Browsing Category

ମନୋରଞ୍ଜନ

ପୁରୁଣା ଟ୍ୱିଟ .. ହିଟ୍ ଡାଏଲଗ୍ ; ଭାଇରାଲ ହେଉଛି ୮ ବର୍ଷ ତଳର ସେହି ପୁରୁଣା ଟ୍ୱିଟ୍, ଯାହା ସଲମନଙ୍କ ନୂଆ ଫିଲ୍ମରେ ପ୍ରଂଶସା ସାଉଁଟୁଛି

ନୂଆଦିଲ୍ଲୀ : ଏହି ଦେଶ ଜନତାଙ୍କ ଦମ୍ ଅଛି , ବନ୍ଦେ..ମାତରମ । ସଲମାନ ଖାନଙ୍କ ଚଳଚ୍ଚିତ୍ର କିସି କା ଭାଇ କିସି କି ଜାନରେ ଆପଣ ଏହି ସଂଳାପକୁ ଅନେକ ଥର ଶୁଣିଥିବେ ନିଶ୍ଚିତ । ଏହାକୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି…

ଦିନେ ରିୟାଲିଟି ସୋ ରୁ କଟିଯାଇଥିଲେ ଅରିଜିତ ସିଂ, ଆଜି ନିଜ ସ୍ୱର ପାଇଁ ଇଣ୍ଡଷ୍ଟ୍ରୀରେ କରୁଛନ୍ତି ରାଜ୍

ନୂଆଦିଲ୍ଲୀ: ଅରିଜିତ ସିଂ ଜଣେ ଭାରତୀୟ ସିଙ୍ଗର ଏବଂ ମ୍ୟୁଜିକ କମ୍ପୋଜର ଅଟନ୍ତି । ଆଜି ଅରିଜିତ ନିଜ ୩୫ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ୨୫ ଏପ୍ରିଲ ୧୯୮୭ରେ ଜିୟାଙ୍ଗଜ ମୂର୍ଶିଦାବାଦର ବେଷ୍ଟ ବଙ୍ଗାଲରେ ଜନ୍ମ ଗ୍ରହଣ…

The Kapil Sharma Show: ପୁଣି ଶୁଣିବାକୁ ମିଳିବ ଏହି ଲୋକପ୍ରିୟ କଳାକାରଙ୍କ ଜୋକ୍ସ, ନିଶ୍ଚିତ ହେଲା ‘ସୋ’ କୁ ଫେରିବା

ମୁମ୍ବାଇ: ଦର୍ଶକଙ୍କୁ ଜୋରରେ ହସାଇବା ପାଇଁ ଜଣାଶୁଣା 'କପିଲ ଶର୍ମା ସୋ' ଗତ ଅନେକ ବର୍ଷ ଧରି ରିଅଲିଟି ସୋ କରିଆସୁଛି। ବିଗତ ବର୍ଷଗୁଡିକରେ, ଏହି ଶୋ’ରେ ଏହିପରି କିଛି ଚରିତ୍ର ଦେଖିବାକୁ ମିଳିଥିଲା, ଯାହା ବିନା ଏହି…

ବିନା ମୂଲ୍ୟରେ ପ୍ରିୟଙ୍କା ଚୋପ୍ରା ଫେରି ପାଇଲେ ନିଜ ଟ୍ୱିଟର ଆକାଉଣ୍ଟର ବ୍ଲୁ ଟିକ୍, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବଲିଉଡ ସହ ହଲିଉଡରେ ମଧ୍ୟ ପ୍ରିୟଙ୍କା ଚୋପ୍ରା ନିଜର ଜଲୱା ଦେଖାଇ ଆସିଛନ୍ତି । ଏପରି ଲୋକପ୍ରିୟ ଅଭିନେତ୍ରୀଙ୍କ ଆକାଉଣ୍ଟରୁ ମଧ୍ୟ ବ୍ଲୁ ଟିକ ଆପେଆପେ ଅଦୃଶ୍ୟ ହୋଇଯାଇଥିଲା । ହେଲେ ବର୍ତ୍ତମାନ…

ଟ୍ୱିଟରରୁ ନୀଳ ଟିକ୍ ହଟାଇବା ଉପରେ ଅମିତାଭ ବଚ୍ଚନଙ୍କ ମଜାଳିଆ ଟ୍ୱିଟ୍

ମୁମ୍ବାଇ: ଶୁକ୍ରବାର ଅକାଳୁ ନିଦ ଭାଙ୍ଗିବା ପରେ ଅନେକ ଭାରତୀୟଙ୍କ ଟ୍ୱିଟର ଆକାଉଣ୍ଟରୁ ନୀଳ ଟିକ୍ ଗାଏବ ଥିଲା। ଯେଉଁଥିରେ ବଡ଼ ବଡ଼ ଫିଲ୍ମ ତାରକାଙ୍କ ସହ ଅନେକ କ୍ରିକେଟର ଏବଂ ରାଜନେତା ମଧ୍ୟ ସାମିଲ ଥିଲେ। ତେବେ…

‘ଟ୍ୱିଟରରେ ଏଡିଟ୍ ବଟନ୍ ଦିଅ, ଭୁଲ୍ ହେଲେ ଲୋକମାନେ ହସୁଛନ୍ତି’ : ଏଲୋନ୍ ମସ୍କଙ୍କୁ ନିବେଦନ କଲେ ଅମିତାଭ ବଚ୍ଚନ

ନୁଆଦିଲ୍ଲୀ : ହିନ୍ଦୀ ସିନେମାର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି । ପ୍ରତ୍ୟେକ ପ୍ରସଙ୍ଗକୁ ନେଇ ନିଜର ମତ ରଖନ୍ତି। ତାଙ୍କ ବ୍ଲଗ୍ କୁ ବହୁତ ଲୋକ ପଢନ୍ତି । କିନ୍ତୁ ବେଳେବେଳେ…

ୟଶ୍ ଚୋପ୍ରାଙ୍କ ପତ୍ନୀ ଓ ରାନୀ ମୁର୍ଖାଜୀଙ୍କ ଶାଶୁ ପାମେଲା ଚୋପ୍ରା ଆଉ ନାହାଁନ୍ତି , ୮୫ ବର୍ଷ ବୟସରେ ଦେହାନ୍ତ

ମୁମ୍ବାଇ : ୟଶ ଚୋପ୍ରାଙ୍କ ପତ୍ନୀ ଏବଂ ଆଦିତ୍ୟ ଚୋପ୍ରାଙ୍କ ମା ପାମେଲା ଚୋପ୍ରା ୮୫ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି । ସୂଚନା ଅନୁଯାୟୀ ଗୁରୁବାର ସକାଳେ ମୁମ୍ବାଇରେ ତାଙ୍କର ମୃତ୍ୟୁ ଘଟିଛି। ପାମେଲା ତାଙ୍କ…

ସୀତା ମାଆ ନେଇଗଲେ ୩ କୋଟି, ଜାଣନ୍ତୁ ଆଦିପୁରୁଷର ରାମ-ଲକ୍ଷ୍ମଣଙ୍କୁ କେତେ ମିଳିଛି ଫି

ମୁମ୍ବାଇ: ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର 'ଆଦିପୁରୁଷ' ଖୁବ୍ ଶୀଘ୍ର ଟ୍ରାଇବେକା ଫିଲ୍ମ ଫେଷ୍ଟିଭାଲରେ ବିଶ୍ୱ ପ୍ରିମିୟମ ହେବାକୁ ଯାଉଛି। ସମଗ୍ର ବିଶ୍ୱ, ଭାରତର ଏହି ମହାକାବ୍ୟକୁ ବଡ଼ ପରଦାରେ ଦେଖିବ। ଗତ ବର୍ଷ…

ସେକ୍ସ ରାକେଟରେ ସାମିଲ ଥିଲେ ବଲିଉଡ ସୁନ୍ଦରୀ: ପର୍ଦ୍ଦାଫାଶ ପରେ ଅଭିନେତ୍ରୀ ଗିରଫ

ମୁମ୍ବାଇ: ହିନ୍ଦୀ ସିନେ ଜଗତରେ ବର୍ତ୍ତମାନ କଳଙ୍କର ଗାର ଟାଣି ହୋଇଯାଇଛି । ଫିଲ୍ମ ଇଣ୍ଡଷ୍ଟ୍ରୀରେ ଚାଲିଛି ସେକ୍ସ ରାକେଟ । କିନ୍ତୁ ଏହି ସେକ୍ସ ସ୍କାଣ୍ଡଲର ପର୍ଦ୍ଦାଫାଶ ହେବା ମାମଲାରେ ଗିରଫ ହୋଇଛନ୍ତି ବଲିଉଡର ଜଣେ…

ଧକ୍ ଧକ୍ ଗର୍ଲଙ୍କ ସହ ବଡା ପାଓ ର ମଜା ନେଲେ ଆପଲ୍ ସିଇଓ : ମୁମ୍ବାଇ ସ୍ୱାଗତ ପାଇଁ ଏହା ଠାରୁ ଭଲ ଖାଦ୍ୟ ଆଉ କିଛି ନାହିଁ

ମୁମ୍ବାଇ : ଆପଲ୍ ସିଇଓ ଟିମ୍ କୁକ୍ ମୁମ୍ବାଇରେ ଜିଓ ୱାର୍ଲ୍ଡ ଡ୍ରାଇଭ୍ ମଲ୍ ରେ ଏକ ଷ୍ଟୋର ଲଞ୍ଚ ପାଇଁ ପହଞ୍ଚିଛନ୍ତି । ଭାରତରେ ବ୍ୟସ୍ତବହୁଳ କାର‌୍ୟ୍ୟସୂଚୀ ମଧ୍ୟରେ ସେ ସ୍ଥାନୀୟ ଖାଦ୍ୟ ବଡା ପାଓ ର ମଜା ନେବାକୁ ଭୁଲି…