Browsing Category

ବାଣିଜ୍ୟ

ବହୁତ ଶସ୍ତା ହେଲା iPhone-12 :ଜାଣନ୍ତୁ ଏହାର ପୁରା ତଥ୍ୟ

ନୂଆଦିଲ୍ଲୀ: ଆପଣ ଯଦି ଆଇଫୋନ-୧୨(iPhone-12) କିଣିବାକୁ ଚାହୁଁଛନ୍ତି ତାହାଲେ ଏହାକୁ କିଣିବା ପାଇଁ ଆସିଛି ଭଲ ସୁଯୋଗ । ବର୍ତ୍ତମାନ ସସ୍ତା ହୋଇଛି ଆଇଫୋନ-୧୨ । ଏହି ଫୋନକୁ ନେଇ ଆମାଜନ ଓ ଫ୍ଲିପକାର୍ଡ ଆଣିଛନ୍ତି…

ସବୁ ସବସିଡିର ଖେଳ: ଏକ ବର୍ଷ ମଧ୍ୟରେ ଘରୋଇ ଗ୍ୟାସ୍ ସିଲିଣ୍ଡର ୨୧୮ ଟଙ୍କା ମହଙ୍ଗା, ସରକାରଙ୍କ ଲାଭ ୧୧ ହଜାର କୋଟିରୁ ଅଧିକ

ନୂଆଦିଲ୍ଲୀ: ରୋଷେଇ ଗ୍ୟାସ ସିଲିଣ୍ଡରରୁ ସାଧାରଣ ଜନତାଙ୍କୁ ମିଳୁଥିବା ସବସିଡିକୁ କେନ୍ଦ୍ର ସରକାର ଧୀରେ ଧୀରେ ସମାପ୍ତ କରିବାରେ ଲାଗିଛନ୍ତି । ସବସିଡି ବନ୍ଦ ହେବା ଫଳରେ ଜନସାଧାରଣ କଷ୍ଟ ଭୋଗୁଛନ୍ତି, ମାତ୍ର ଏଥିରେ…

ରାସନ କାର୍ଡଧାରୀଙ୍କୁ ଝଟକା! ଲିଷ୍ଟରୁ କଟିଯିବ ଆପଣଙ୍କ ନାଁ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ଗତକିଛିଦିନ ହେବ ଉତ୍ତରପ୍ରଦେଶରେ ରାସନ କାର୍ଡଧାରୀ କାର୍ଡ ସରେଣ୍ଡର କରିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଖବରରେ ଦାବି କରାଯାଇଥିଲା ଯେ, ଅଯୋଗ୍ୟ ରାସନ କାର୍ଡଧାରୀମାନଙ୍କୁ ତହସିଲକୁ…

୧୨ କୋଟି ଚାଷୀଙ୍କ ପାଇଁ ବଡ଼ ଖବର: ୯ ଦିନ ଭିତରେ ସାରି ଦିଅନ୍ତି ଏହି କାମ, ନଚେତ୍ ଅଟକିଯିବ ଦ୍ୱାଦଶ ପିଏମ କିସ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଅଧିନରେ ଏବେ ଦ୍ୱାଦଶ କିସ୍ତିକୁ ଚାହିଁ ବସିଛନ୍ତି ଚାଷୀ । ଯଦି ଚାଷୀଙ୍କୁ ଦ୍ୱରାଦଶ କିସ୍ତି ଦରକାର, ତେବେ ଆସନ୍ତା ୯ ଦିନ ମଧ୍ୟରେ e-KYC କାମ କରିଦେବାକୁ…

IT ରିଟର୍ଣ୍ଣ ଭରିବାର ଶେଷ ତାରିଖ ପଡୁଛି ରବିବାର, ବ୍ୟାଙ୍କ ଛୁଟି, କରଦାତାଙ୍କ ଉପରେ ଏହାର ପ୍ରଭାବ ପଡିବ କି ?

ନୂଆଦିଲ୍ଲୀ: ୨୦୨୧-୨୨ର ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିବା ପାଇଁ ଶେଷ ତାରିଖ ହେଉଛି ଜୁଲାଇ ୩୧। ତେଣୁ ଏହା ପୂର୍ବରୁ ଶୀଘ୍ର ରିଟର୍ଣ୍ଣ ଭରିବା ପାଇଁ ଆୟକର ବିଭାଗ ଲୋକଙ୍କୁ ଲଗାତାର ଅପିଲ୍ କରୁଛି। ଆଉ ବିଭାଗ ଏହା ମଧ୍ୟ…

ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଆପଣଙ୍କୁ ଲାଗିବ ବଡ଼ ଝଟକା: ଏତିକି ଟଙ୍କା ମହଙ୍ଗା ହୋଇଯିବ ବିଦ୍ୟୁତ୍ ବିଲ୍

ନୂଆଦିଲ୍ଲୀ: ବଢ଼ୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ଜନସାଧାରଣଙ୍କୁ ବଡ଼ ଝଟକା ଲାଗିବାକୁ ଯାଉଛି । ଆଗାମୀ ଦିନରେ ଆପଣଙ୍କୁ ଅଧିକ ବିଦ୍ୟୁତ୍ ବିଲତ ଦେବାକୁ ପଡିବ । ତେବେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୭୬…

LICର ଏହି ପ୍ଲାନରେ ପ୍ରତିଦିନ କରନ୍ତୁ ୨୦୦ ଟଙ୍କା ନିବେଶ, ମ୍ୟାଚ୍ୟୁରିଟିରେ ମିଳିବ ୨୮ ଲକ୍ଷ

ଦେଶର ସବୁଠୁ ବଡ଼ ସରକାରୀ ବୀମା କମ୍ପାନୀ ଏଲଆଇସି ନିଜ ଗ୍ରାହକଙ୍କ ପାଇଁ ଅନେକ ଅଫର ଆଣିଥାଏ । ବୀମା କମ୍ପାନୀଙ୍କ ପାଖରେ ପିଲାଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ଏହି ସ୍କିମ୍ ରହିଛି । ପ୍ରତି ବୟସ…

5G ବ୍ୟବହାର କରିବା ପୂର୍ବରୁ ଜାଣି ନିଅନ୍ତୁ ଏହି ସବୁ ଜିନିଷ: Airtel ଦେଲା ବଡ ସୂଚନା

ନୂଆଦିଲ୍ଲୀ: ଦେଶରେ 5G ସର୍ଭିସକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ଏବେ ଟେଲିକମ କମ୍ପାନୀ ଏଥିରେ ଉନ୍ନତ ମାନର ସୁବିଧାକୁ ନେଇ ଏକ୍ସପେରିମେଣ୍ଟ କରୁଛନ୍ତି । ଏମାନଙ୍କ ମଧ୍ୟରେ ଦେଶର ବୃହତ୍ତମ ଟେଲିକମ କମ୍ପାନୀ…

ମହଙ୍ଗା ହେବ ଲୋନ! RBIର ନିର୍ଦ୍ଧାରିତ ସୀମାରୁ ଅଧିକ ରହିଛି ମୁଦ୍ରାସ୍ଫିତୀ

ନୂଆଦିଲ୍ଲୀ: ଦେଶରେ ଦରବୃଦ୍ଧି ଚିନ୍ତାରୁ ଏବେ ସାମାନ୍ୟ ମୁକ୍ତି ମିଳିଛି । କିନ୍ତୁ ଏହି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଇସାରା ପୁଣିଥରେ ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଆରବିଆଇର ଏହି ନିୟମକୁ ଲକ୍ଷ୍ୟ…

ଆଜି ବି ଶସ୍ତା ସୁନା କିଣିବାର ରହିଛି ସୁଯୋଗ: ଜାଣନ୍ତୁ ୨୪ କ୍ୟାରେଟ ଗୋଲ୍ଡ କେତେ କମିଲା ?

ନୂଆଦିଲ୍ଲୀ: ଆଜି ପୁଣି କମିଯାଇଛି ସୁନା ଦାମ୍ । ଭାରତୀୟ ବଜାରରେ ସୁନା ଦର ଶୁକ୍ରବାର ଦିନ ପୁଣି ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୦୦୦ ଟଙ୍କା ଥିବା…