Browsing Category

ଦେଶ

ସ୍କୁଲ ଖୋଲିବା ମାତ୍ରେ ଭୟଙ୍କର ହେଲା କରୋନା, ୨୪ ଘଣ୍ଟାରେ ବଢ଼ିଗଲା ୧୧ ହଜାର ନୂଆ ମାମଲା

ନୂଆଦିଲ୍ଲୀ: ଅନେକ ପ୍ରୟାସ ପରେ ବି କରୋନା ମହାମାରୀ ଥମିବାର ନାଁ ନେଉନାହିଁ । ଭାରତରେ ଗୋଟିଏ ଦିନରେ ୪୧,୯୬୫ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହି କ୍ରମରେ କରୋନାର ମୋଟ ସଂକ୍ରମଣ ସଂଖ୍ୟା ୩,୨୮, ୧୦,୮୪୫କୁ…

କଡ଼ା ଗାଇଡଲାଇନ୍ ସହିତ ଏହି ରାଜ୍ୟଗୁଡିକରେ ଆଜିଠାରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ପ୍ରାୟ ୨ ବର୍ଷ ହେବ ଛାତ୍ରଛାତ୍ରୀଙ୍କ ପାଠପଢାରେ ବିଶେଷ ପ୍ରଭାବ ପଡିଛି । ଅଧିକ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ ରହିଥିଲା । କରୋନା ସଂକ୍ରମଣ ହ୍ରାସ ପାଇବାରୁ ପୁଣିଥରେ ଦେଶରେ ସ୍କୁଲ…

AIMIM ଆଉ ତାଲିବାନ ସମାନ: ରବି ଗୋଟେ ଛୋଟ ଛୁଆ, କିଛି ଜାଣିନି

ନୂଆଦିଲ୍ଲୀ: ତାଲିବାନ ସହିତ ଅସଦ୍ଦୁଦ୍ଦିନ ଓୱେସୀଙ୍କ ଦଳ ଏଆଇଏମ୍ଆଇଏମକୁ ତୁଳନା କରିଛନ୍ତି ବିଜେପି ନେତା ସିଟି ରବି । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସିଟି ରବି ମଙ୍ଗଳବାର ଏହି ବିବାଦୀୟ ବୟାନ ଦେବା ସହିତ…

ତାଲିବାନକୁ ପ୍ରଶଂସା କରି ଫସିଲେ ଆଫ୍ରିଦି; ସୋସିଆଲ ମିଡିଆରେ ଟ୍ରୋଲର ଶିକାର

ନୂଆଦିଲ୍ଲୀ:ତାଲିବାନକୁ ପ୍ରଶଂସା କରି ଏବେ ପୁଣି ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟର ଶାହୀଦ ଆଫ୍ରିଦି । ପୂର୍ବରୁ କାଶ୍ମୀର ବିବାଦରେ ବି ସେ ଚର୍ଚ୍ଚା ସାଉଁଟି ଥିଲେ । ଆଉ ଏବେ ପୂର୍ବ କ୍ୟାଟେନଙ୍କର ଏକ ଭିଡ଼ିଓ ଏବେ…

ସୀମା ଟପିଲା ବର୍ବରତା ; ଶବକୁ ହେଲିକପ୍ଟରରେ ଝୁଲାଇ ସହର ବୁଲୁଛନ୍ତି ତାଲିବାନୀ

ନୂଆଦିଲ୍ଳୀ: ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ଶୋଷଣର ଶିକାର ହେଉଛନ୍ତି ସାଧାରଣ ଆଫଗାନୀ ନାଗରିକ । କେଉଁଠି ମହିଳାଙ୍କୁ ଦୁଷ୍କର୍ମ ତ କେଉଁଠି ହତ୍ୟା କରାଯାଉଛି । ହଜାର ହଜାର ଆଫଗାନୀ ନାଗରିକ ଦେଶ ଛାଡି…

ସାଉଦି ବିମାନ ବନ୍ଦରରେ ଆତଙ୍କୀ ହମଲା; ଡ୍ରୋନ ଆକ୍ରମଣରେ ୮ ଆହତ

ନୂଆଦିଲ୍ଳୀ: ସାଉଦି ଆରବରେ ଘଟି ଯାଇଛି ଏକ ଆତଙ୍କୀ ଆକ୍ରମଣ । ଆଫଗାନିସ୍ତାନ ରାଜଧାନୀ କାବୁଲରେ ଘଟିଥିବା ଭୟାବହ ଆକ୍ରମଣକୁ ସପ୍ତାହ ପୁରିନଥିବା ବେଳେ ସାଉଦି ଆରବର ଏକ ବିମାନ ବନ୍ଦରରେ ଘଟିଯାଇଛି ସମାନ ଢଙ୍ଗରେ ଆକ୍ରମଣ…

ଯେତେ ଶୁଖିଲା ରଣନୀତି ପ୍ରସ୍ତୁତ କଲେ ମଧ୍ୟ ୨୦୨୪ ନିର୍ବାଚନରେ ମୋଦିଙ୍କୁ ହରାଇବା ବିରୋଧୀଙ୍କ ପାଇଁ କାଠିକର ପାଠ, ଜାଣନ୍ତୁ ଏହା ପଛରେ ରହିଥିବା…

ନୂଆଦିଲ୍ଲୀ: ୨୦୨୦ ଲୋକସଭା ନିର୍ବାଚନକୁ ନେଇ ବର୍ତମାନଠାରୁ ବିଭିନ୍ନ ରାଜନୈତିକ ଦଳମାନେ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ସମସ୍ତ ଦଳମାନେ ତୁହାକୁ ତୁହା ବୈଠକ ସାଙ୍ଗକୁ ସାଙ୍ଗଠନିକ କ୍ଷେତ୍ରରେ ବିପୁଳ…

ଅଜବ ଲୁଟେରା: ଦମ୍ପତିକୁ ବନ୍ଧକ ରଖି ଲୁଟେଲ, ଯିବା ପୂର୍ବରୁ ୫୦୦ ଟଙ୍କା ଦେଇ ପାଦ ଛୁଇଁ କହିଲେ- ୬ ମାସରେ ସବୁ ଟଙ୍କା ଫେରାଇ ଦେବୁ

ଗାଜିଆବାଦ : ଲୁଟେରା ଏବଂ ଚୋର ଆସନ୍ତି ପରିବାର ଲୋକଙ୍କୁ ଛୁରି ଓ ବନ୍ଧୁକ ଦେଖାଇ ଭୟଭୀତ କରନ୍ତି ଏବଂ ଲୁଟି ଫେରାର ମାରନ୍ତି । ଆପଣ ଏମିତି ଅନେକ ଘଟଣା ଦେଖିଥିବେ । ହେଲେ ବୃଦ୍ଧ ଦମ୍ପତ୍ତିଙ୍କୁ ବନ୍ଧକ ବନାଇ ଲୁଟପାଟ୍…

ଏବେ ଦହି ହାଣ୍ଡିକୁ ନେଇ ବିଜେପି-ଶିବସେନା ମୁହାଁମୁହିଁ, ବିଧାୟକଙ୍କ ଘରେ ପହଞ୍ଚିଲା ପୋଲିସ

ମୁମ୍ବାଇ : ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ଦହି ହାଣ୍ଡି କାର୍ଯ୍ୟକ୍ରମକୁ ନେଇ କଳହ ଆରମ୍ଭ ହୋଇ ଯାଇଛି । ବିଜେପି ବିଧାୟକ ରାମ କଦମଙ୍କୁ ମଙ୍ଗଳବାର ଦହି ହାଣ୍ଡି ପାଳନ ରୋକିବା ପାଇଁ…

ଜାଲିଆନାୱାଲା ବାଗର ପୁନଃନିର୍ମାଣକୁ ନେଇ କ୍ଷୁବ୍ଧ ରାହୁଲ ଗାନ୍ଧୀ, କହିଲେ- ମୁଁ ସହିଦର ପୁଅ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଜାଲିଆନାୱାଲା ବାଗ ସ୍ମାରକୀ ସ୍ଥଳର ପୁନଃନିର୍ମାଣ କରାଯିବା ପରେ ଏହାର ଭବ୍ୟତାକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରଶ୍ନ ଉଠିଛି । ଏହି ସବୁ ପ୍ରଶ୍ନକୁ ନେଇ…