Browsing Category

ଦେଶ

ଜିଓ ସହ ଯୋଡ଼ି ହେଲା ଗୁଗୁଲ, ୫ଜି ଲଞ୍ଚ ହେବା ନେଇ ମିଳିଲା ଆଭାସ

ନୂଆଦିଲ୍ଲୀ, ୧୫ା୭: ଜିଓ ପ୍ଲାଟଫର୍ମ ସହ ଯୋଡ଼ି ହୋଇଛି ଗୁଗୁଲ । ଗୁଗୁଲ ଜିଓରେ ୩୩ହଜାର ୭୩୭ କୋଟି ନିବେଶ କରିବ । ଗୁଗୁଲ ଜିଓର ୭.୭% ଅଂଶଧନ କିଣିବ ବୋଲି ଅମ୍ବାନି କହିଛନ୍ତି । ଏପର୍ଯ୍ୟନ୍ତ ଜିଓରେ ୨.୧୨ ଲକ୍ଷ କୋଟି…

ଏସବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏଣିକି ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଟ୍ୟାକ୍ସ

ଏସବିଆଇ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଣିକି ଜମା ଖାତାରୁ ଟଙ୍କା ଉଠାଇଲେ ଟ୍ୟାକ୍ସ ଦେବାକୁ ପଡ଼ିବ । ଏସବିଆଇ ତାର ଗ୍ରାହକ ମାନଙ୍କୁ ସତର୍କ କରାଇବା ପାଇଁ ଏନେଇ ଏକ ଟ୍ୱିଟ ମଧ୍ୟ କରିଛି । ତେବେ…

ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ ପାଇବା ପରେ କ୍ରାଶ ହେଲା ୱେବସାଇଟ, ଜାଣନ୍ତୁ କିପରି ଦେଖିବେ ରେଜଲ୍ଟ

ନୂଆଦିଲ୍ଲୀ, ୧୫ା୭: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ଶେଷରେ ପ୍ରକାଶ ପାଇଥିଲା ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ । cbseresults.nic.in ୱେସାଇଟରେ ଛାତ୍ରଛାତ୍ରୀ ନିଜର ପରୀକ୍ଷା ଫଳ ଦେଖିପାରିବେ ବୋଲି ସୂଚନା…

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ, ଜାଣନ୍ତୁ କିପରି କରିବେ ଚେକ୍

ନୂଆଦିଲ୍ଲୀ, ୧୫ା୭: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପ୍ରକାଶ ପାଇଛି ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ ।  cbseresults.nic.in ୱେବସାଇଟରେ ଛାତ୍ରଛାତ୍ରୀ ନିଜର ପରୀକ୍ଷା ଫଳ ଦେଖିପାରିବେ । ଏନେଇ ଟ୍ୱିଟ…

ଯୁବାଙ୍କ ସବୁଠୁ ବଡ଼ ଶକ୍ତି ହେଉଛି ଦକ୍ଷତା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୫ା୭: ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ଯୁବାଙ୍କ ସବୁଠୁ ବଡ଼ ଶକ୍ତି ହେଉଛି ଦକ୍ଷତା । ଏହା ମଧ୍ୟ ସେ କହିଛନ୍ତି…