fbpx
Browsing Category

ଦେଶ

ମା ଫାୟାରିଂ ଆରମ୍ଭ ହେଲାଣି,ଫୋନ ରଖୁଛି :ସହିଦ ଶଙ୍କରଙ୍କ ଶେଷ ଶବ୍ଦ

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର): ମା ଫାୟାରିଂ ଆରମ୍ଭ ହେଲାଣି,ଫୋନ ରଖୁଛି । ପରେ ଫୋନ କରିବି । ଦେଶ ପାଇଁ ବୀରଗତି ପ୍ରାପ୍ତ ହୋଇଥିବା ନୈନୀତାଲର ଜବାନ ଶଙ୍କରଙ୍କର ମାଙ୍କ ସହ ଥିଲା ଶେଷ କଥାବର୍ତ୍ତା । ଏହା ପରେ…

ଆଜିଠୁ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନୂଆନିୟମ ,ଜାଣନ୍ତୁ କଣ ?

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର):ଆରମ୍ଭ ହୋଇଛି ଲକଡାଉନ ୩.୦ । ଏଥିପାଇଁ କିଛି ନୂଆ ନିୟମ ବି କରାଯାଇଛି । ଖାସ କରି ଆପଣଙ୍କ ଅକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ବି ରହିଛି ସର୍ତ୍ତ । ବ୍ୟାଙ୍କରେ ଆପଣଙ୍କ ଲକ୍ଷ ଲକ୍ଷ…

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି ।

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର):ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା। ଆକ୍ରାନ୍ତ ଜଣଙ୍କ…

ମେ ୧୧ ତାରିଖରେ ଆତ୍ମଘାତୀ ଆକ୍ରମଣ କରିବ ଜୈସ-ଇ ମହମ୍ମଦ !

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର): ପୁଲୱାମା ଆକ୍ରମଣ ଭଳି ବଡ ଷଡଯନ୍ତ୍ର । ଟାର୍ଗେଟ ରେ ଭାରତୀୟ ସେନା । ଟାର୍ଗେଟ ଏରିଆ କାଶ୍ମୀର । କେବଳ ଏତିକି ନୁହେଁ ଆସନ୍ତା ସୋମବାର ବା ଆଜିଠୁ ଠିକ ସାତ ଦିନ ପରେ ଫିଦାଇନ…

ଅନଲାଇନରେ ୪୦୦ଟଙ୍କାର ବିସ୍କୁଟ ମଗାଇ ଲାଗିଲା ଅଢ଼େଇଲକ୍ଷର ଚୁନ

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର): ପୁଣି ମାତିଲେ ଅନଲାଇନ ଲୁଟେରା । ଅନ ଲାଇନରେ ବିସ୍କୁଟ ଦେବା ନାଁରେ ଲୁଟିଲେ ଅଢ଼େଇ ଲକ୍ଷ ଟଙ୍କା । ଲକ ଡାଉନ ସମୟରେ ଘରେ ରହି ରାସନ ପାଇବାକୁ ଗୁଗୁଲରେ ଅନଲାଇନ ରାସନ ର ଅର୍ଡର…

ବହୁ ରୋଚକ କ୍ୱାରେଣ୍ଟିନ ଶବ୍ଦର ଇତିହାସ

ଭୁବନେଶ୍ୱର :୩ ।୫(ଓଡିଶା ଭାସ୍କର): ସରା ବିଶ୍ୱରେ ଏବେ କରୋନାର ପ୍ରକୋପ । ନିରୋଧକ ପ୍ରସ୍ତୁତ ହୋଇନାହିଁ ,ଦିଆଯାଉଛି ସଂଙ୍ଗରୋଧ ବା କ୍ୱାରେଣ୍ଟିନର ପରାମର୍ଶ । କରୋନା ସଂକ୍ରମିତ ରୋଗୀଙ୍କ ସର୍ମ୍ପରେ ଯେ କେହି ଆସୁଛି…

ଗୋଟିଏ ବିଲ୍ଡିଂରେ ୫୮ କରୋନା ପଜିଟିଭ୍, ସାମନାକୁ ଆସିଲା ୧୭ଟି ନୂଆ ମାମଲା

ନୂଆଦିଲ୍ଲୀ,୩ ।୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦକ୍ଷିଣ ପଶ୍ଚିମ ଦିଲ୍ଲୀ କାପସହେଡା ଅଞ୍ଚଳର ଗୋଟିଏ ବିଲ୍ଡିଂରେ ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ…