Browsing Category

ମନୋରଞ୍ଜନ

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ପ୍ରସ୍ତୁତି: ମହାଶିବରାତ୍ରୀରେ ଭଜନ ଗାଇବେ କବିତା କ୍ରୀଷ୍ଣାମୂର୍ତ୍ତି ଓ ଅନୁରାଧା ପଡ଼ୌୱାଲ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀରେ ଭାରତର ପ୍ରସିଦ୍ଧ କଣ୍ଠଶିଳ୍ପୀ କବିତା କ୍ରୀଷ୍ଣାମୂର୍ତି ଓ ଅନୁରାଧା ପଡ଼ୌୱାଲ ଭଜନ ପରିବେଷଣ କରିବେ । ଏଥି ସହ ସଂଗୀତ ନିର୍ଦ୍ଦେଶକ…

ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍‌, ମତାଧିକାର ସାବ୍ୟସ୍ତ କରିବେ ୧୧,୩୧,୭୨୭ ଭୋଟର; ବୁଥ୍‌ରେ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌):  ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୋଲିଂ ପାର୍ଟି ବୁଥ୍‌ ଗୁଡ଼ିକରେ ପହଞ୍ଚି ସାରିଛନ୍ତି…

ତାମିଲ ଚଳଚ୍ଚିତ୍ରରେ ନଜର ଆସିବେ କ୍ୟାପଟେନ କୁଲ: ନିର୍ଦ୍ଦେଶକଙ୍କ ସହ ଆଲୋଚନା ପରେ ଦେଲେ ଖୁସି ଖବର

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଫ୍ୟାନ୍ସମାନଙ୍କ ପାଇଁ ଦେଇଛନ୍ତି ଖୁସିର ଖବର । ଖୁବ ଶୀଘ୍ର ସିନେମା ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିବେ ବୋଲି ସେ ସଂକେତ ଦେଇଛନ୍ତି । ଚେନ୍ନାଇ ସୁପର…

ବିଶ୍ୱ ମାତୃଭାଷା ଦିବସ: ‘Wooden coaster’ ଚିତ୍ରକଳାରେ ଓଡ଼ିଆ ଭାଷାକୁ ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନ୍ତର୍ଜାତୀୟ ମାତୃଭାଷା ଦିବସ ପ୍ରତିବର୍ଷ ଫେବୃଆରୀ ୨୧ ତାରିଖରେ ବିଶ୍ୱବ୍ୟାପୀ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷା ପଣ ପ୍ରଚାର ନିମନ୍ତେ ପାଳିତ ହୋଇଥାଏ । ୟୁନେସ୍କୋ ଦ୍ୱାରା…

ପବନ କଲ୍ୟାଣଙ୍କୁ ଧକ୍କା ଦେଲେ କ୍ରେଜି ଫ୍ୟାନ: ତଳେ ପଡିଗଲେ ସାଉଥର ଏହି ସୁପରଷ୍ଟାର, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଚେନ୍ନାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପବନ କଲ୍ୟାଣଙ୍କ ସହ ଘଟିଯାଇଛି ଏକ ଅଘଟଣ । ଏକ ନିର୍ବାଚନୀ ପ୍ରଚାରରେ ଯାଉଥିବା ସମୟରେଏଭଳି ଏକ ଘଟଣାର ଶିକାର ହୋଇଛନ୍ତି ପବନ । ସ୍ଥାନୀୟ ନରସୁପୂରମରେ ପ୍ରଚାର ସମୟରେ…

ବଡ଼ ପରଦାରେ ଦେଖିବାକୁ ମିଳିବ କାଶ୍ମୀରୀ ପଣ୍ଡିତଙ୍କ ନରସଂହାରର ହୃଦୟଥରା କାହାଣୀ, ‘The Kashmir Files’ର ଟ୍ରେଲର୍ ରିଲିଜ୍

ମୁମ୍ବାଇ: "ଦ ତାଶକେଣ୍ଟ୍ ଫାଇଲ୍ସ"ର ଜୋରଦାର୍ ରେପନ୍ସ ପରେ ନିର୍ମାତା ମାନେ କାଶ୍ମୀର ନରସଂହାର ପଣ୍ଡିତଙ୍କ ସତ କାହାଣୀ ଉପରେ ଆଧାରିତ ଆଉ ଏକ ହୃଦୟକୁ ଥରାଇବା ପରି ଫିଲ୍ମ ନେଇ ଆସିଛନ୍ତି । ଦର୍ଶକ ମାନେ କାଶ୍ମୀରରେ ସେ…

ହ୍ରିତିକ୍ ରୋଶନଙ୍କ ପରିବାର ସହ ଦେଖାହେଲେ ‘ଗର୍ଲଫ୍ରେଣ୍ଡ୍’ ସବା ଆଜାଦ୍, ଏକାଠି ବିତାଇଲେ ବେଷ୍ଟ୍ Sunday

ମୁମ୍ବାଇ: ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ୍ ଓ ତାଙ୍କ ର୍ୟୁମରଡ୍ ଗର୍ଲଫ୍ରେଣ୍ଡ୍ ସବା ଆଜାଦ୍ ଙ୍କ ସମ୍ପର୍କ ଏବେ ପରିବାର ପାଖରେ ପହଞ୍ଚିଗଲାଣି । ଏକାଠି ଲଞ୍ଚ୍ ଓ ଡିନର୍ ବ୍ୟତୀତ ଏବେ ସବା ଆଜାଦ୍, ହ୍ରିତିକ୍ ଙ୍କ…

ଆସନ୍ତା ବର୍ଷ ବିବାହ କରିବେ ରଶ୍ମିକା ଓ ବିଜୟ ଦେବରକୋଣ୍ଡା! ଜାଣନ୍ତୁ କଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ସାଉଥ୍ ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ଯୋଡିଙ୍କୁ ଉଭୟ ଅନ୍ ସ୍କ୍ରିନ୍ ଓ ଅଫ୍ ସ୍କ୍ରିନ୍ ରେ ଫ୍ୟାନ୍ସ ମାନେ ପସନ୍ଦ କରନ୍ତି । କିଛି ଦିନ ତଳେ ଦୁହେଁ…

ସ୍ପାଇଡର ମ୍ୟାନ୍‌ ମୁଖା ପିନ୍ଧିବା ପଛର କାରଣ କହିଲେ ଷ୍ଟାନ୍‌ ଲି, ରହିଛି ଏହି ରୋଚକ କଥା…

ମୁମ୍ବାଇ: ପିଲାଠାରୁ ବୟସ୍କ ସମସ୍ତଙ୍କ ପ୍ରିୟ କମିକ୍‌ ଚରିତ୍ର ସ୍ପାଇଡର ମ୍ୟାନ୍‌ ସହ ତାର ହାତ ଜାଲ ବୁଣା ଓ ପୋଷାକ ମଧ୍ୟ ବେଶ୍‌ ଲୋକପ୍ରିୟ । ଆମେରିକାର ନାମକରା କମିକ୍‌ ପୁସ୍ତକ ଲେଖକ ଷ୍ଟାନ୍‌ ଲି ହିଁ ଏଇ…

ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ସନ୍ନି ଲିଓନ, ତାଙ୍କ ପ୍ୟାନ୍ କାର୍ଡ ବ୍ୟବହାର କରି ଟଙ୍କା ଉଠାଇନେଲେ ସାଇବର ଠକ

ମୁମ୍ବାଇ: ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନ । ତାଙ୍କର ପ୍ୟାନ୍‌ କାର୍ଡ ବ୍ୟବହାର କରି କେହି ଜଣେ ଋଣ ଉଠାଇଥିବା ଜଣାପଡିଛି । ଏଣୁ ତାଙ୍କ ସିବିଲ ସ୍କୋର ଖରାପ ହୋଇଯାଇଛି ।…