
Browsing Category
ମନୋରଞ୍ଜନ
ମିସ୍ ୱାର୍ଲ୍ଟ ମନୁଶି ଚିଲର୍ ଏହି ବିଜନେସମ୍ୟାନଙ୍କୁ କରୁଛନ୍ତି ଡେଟ୍: ଜାଣନ୍ତୁ କାହାକୁ
ମୁମ୍ବାଇ: ପୂର୍ବ ମିସ୍ ୱାର୍ଲ୍ଡ ଏବଂ ବଲିଉଡ ଅଭିନେତ୍ରୀ ମନୁଶି ଚିଲର୍ ଏବେ ଲାଇମଲାଇଟରେ ଅଛନ୍ତି । କିନ୍ତୁ ଏବେ ତାଙ୍କର ଚର୍ଚ୍ଚା ଫିଲ୍ମକୁ ନେଇ ନୁହେଁ, ବରଂ ଲଭ ଲାଇଫକୁ ନେଇ ରହିଛି । ଆଜିକାଲି ମନୁଶି ନିଜ ପ୍ରେମ…
ଇଡିରେ ହାଜର ହେଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା; ବ୍ଲାକମେଲିଂ ଏବଂ ମନି ଲଣ୍ଡରିଂ ମାମଲାକୁ ନେଇ ହୋଇପାରେ ଜେରା
ଭୁବନେଶ୍ୱର:ସିନେ ପ୍ରଯୋଜକ ଅକ୍ଷୟ ପରିଜା ବର୍ତ୍ତମାନ ଇଡିରେ ହାଜର ହୋଇଛନ୍ତି । ବ୍ଲାକମେଲିଂ, ହନିଟ୍ରାପ ଏବଂ ଅର୍ଥ କାରବାର ମାମଲାରେ ସେ ହାଜର ହୋଇଥିବା ଜଣାପଡିଛି । ତେବେ ଏନେଇ ପୂର୍ବରୁ ଇଡି ସମନ ଜାରି କରିଥିବା…
ରଣବୀର-ଆଲିଆଙ୍କ ବେଡରୁମ ସିକ୍ରେଟ, ସାକ୍ଷାତକାରରେ ରଣବୀର କହିଲେ ଆଲିଆଙ୍କ କଥା
ବର୍ତ୍ତମାନ ବଲିଉଡର ଦମ୍ପତି ମାନଙ୍କ ମଧ୍ୟରୁ ଆଲିଆ ଏବଂ ରଣବୀର ଚର୍ଚ୍ଚାରେ ଅଛନ୍ତି । ସେମାନଙ୍କ ବିବାହ ଚଳିତ ବର୍ଷର ଅପ୍ରେଲ ମାସ ୧୪ ତାରିଖରେ ହୋଇଥିଲା । କହିବାକୁ ଗଲେ ଚଳିତ ବର୍ଷ ସେହି ଦମ୍ପତିଙ୍କ ପାଇଁ ଶୁଭ ବର୍ଷ…
ସୋସିଆଲ ମିଡିଆ ଇନଫ୍ଲୁଏନସର ରୋହିତ ଭାଟିଙ୍କ ପରଲୋକ; କାର ଦୁର୍ଘଟଣାରେ ଗଲା ଜୀବନ
ନୂଆଦିଲ୍ଲୀ:ଆଜି ସକାଳେ ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନସର ରୋହିତ ଭାଟିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୨୫ ବର୍ଷ ବୟସ ହୋଇଥିଲା । ତେବେ ଏକ କାର ଦୁର୍ଘଟଣାରେ ତଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି ।…
ମେଗାଷ୍ଟାର ଚିରଞ୍ଜିବୀଙ୍କୁ ୫୩ତମ ଆଇଏଫଏଫଆଇ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର ପୁରସ୍କାର
୨୦୨୨ ବର୍ଷ ପାଇଁ ୫୩ତମ ଆଇଏଫଏଫଆଇ ଇଣ୍ଡିଆନ୍ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର ପୁରସ୍କାର ଅଭିନେତା-ନିର୍ମାତା ମେଗାଷ୍ଟାର ଚିରଞ୍ଜିବୀ କୋନିଡେଲାଙ୍କୁ ସମ୍ମାନିତ କରାଯିବ। ଆଜି ଗୋଆରେ ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର…
କନ୍ସର୍ଟ ପରେ କଣ୍ଠସ୍ୱର ହରାଇଲେ ଶ୍ରେୟା ଘୋଷାଲ! ଦୁଃଖପ୍ରକାଶ କଲେ ଫ୍ୟାନ୍ସ
ମୁମ୍ବାଇ: ଭାରତର ନାମିଦାମୀ ସିଙ୍ଗର ଭାବେ ପରିଚିତ ଶ୍ରେୟା ଘୋଷାଲ । ତେବେ ଶ୍ରେୟାଙ୍କ ସହ ଏକ ବଡ ଦୁର୍ଘଟଣା ଘଟିିବା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ଏକ କନ୍ସର୍ଟ ପରେ ତାଙ୍କ କଣ୍ଠସ୍ୱର ସମ୍ପୂର୍ଣ୍ଣ ଭାବେ…
ଓଟିଟି ପାଇଁ ଆଡଲ୍ଟ ଫିଲ୍ମ ତିଆରି କରୁଥିଲେ ରାଜ କୁନ୍ଦ୍ରା ! ଚାର୍ଜସିଟ୍ ଦାଖଲ କଲା ପୋଲିସ୍
ନୂଆଦିଲ୍ଲୀ: ହୋଟେଲରେ ଆଡଲ୍ଟ ଫିଲ୍ମର ସୁଟିଂ କରାଯାଉଥିଲା। ଏହାକୁ ଓଟିଟି ପ୍ଲାଟଫର୍ମରେ ବିକ୍ରି କରାଯାଇ ମୋଟା ଅଙ୍କର ଅର୍ଥ ରୋଜଗାର କରାଯାଉଥିଲା। ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରା…
ବ୍ରହ୍ମାସ୍ତ୍ରକୁ ପଛରେ ପକାଇବ ଦୃଶ୍ୟମ-୨! ତିନି ଦିନରେ ଏତିକି କୋଟି ରୋଜଗାର…
ମୁମ୍ବାଇ: ଲକଡାଉନ୍ ପରଠାରୁ ସବୁ କ୍ଷେତ୍ରରେ ମାନ୍ଦାବସ୍ତା ଦେଖାଦେଇଛି । କିନ୍ତୁ ଖାସ କରି ସିନେମା କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ତେବେ ୨୦୧୯ ପରେ ଅନେକ ଫିଲ୍ମ ରିଲିଜ ହେଉଥିଲେ ମଧ୍ୟ କିଛି…
ବିଗବସ ଘରୋଇ ଝଗଡାରେ ପ୍ରିୟଙ୍କାଙ୍କୁ ଉଚିତ ଉତ୍ତର ଦେଲେ ସଲମାନ
ମୁମ୍ବାଇ: ସଲାମାନ ଖାନ ସତ୍ୟପଥରେ ବିଗ ବସକୁ ନେଇ ଚାଲିଛନ୍ତି । ଏଥର ବିଗବସ ୱିକେଣ୍ଡରେ ଏପରି ଏକ ଘଟଣା ଘଟିଥିଲା ଯେଉଁଥିରେ ସଲମାନ ଖାନ ସତ୍ୟର ଦର୍ପଣ ଦେଖାଇଥିଲେ ଜଣେ ପ୍ରତିଯୋଗୀଙ୍କୁ । ତେବେ ବିଗବସ ଘରେ ଝଗଡାକୁ…
ଆଜିଠୁ ଆରମ୍ଭ ଫୁଟବଲ ମହାକୁମ୍ଭ,ଉଦ୍ଘାଟନୀ ଉତ୍ସବରେ ସଂଗୀତ ପରିବେଷଣ କରିବେ BTS ସଦସ୍ୟ JungKook
ଦୋହା : ଆଜି ଆରମ୍ଭ ହେଉଛି ଫିଫା ବିଶ୍ବକପ୍ର ୨୨ତମ ସଂସ୍କରଣ । କାତାରର ଅଲ୍ ବାୟତ୍ ଷ୍ଟାଡିୟମ୍ରେ ଆୟୋଜକ ଦଳ ସହିତ ଇକ୍ବେଡ଼ରର ଉଦ୍ଘାଟନୀ ମୁକାବିଲା ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି ସାଢେ ୯ଟାରେ ଏହି…