Browsing Category

ବାଣିଜ୍ୟ

News Paper ରିପୋର୍ଟ ଉପରେ କରନ୍ତୁନି ଭରସା… ଶୁଣାଣି ବେଳେ ଏମିତି କାହିଁକି କହିଲେ ସୁପ୍ରିମକୋର୍ଟ ବିଚାରପତି ?

ନୂଆଦିଲ୍ଲୀ: ଅଦାନୀ-ହିଣ୍ଡନବର୍ଗ ମାମଲାରେ ଆଜି ଏକ ବଡ଼ ରାୟ ଶୁଣାଇଛନ୍ତି ଭାରତର ସୁପ୍ରିମକୋର୍ଟ । ସିକ୍ୟୁରିଯିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ(SEBI) ର ଯାଞ୍ଚ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସ୍ପଷ୍ଟ ମନା…

ଏହି ଦିନରୁ ଶସ୍ତାରେ ମିଳିବ ପେଟ୍ରୋଲ-ଡିଜେଲ… ତୈଳଦରକୁ ନେଇ ସ୍ପଷ୍ଟ କଲେ ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ନୂଆବର୍ଷରେ ଗାଡ଼ି ଚାଳକମାନଙ୍କ ପାଇଁ ଖୁସି ଖବର ଦେଇପାରନ୍ତି କେନ୍ଦ୍ର ସରକାର । ଦୀର୍ଘ ଦିନରୁ ସ୍ଥିର ହୋଇ ରହିଥିବା ପେଟ୍ରୋଲ ଏବଂ ଡିଜେଲ ଦରରେ ହୋଇପାରେ ମୂଲ୍ୟହ୍ରାସ । ସାଧାରଣ ଲୋକଙ୍କୁ ଏଣିକି ଶସ୍ତାରେ…

ନୂଆବର୍ଷରେ ପ୍ରଥମ ବିଗ୍ ବଚତ୍ ଧମାଲ ସେଲ୍ ; ଶସ୍ତାରେ କିଣି ନିଅନ୍ତୁ ଏହିସବୁ ସାମଗ୍ରୀ, ସମୟ ବହୁତ କମ୍‌

ନୂଆଦିଲ୍ଲୀ: ନୂଆବର୍ଷରେ ଫ୍ଲିପକାର୍ଟ ଏହାର ପ୍ରଥମ ବିଗ୍ ବଚତ୍ ଧମାଲ ସେଲ୍ Big Bachat Dhamaal Sale ନେଇ ଘୋଷଣା କରିସାରିଛି । ଏହି ସେଲ୍‌ରେ ଇ-କମର୍ସ କମ୍ପାନୀ ଦ୍ୱାରା ୧ ଲକ୍ଷରୁ ଅଧିକ ସାମଗ୍ରୀ ଉପରେ ୮୦%…

ଅଦାନୀ-ହିଣ୍ଡେନବର୍ଗ ମାମଲା: ଗୌତମ ଅଦାନୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି 

ନୂଆଦିଲ୍ଲୀ: ଅଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ଏହି ମାମଲାରେ ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଏକ ବଡ଼ ଆଶ୍ୱସ୍ତି । ଭାରତୀୟ ପ୍ରତିଭୂତି ଓ…

ଆସୁଛି ନୂଆ ଅନଲାଇନ ପେମେଣ୍ଟ ଆପ୍: ଗୁଗଲ ପେ-ପେଟିଏମକୁ ଦେବ କଡ଼ା ଟକ୍କର

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟ ଆପ ଦୁନିଆରେ ଯୋଗ ହେବାକୁ ଯାଉଛି ଆଉ ଏକ ପ୍ଲାଟଫର୍ମ । ତେବେ ଏହି ଆପ ହେଉଛି 'ଟାଟା ପେ' । ତେବେ ଏହା ଆଗାମୀ ସମୟରେ 'ଗୁଗଲ-ପେ' ଏବଂ 'ଫୋନ-ପେ'କୁ ଟକ୍କର ଦେଇପାରେ ବୋଲି ଅନୁମାନ…

ଆୟକର ରିଟର୍ଣ୍ଣ ଦାଖଲରେ ନୂଆ ରେକର୍ଡ: ଡିସେମ୍ବର ମାସ ଶେଷ ସୁଦ୍ଧା ୮ କୋଟି ୧୮ଲକ୍ଷ ରିଟର୍ଣ୍ଣ

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଦାଖଲ କ୍ଷେତ୍ରରେ ଆୟକର ବିଭାଗ ନୂଆ ରେକର୍ଡ ସୃଷ୍ଟି କରିଛି । ୨୦୨୩-୨୪ ଆର୍ଥିକ ବର୍ଷର ଗତ ଡିସେମ୍ବର ମାସ ଶେଷ ସୁଦ୍ଧା ୮ କୋଟି ୧୮ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ ହୋଇଥିବା ସରକାରୀ ସୂତ୍ରରୁ…

ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ(LIC)କୁ ୮୦୬ କୋଟି ଟଙ୍କାର ଜିଏସ୍ଟି ନୋଟିସ୍

ନୂଆଦିଲ୍ଲୀ : ସର୍ବ ବୃହତ ସାର୍ବଜନୀନ କ୍ଷେତ୍ର ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଲଆଇସି)କୁ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଜିଏସ୍ଟିର ସ୍ୱଳ୍ପ ଦେୟ ଅଭିଯୋଗରେ ଟିକସ କର୍ତ୍ତୃପକ୍ଷଙ୍କ…

New Year Partyରେ ଓକିଲଙ୍କୁ ଗୁଳିକରି ହତ୍ୟା, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ: ବାରାଣାସୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ନୂଆ ବର୍ଷ ପାର୍ଟିରେ ଜଣେ ଓକିଲଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ହତ୍ୟା ପଛର କାରଣ ଜଣେ ସୁରକ୍ଷାକର୍ମୀଙ୍କ ନିକଟରେ ଓକିଲଙ୍କ…

ଫୁଡ ଡେଲିଭରୀ କମ୍ପାନୀମାନଙ୍କ ପାଇଁ ଖୁବ ଭଲ ଥିଲା ନୂଆବର୍ଷ, ଗୋଟିଏ ଦିନରେ ଭାଙ୍ଗିଲା ବହୁ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଜୋମାଟୋ, blinkit ଏବଂ ସ୍ଵିଗି ପରି ଫୁଡ ଡେଲିଭରୀ କମ୍ପାନୀ ଗୁଡିକ ପାଇଁ ଆଜିର ଦିନ ବହୁତ ଭଲ ଥିଲା। ଏହି କମ୍ପାନୀଗୁଡିକର ବିକ୍ରୟ ବହୁ ବର୍ଷ ଧରି ରେକର୍ଡ ଭାଙ୍ଗିଛି। ଏହି ସୂଚନା ସୋସିଆଲ ମିଡିଆରେ ଏହି…

ଏବେ ୨ ହଜାର ଟଙ୍କା ନୋଟ ବଦଳାଇ ପାରିବେ କି? ଜାଣନ୍ତୁ କ’ଣ କହୁଛି ଆରବିଆଇ ନିୟମ

ନୂଆଦିଲ୍ଲୀ: ଆରବିଆଇ ଅର୍ଥାତ କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୦୦ ଟଙ୍କିଆ ନୋଟକୁ ନେଇ ଏକ ବିବୃତ୍ତି ଜାରି କରିଛି । ଏଥିରେ ବ୍ୟାଙ୍କ କହିଛି ଯେ, ୨୦୦୦ ଟଙ୍କାର ୯୭.୩୮ ପ୍ରତିଶତ ନୋଟ ଏପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ…