Browsing Category
ବାଣିଜ୍ୟ
Realme GT Neo 2ର ଓପନ ସେଲ୍ ଆଜିଠାରୁ ଆରମ୍ଭ: ୭ ହଜାର ଟଙ୍କା ଶସ୍ତା, ସୁପରଫାଷ୍ଟ ଚାର୍ଜିଂ
ନୂଆଦିଲ୍ଲୀ: ରିଅଲମି ଜିଟି ନିଓ ୨କୁ ଭାରତରେ ଚଳିତ ସପ୍ତାହରେ ଲଞ୍ଚ କରାଯାଇଛି । ଏହାର ଓପନ୍ ସେଲ୍ ଆଜିଠାରୁ ଆରମ୍ଭ ହୋଇଛି । ଫ୍ଲିପକର୍ଟର ବିଗ୍ ଦିୱାଲି ସେଲର ଏକ ଅଂଶ ଭାବେ ଫ୍ଲିପକର୍ଟ ପ୍ଲସ୍ ମେମ୍ବର୍ସଙ୍କ ପାଇଁ…
ଏଣିକି ଆପଣମାନେ Credit Cardର ବିଲ୍ ପେମେଣ୍ଟ କରିପାରିବେ Debit Cardରେ, ଜାଣନ୍ତୁ ଏହାର ପ୍ରୋସେସ୍
ନୂଆଦିଲ୍ଲୀ: ଆଜିକାଲି ବ୍ୟାଙ୍କିଂ ଆପ ଓ କ୍ରେଡିଟ କାର୍ଡ କମ୍ପାନୀ ଆପ୍ ବ୍ୟତୀତ ମାର୍କେଟରେ କ୍ରେଡ୍, ପେଟିଏମ, ମୋବିକ୍ୱିକ, ଫୋନପେ, ଆମାଜନ ପରି ଥାର୍ଡ ପାର୍ଟି ମୋବାଇଲ ଆପ୍ ରହିଛି । ଏହି ଆପଗୁଡ଼ିକ ସାହାଯ୍ୟରେ…
ଆଧାର କାର୍ଡ ଅଛି ତେବେ ଗୋଟିଏ କ୍ଲିକରେ ମିଳିବ ଲୋନ୍, ଜାଣନ୍ତୁ କିପରି କରିବେ ଆବେଦନ
ନୂଆଦିଲ୍ଲୀ: ଯଦି ଆପଣ ଲୋନ୍ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏବେ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । ଆଜିକା ସମୟରେ ପୂର୍ବାପେକ୍ଷା ଲୋନ୍ ନେବା ଖୁବ୍ ସହଜ ହୋଇଯାଇଛି । ଯନି ଆପଣ ଲୋନ୍ ନେବା ପାଇଁ ଯୋଗ୍ୟ ତାହେଲେ…
ଏହି କମ୍ପାନୀ ମାତ୍ର ୧୯୯ ଟଙ୍କାରେ ଦେଉଛି ଅନଲିମିଟେଡ୍ ଇଣ୍ଟରନେଟ୍ ସେବା
ନୂଆଦିଲ୍ଲୀ: ସମୟ ସହିତ ଦେଶରେ ଇଣ୍ଟରନେଟ୍ ସେବା ଶସ୍ତା ହେବାରେ ଲାଗିଛି । ଦେଶରେ ଏୟାରଟେଲ୍, ବିଏସଏନଏଲ୍, ଜିଓ ଏବଂ ଭୋଡାଫୋନ୍-ଆଇଡିଆ ଭଳି କମ୍ପାନୀ ଇଣ୍ଟରନେଟ୍ ସେବା ଦେଉଛନ୍ତି । ହେଲେ ଏହି ସବୁ କମ୍ପାନୀ ବ୍ୟତୀତ…
ଦିନକରେ ଆୟ କଲେ ୪୪ ହଜାର କୋଟି: ଜାଣନ୍ତୁ କିଏ ଏହି ଶିଳ୍ପପତି
ନୂଆଦିଲ୍ଲୀ:ଇଲେକ୍ଟ୍ରିକ କାର କମ୍ପାନୀ ଟେସଲା ସିଇଓ ଏଲନ ମସ୍କ ଏବେ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ଗୋଟିଏ ଦିନରେ ସେ ୪୫୪୭୧ କୋଟି ଟଙ୍କା ଆୟ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଶୁକ୍ରବାର ଟେସଲାର…
HDFC ବ୍ୟାଙ୍କର ଦ୍ୱିତୀୟ କ୍ୱାର୍ଟର ଲାଭ ୮୮୩୪ କୋଟି
ନୂଆଦିଲ୍ଳୀ: ଦେଶର ସର୍ବବୃହତ ଘରୋଇ ବ୍ୟାଙ୍କ ଏଚଡିଏଫସିର ଦ୍ୱିତୀୟ କ୍ୱାର୍ଟର ଆର୍ଥିକ ଫଳାଫଳ ପ୍ରକାଶ ପାଇଛି । ୨୦୨୧ ସେପ୍ଟେମ୍ବର ସୁଦ୍ଧା ପ୍ରକାଶିତ କ୍ୱାର୍ଟରରେ ଏଚଡିଏଫସି ୮୮୩୪.୩୧ କୋଟି ଟଙ୍କାର ଲାଭ ହାସଲ କରିଛି…
ଚାକିରି ଛାଡି କରନ୍ତୁ ବ୍ୟବସାୟ; ମାସକୁ ୫ ରୁ ୧୦ ଲକ୍ଷ ଟଙ୍କା ଆୟ
ନୂଆଦିଲ୍ଲୀ: ଚାକିରୀ ଉପରେ ଦେଶ ତଥା ବିଶ୍ୱର ସର୍ବାଧିକ ଲୋକ ନିର୍ଭର କରନ୍ତି । ଏହା ଦ୍ୱାରା ଏକ ନିର୍ଦ୍ଦିଷ୍ଟ ଆୟ ନିର୍ଦ୍ଦିଷ୍ଟ ସମୟରେ ହାତକୁ ଆସିଥାଏ । ତେବେ ଚାକିରି କରୁଥିବା ଲୋକ ନିଜର ପେଶାକୁ ନେଇ ଅସନ୍ତୁଷ୍ଟ…
ଭୁବନେଶ୍ୱରରୁ ରାଜସ୍ଥାନ ଓ ଗୋଆକୁ ଉଡ଼ିବ ସିଧାସଳଖ ବିମାନ, ଜାଣନ୍ତୁ କେବେଠାରୁ ହେବ ଆରମ୍ଭ
ନୂଆଦିଲ୍ଲୀ: ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ରାଜସ୍ଥାନ ଓ ଗୋଆକୁ ସିଧାସଳଖ ବିମାନ ଉଡ଼ିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ନଭେମ୍ବର ୨ରୁ…
ନୂତନ ଅବତାରରେ ଲଞ୍ଚ୍ ହେଲା Nokia 6310, ଆଇକୋନିକ୍ Snake ଗେମ ମଧ୍ୟ ମିଳିବ, ଏତିକି ରହିଛି ଏହାର ଦାମ୍
ନୂଆଦିଲ୍ଲୀ : ଯଦି ଆପଣ ଆଜି ବି ପୁରୁଣା ନୋକିଆ ଫୋନକୁ ମିସ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସିଖବର । ଫିନିଶ କମ୍ପାନୀ ନୋକିଆ ୬୩୧୦କୁ ନୂତନ ଡିଜାଇନ ସହିତ ପୁଣି ଥରେ ବଜାରକୁ ଛାଡିଛି । ଫୋନ ନିଜର ମଜବୁତ ପାଇଁ…
ମୁକେଶ ଅମ୍ବାନୀଙ୍କୁ ଝଟକା, ଅରବପତି ତାଲିକାରେ ଟପ୍ ୧୦ରୁ ବାହାର, ମସ୍କଙ୍କ ଏମିତି ଅବସ୍ଥା
ନୂଆଦିଲ୍ଲୀ : ଦୁନିଆର ସବୁଠୁ ଧନୀ ଏଲନ ମସ୍କଙ୍କ ସଂପତ୍ତିରେ ଅହେତୁକ ବୃଦ୍ଧି ଘଟିଛି । ଅନ୍ୟପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଲାଗିଛି ଜୋରଦାର ଝଟକା । ଟେସଲାର ସିଇଓ ଏଲନ ମସ୍କଙ୍କ…