Browsing Category
ବାଣିଜ୍ୟ
ଆଉ ମହଙ୍ଗା ହେବନି ଖାଇବା ତେଲ! ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା
ନୂଆଦିଲ୍ଲୀ: ଦେଶରେ ଦରଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଇବା ତେଲ ଦର ଲଗାତାର ବଢ଼ିବାରେ ଲାଗିଛି । ସରକାର ଏହା ଉପରେ ରୋକ୍ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି…
ରାତିରେ କାମ ଦେବନି Whatsapp: ଜାଣନ୍ତୁ ଭାଇରାଲ ଖବର ପଛର ସତ୍ୟତା
ନୂଆଦିଲ୍ଲୀ: ରାତିରେ ଆଉ କାମ କରିବନି ହ୍ୱାଟ୍ସଆପ୍ । ଏମିତି ଏକ ଖବର ବିଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ରାତି ୧୧.୩୦ରୁ ଭୋର ୬ଟା ଯାଏଁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ କାମ କରିବ ନାହିଁ…
SBI ଗ୍ରାହକଙ୍କୁ ବଡ଼ ଉପହାର: କମ୍ ସୁଧରେ ମିଳୁଛି Home Loan, ଶୀଘ୍ର ପାଆନ୍ତୁ ନିଜର ସ୍ୱପ୍ନର ଘର
ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଗ୍ରାହକଙ୍କ ପାଇଁ ଏକ ଭଲ ଖବର ଆସିଛି । ଖୁବଶୀଘ୍ର ହୋମ୍ ଲୋନ୍ ସୁଧ ଦର ହ୍ରାସ ପାଇବାକୁ ଯାଉଛି । ବିଶେଷକରି ମହିଳାମାନେ ଏଥିରୁ ଅଧିକ…
ପେଟ୍ରୋଲ, ଡିଜେଲ, କ୍ଷୀର, CNG, PNG ପରେ ଏବେ ଭାରତରେ ବଢ଼ିବ ଖାଇବା ତେଲର ଦାମ୍, ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ: ଭାରତ ଅଶୋଧିତ ତୈଳ ଆବଶ୍ୟକତାର ୬୦ ପ୍ରତିଶତ ବିଦେଶରୁ ଆମଦାନୀ କରିଥାଏ । ସେହିପରି ମୋଟ ଆମଦାନୀକୃତ ଖାଇବା ତୈଳର ୬୦ ପ୍ରତିଶତ ହେଉଛି ପାମ ଅଏଲ । ତେବେ ବର୍ତ୍ତମାନ ବିଶ୍ୱର କିଛି ଦେଶରେ ପାମ ଅଏଲର ମୂଲ୍ୟ…
ସରକାରୀ କର୍ମଚାରୀଙ୍କୁ ଜବରଦସ୍ତ ଝଟକା, ଏବେ ମିଳିବ ନାହିଁ ବାକିଥିବା ୩୪ ହଜାର କୋଟିର ଅର୍ଥରାଶି
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଏକ ଜୋରଦାର ଝଟକା ଲାଗିଛି । ପେନସନଧାରୀଙ୍କୁ ଦିଆଯାଉଥିବା ଡିଅରନେସ ଆଲାଉନ୍ସ (ଡିଏ) ଓ ଡିଅରନେସ ରିଲିଫ (ଡିଆର) ଅର୍ଥ ବର୍ତ୍ତମାନ ଦିଆଯିବ…
୩ ମାସରେ ୮୦,୦୦୦ କର୍ମଚାରୀ ଛାଡ଼ିଛନ୍ତି Infosys, ଜାଣନ୍ତୁ କ’ଣ ଏହାର କାରଣ
ଆଇଟି ସେକ୍ଟରର ପ୍ରମୁଖ କମ୍ପାନୀ ଇନଫୋସିସ୍ ରୁ ଚାକିରି ଛାଡ଼ି ଯାଇଥିବା କର୍ମଚାରୀଙ୍କ ସଂଖ୍ୟା ଲଗାତାର ବଢ଼ୁଛି । ଗତ ତିନିମାସ ମଧ୍ୟରେ ଅଧିକ ସଂଖ୍ୟାରେ କର୍ମଚାରୀ ଛାଡ଼ିଛନ୍ତି କମ୍ପାନୀ । ସାଧାରଣ ଭାବରେ ଆଇଟି କମ୍ପାନୀ…
ଚାକିରି ଛାଡି କରନ୍ତୁ ବ୍ୟବସାୟ: ମାସକୁ କମେଇବେ ଲକ୍ଷେ ଟଙ୍କା
ନୂଆଦିଲ୍ଳୀ: ଯଦି ଆପଣ ଚାକିରି କରିବା ପାଇଁ ଆଗ୍ରହୀ ନାହାନ୍ତି ତେବେ ଆପଣଙ୍କ ପାଇଁ ଖୁଶି ଖବର । କୃଷି କ୍ଷେତ୍ର ସହିତ ଜଡିତ ନଥିବା ଅଥବା କୌଣସି ଋତୁ ସହିତ ଜଡିତ ନଥିବା ବ୍ୟବସାୟ ଆପଣ କରିପାରିବେ । ଏହି ବ୍ୟବସାୟରେ…
ରେଳବାଇର ବଡ ନିଷ୍ପତ୍ତି: ଏଣିକି ଟିକେଟ୍ ବୁକ୍ କରିବା ସମୟରେ ଯାତ୍ରୀଙ୍କୁ ମିଳିବ ଏହି ସୁବିଧା
ନୂଆଦିଲ୍ଲୀ: ଟିକେଟ୍ ବୁକିଂକୁ ନେଇ ବୁଧବାର ଭାରତୀୟ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି । ଏବେ ଯାତ୍ରୀମାନଙ୍କୁ ଟ୍ରେନ୍ ଟିକେଟ୍ ବୁକିଂ କରିବା ସମୟରେ ଗନ୍ତବ୍ୟ ସ୍ଥଳର ଠିକଣା ଦେବାକୁ ପଡିବ ନାହିଁ । ତେବେ କରୋନା…
ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର ! କେନ୍ଦ୍ର ସରକାର ଦେଲେ ବଡ଼ ଉପହାର, ସମସ୍ତଙ୍କୁ ମିଳିବ ଫାଇଦା
ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । କେନ୍ଦ୍ର ସରକାର ନିଜ କର୍ମଚାରୀ ଘର ତିଆରି ପାଇଁ ନେଉଥିବା ହୋମ୍ ଲୋନ୍ ବା ହାଉସ୍ ବିଲଡିଂ ଆଡଭାନ୍ସ (ଏଚବିଏ) ସୁଧ ହାଚୁ ହ୍ରାସ କରିଛନ୍ତି ।…
ଫୁଡ୍ ଡେଲିଭରି ରେସ୍ରେ ‘ଓଲା’, ଏଣିକି ମାତ୍ର ୧୦ ମିନିଟରେ ଗ୍ରାହକଙ୍କ ପାଖରେ ପହଞ୍ଚିବ ଖାଦ୍ୟ
ନୂଆଦିଲ୍ଲୀ: ଦେଶରେ ପ୍ରମୁଖ ଫୁଡ୍ ଡେଲିଭରି ଆପ୍ ସ୍ୱିଗି ଏବଂ ଜୋମାଟୋ ପରେ ଏବେ ‘ଓଲା’ ଏହି ରେସରେ ଜୋଡିହୋଇଛି । ‘ଓଲା’ ଗୋଟିଏ ଅର୍ଡରରେ ଗ୍ରାହକଙ୍କ ଘରେ ଆସି ମନ ପସନ୍ଦର ଖାଦ୍ୟ ପହଞ୍ଚାଇ ଦେଉଛି । କିନ୍ତୁ ଓଲାର…