Browsing Category

ବାଣିଜ୍ୟ

ଯଦି UPI କାରବାର ଉପରେ ଚାର୍ଜ ନିଆଯାଏ, ତେବେ ଅଧିକାଂଶ ଉପଭୋକ୍ତା ବନ୍ଦ କରିଦେବେ ଏହାର ବ୍ୟବହାର: ସର୍ଭେରୁ ଖୁଲାସା

ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଯଦି ଲୋକପ୍ରିୟ ମୋବାଇଲ୍ ପେମେଣ୍ଟ ସିଷ୍ଟମ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଯଥା ୟୁପିଆଇ ଉପରେ କାରବାର ଶୁଳ୍କ ଲାଗୁ କରାଯାଏ, ତେବେ ଅଧିକାଂଶ ଉପଭୋକ୍ତା ଏହାର ବ୍ୟବହାର…

Post Office ଆଣୁଛି ଦମଦାର ସ୍କିମ: ଘରେ ବସି ପ୍ରତି ମାସ ୨୦ ହଜାର ଟଙ୍କା ରୋଜଗାର କରନ୍ତୁ!

ଓଡ଼ିଶା ଭାସ୍କର: ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ନିଜ ରୋଜଗାରର କିଛି ଅଂଶ ଭବିଷ୍ୟତ ପାଇଁ ସଞ୍ଚୟ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଟଙ୍କାକୁ ସମସ୍ତେ ସୁରକ୍ଷିତ ସ୍ଥାନରେ ଇନଭେଷ୍ଟ କରିବା ସହ ଭଲ ରିଟର୍ଣ୍ଣ ମିଳୁଥିବା…

ହ୍ୱାଟ୍ସଆପର ଜବରଦସ୍ତ ଫିଚର୍ସ: ଆପଣ Signal ଏବଂ Telegramରେ ମଧ୍ୟ ପଠାଇପାରିବେ ମେସେଜ୍

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ହ୍ୱାଟସ୍ ଆପ୍ ଅନେକ ନୂଆ ଫିଚର୍ସ ଆଣିଛି । ହ୍ୱାଟ୍ସଆପର ୱେବ୍ ଭର୍ସନ୍ ପାଇଁ ଏକ ଚାଟ୍ ଲକ୍ ଉପରେ କାମ ହେଉ କିମ୍ବା ଉପଭୋକ୍ତାଙ୍କୁ ଅନ୍ୟ ବ୍ୟକ୍ତିଗତ ଫଟୋଗୁଡ଼ିକର ସ୍କ୍ରିନସଟ୍…

ମାଗଣା ବିଜୁଳି ପାଇଁ କ’ଣ ରହିଛି ଗାଇଡଲାଇନ ? ଜାଣନ୍ତୁ କିପରି ଉଠାଇବେ ଫାଇଦା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧ କୋଟି ପରିବାରକୁ ମାଗଣା ବିଜୁଳି ପ୍ରଦାନ କରିବା ଲକ୍ଷ୍ୟରେ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା’ର ଆରମ୍ଭ କରିଛନ୍ତି । ଏହି ଯୋଜନା ସମ୍ପର୍କରେ ଜନସାଧାରଣଙ୍କ ପାଇଁ…

ଖୁବ୍ ଶୀଘ୍ର ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଛୁଟି ସହିତ ବଢିପାରେ ଦରମା

ନୂଆଦିଲ୍ଲୀ: ଦୀର୍ଘଦିନ ବ୍ୟାଙ୍କ କର୍ମଚାରୀ ଦାବୀ କରି ଆସୁଥିବା ୫ ଦିବସୀୟ କାର୍ଯ୍ୟ ସପ୍ତାହକୁ ଚଳିତ ବର୍ଷ ସରକାର ସ୍ୱୀକାର କରିପାରନ୍ତି । ମିଳିଥିବା ଏକ ସୂଚନା ଅନୁସାରେ ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀ ପରେ ବ୍ୟାଙ୍କ…

ବଜାରରେ ହେଲା ସିଂଘମଙ୍କ ଏଣ୍ଟ୍ରି, ଅଜୟ ଦେବଗନ ଏହି ସେୟାରରେ କଲେ ନିବେଶ

ନୂଆଦିଲ୍ଲୀ: ବେଳେ ବେଳେ ଅଭିନେତା ଏବଂ ଅଭିନେତ୍ରୀ ପ୍ରପର୍ଟି ଡିଲ ଏବଂ ନିଜ ନିବେଶ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ବଲିଉଡର ସିଂଘମ ଅଜୟ ଦେବଗନ ଏକ ମଲ୍ଟିବ୍ୟାଗର ସେୟାରରେ ନିବେଶ କରିଛନ୍ତି । ଆକ୍ଟର ଫିଲ୍ମ…

ଆଜି ହିଁ କିଣନ୍ତୁ ଜିଓର ଏହି ୩ ମାସିଆ ଶସ୍ତା ପ୍ଲାନ, ଅନଲିମିଟେଡ୍ କଲିଂ ସହିତ ଡିଜ୍‌ନୀ ହଟଷ୍ଟାରର ବି ଫାଇଦା

ନୂଆଦିଲ୍ଲୀ:ରିଲାଏନ୍ସ ଜିଓ ଦେଶର ନଂ୧ ଟେଲିକମ୍ କମ୍ପାନୀ । ଜିଓ ନିକଟରେ ଏବେ ୪୪କୋଟିରୁ ଅଧିକ ୟୁଜରବେସ୍ ରହିଛି । ଜିଓ ପକ୍ଷରୁ ଲଗାତର ପ୍ରଦାନ କରାଯାଉଥିବା ଶସ୍ତା ଓ ଫାଇଦାବାଲା ପ୍ଲାନ କାରଣରୁ ଏହାର ୟୁଜରବେସ୍…

କର୍ମଚାରୀଙ୍କୁ ଫେବୃଆରୀ ମାସର ଦରମା ଦେବାକୁ ଅସମର୍ଥ Byju’s, କମ୍ପାନୀର ଫାଉଣ୍ଡର କହିଲେ ସମସ୍ୟାର କାରଣ

ନୂଆଦିଲ୍ଲୀ: ଅନେକ ଦିନରୁ Byju's ସମସ୍ୟା ଦେଇ ଗତି କରୁଛି । ଏବେ କମ୍ପାନୀର କର୍ମଚାରୀମାନଙ୍କ ପାଇଁ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି । କମ୍ପାନୀର ଫାଉଣ୍ଡର ବାୟଜୁ ରବିନ୍ଦ୍ରନ ଶନିବାର ଦିନ ନିଜ କର୍ମଚାରୀମାନଙ୍କୁ…

Radhika Anant Cocktail Party: ପ୍ରି-ୱେିଡିଙ୍ଗ Functionରେ ଏହି ଗାଉନ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ରାଧିକା, ଜାଣନ୍ତୁ ଲୁକରେ…

ନୂଆଦିଲ୍ଲୀ: ଗୁଜୁରାଟରେ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଙ୍ଗ ଫଙ୍ଗସନ ଆରମ୍ଭ ହୋଇସାରିଛି। ରାଧିକା ଏବଂ ଅନନ୍ତଙ୍କ ବିବାହ ଚଳିତ ବର୍ଷ ଜୁଲାଇ ମାସରେ ହେବ ବୋଲି…

ପଛେଇଲା ଗୁଗୁଲ୍: ସରକାରଙ୍କ କଠୋରତା ପରେ Play Storeକୁ ଫେରିଲା ଭାରତୀୟ ଆପ୍

ନୂଆଦିଲ୍ଲୀ: ଗୁଗୁଲ୍ ଆପ୍ ଷ୍ଟୋରକୁ ଭାରତୀୟ ଆପ୍ ଫେରି ଆସିଛି । ସେବା ଦେୟ ପ୍ରଦାନ ନକରିବା ପାଇଁ ଗୁଗୁଲ ପ୍ଲେ ଷ୍ଟୋରରୁ କିଛି ଭାରତୀୟ ଆପ୍ ହଟାଇଥିଲା । ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆପ୍ ହଟାଇବା କାମକୁ କେନ୍ଦ୍ର ମନ୍ତ୍ରୀ…