରିବେ । ଯଦି ଆପଣ ଚାଷକୁ ଭଲ ପାଆନ୍ତି ଏବଂ ନିଜ ବ୍ୟବସାୟ ଆରମ୍ଭ କରିବାକୁ…

ସରକାର କମାଇଲେ ଗ୍ୟାସ୍ ଦର: ଜାଣନ୍ତୁ CNG ଓ PNG ଉପରେ କ’ଣ ପଡିଲା ପ୍ରଭାବ

ନୂଆଦିଲ୍ଲୀ: ରବିବାର ଦିନ କେନ୍ଦ୍ର ସରକାର ପ୍ରାକୃତିକ ଗ୍ୟାସର ମୂଲ୍ୟ ହ୍ରାସ କରିଛନ୍ତି । ଏହି ନିଷ୍ପତ୍ତି ହେତୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର କେଜି ଡି୬ ବ୍ଲକରୁ ବାହାରୁଥିବା ଗ୍ୟାସର ମୂଲ୍ୟ ବର୍ତ୍ତମାନ…

ଆସୁଛି ରିଜର୍ଭ ବ୍ୟାଙ୍କର ‘ଡିଜିଟା’, ଏଣିକି ଅନଲାଇନ୍ ଠକେଇ ଉପରେ ଲାଗିବ ଲଗାମ୍

ନୂଆଦିଲ୍ଲୀ: ଅନଲାଇନ୍ ଠକେଇକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଡିଜିଟାଲ୍ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି (ଡିଜିଟା) ପ୍ରତିଷ୍ଠା କରିବାକୁ ଗମ୍ଭୀରତାର ସହ ବିଚାର କରୁଛି । ‘ଡିଜିଟା' ଦେଶରେ ବୃଦ୍ଧି…

FashTag, SBI Credit Card, ଏବଂ LPG Gas… କାଲିଠାରୁ ବଦଳିଯିବ ଏହିସବୁ ନିୟମ: ଜାଣି ରଖନ୍ତୁ ଡିଟେଲ୍ସ

ଓଡ଼ିଶା ଭାସ୍କର: ଆସନ୍ତାକାଲି ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ମାସ ପରିବର୍ତ୍ତନ ସହ ବଦଳିଯିବ ଆହୁରି ଅନେକ କିଛି ନିୟମକାନୁନ । ୨୦୨୪-୨୫ ଆର୍ଥିକ ବର୍ଷ ଆରମ୍ଭ ହେବା ମାତ୍ରେ ଆପଣଙ୍କ ଜୀବନରେ…

ଅଣପ୍ରବାସୀ ଆମେରିକୀୟଙ୍କୁ ବଡ଼ ଝଟକା, ଏପ୍ରିଲ ୧ରୁ ବୃଦ୍ଧି ହେବ ଭିସା ଶୁଳ୍କ

ନୂଆଦିଲ୍ଲୀ: ଆପଣ ଆମେରିକା ଯିବାର ଯୋଜନା କରୁଛନ୍ତି କି ? ଯଦି ହଁ ତେବେ ଏହି ଖବର ଆପଣଙ୍କୁ ଝଟକା ଦେଇପାରେ । ଏପ୍ରିଲ ୧ରୁ ଅଣପ୍ରବାସୀ ଆମେରିକୀୟ ଭିସା ପାଇଁ ଆଦାୟ କରାଯାଉଥିବା ଶୁଳ୍କରେ ପ୍ରାୟ ୩ ଗୁଣା ବୃଦ୍ଧି…

ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର କଲା ଐତିହାସିକ ରେକର୍ଡ, ଭାରତ ବଜାର ପ୍ରତି ବଢିଛି ବିଦେଶୀଙ୍କ ପସନ୍ଦ

ନୂଆଦିଲ୍ଲୀ:ବିଦେଶୀଙ୍କୁ ଭାରତୀୟ ବଜାର ଖୁବ୍ ପସନ୍ଦ ଆସୁଛି । ଲଗାତର ୫ମ ସପ୍ତାହରେ ଆଜି ବିଦେଶୀ ମୁଦ୍ରା ଭଣ୍ଡାର ((Forex Reserve of India)  କ୍ଷେତ୍ରରେ ରେକର୍ଡ ବୃଦ୍ଧି ପରିଲକ୍ଷିତ ହୋଇଛି ଓ ଏବେ ଭାରତର ବିଦେଶୀ…