Browsing Category
ଦେଶ
ସରକାରୀ ସ୍କୁଲର ସ୍ତର ପ୍ରାଇଭେଟ ସ୍କୁଲ ସହ ସମାନ ନୁହେଁ: ସୁପ୍ରିମକୋର୍ଟ ଜଜ୍
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଜଷ୍ଟିସ୍ ଉଦୟ ଉମେଶ ଲଲିତ ରବିବାର ଦିନ କହିଛନ୍ତି ଯେ, ସରକାରୀ ବିଦ୍ୟାଳୟରେ ଦିଆଯାଉଥିବା ଶିକ୍ଷାର ମାନ ବା ସ୍ତର ଘରୋଇ ବିଦ୍ୟାଳୟ ସହିତ ସମାନ ନୁହେଁ । ଭାରତରେ ସରକାରୀ କ୍ଷେତ୍ରରେ…
ପୁଣି ଫେରିଲା କି କରୋନା? ସପ୍ତାହକ ମଧ୍ୟରେ ରାଜଧାନୀରେ ବଢ଼ିଲା ୩୦ କଣ୍ଟେନମେଣ୍ଟ ଜୋନ୍
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ପ୍ରଦୂଷଣ ବଢ଼ିବା ପରେ ଏବେ କରୋନା ସଂକ୍ରମଣ ବଢ଼ିଥିବା ଦେଖିବାକୁ ମିଳୁଛି । ଗତ ସପ୍ତାହକ ମଧ୍ୟରେ କରୋନା ମାମଲା ଅଧିକ ଆସିବାରୁ ଦିଲ୍ଲୀରେ ଆଉ ୩୦ କଣ୍ଟେନମେଣ୍ଟ ଜୋନ୍ ବୃଦ୍ଧିପାଇଛି ।…
ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେଲେ କରନ୍ ଜୋହର୍, କଙ୍ଗନା ରନାୱତ୍, ଅଦନାନ୍ ସାମି….
ନୂଆଦିଲ୍ଳୀ: ସୋମବାର ଦିନ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ବୈଦେଶିକ…
ଆସନ୍ତାକାଲି ଜାରି ହେବ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର, ଜାଣନ୍ତୁ ପରୀକ୍ଷାର ସମ୍ପୂର୍ଣ ବିବରଣୀ
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ପକ୍ଷରୁ ଶୁକ୍ରବାର ଦିନ ୧୦ମ ଓ ଦ୍ୱାଦଶର ଟର୍ମ-୧ ପରୀକ୍ଷାକୁ ନେଇ ଦିଶା-ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, ନଭେମ୍ବର-ଡିସେମ୍ବର ରେ…
ଭାରତୀୟ ମତ୍ସଜୀବୀଙ୍କୁ ଗୁଳିମାରି ପାକିସ୍ତାନ କଲା ବଡ଼ ଭୁଲ୍, ଏବେ ଦେଶ ନେବ କଡ଼ା ପଦକ୍ଷେପ
ନୂଆଦିଲ୍ଲୀ: ଗୁଜୁରାଟ ଉପକୂଳବର୍ତ୍ତୀ ଆରବ ସାଗରରେ ଥିବା ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ନିକଟରେ ପାକିସ୍ତାନୀ ସାମୁଦ୍ରିକ ସୁରକ୍ଷା ଏଜେନ୍ସି (ପିଏମଏସଏ) କର୍ମଚାରୀ ଗୋଟିଏ ବୋଟ୍ କୁ ଗୁଳି ମାରିଛନ୍ତି । ଯାହାଫଳରେ…
ନୋଟବନ୍ଦୀକୁ ପୁରିଲା ୫ ବର୍ଷ, ଜାଣନ୍ତୁ ଏଥିରୁ କଣ ହେଲା ଫାଇଦା…
ନୂଆଦିଲ୍ଲୀ: ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ପ୍ରଥମ କାର୍ଯ୍ୟକାଳରେ ଦେଶରେ ସମସ୍ତଙ୍କୁ ଏକ ଆଚମ୍ବିତ କରିବା ପରି ଏକ ଘୋଷଣା କରିଥିଲେ । ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ କୁ…
ରାଜସ୍ଥାନରେ ବନ୍ଦ ହେଲା ୨୭୩ ପେଟ୍ରୋଲ ପମ୍ପ, ଚିନ୍ତାରେ କର୍ମଚାରୀ
ଜୟପୁର: ପେଟ୍ରୋଲ ଓ ଡିଜେଲ ରାଜସ୍ଥାନରେ ସବୁଠାରୁ ଅଧିକ ଦାମ୍ରେ ବିକ୍ରି ହେଉଛି । ଦେଶରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ହେବାର ଅନେକ ପୂର୍ବରୁ ଶ୍ରୀଗଙ୍ଗାନଗରରେ ଦର ରେକର୍ଡ ଭାଙ୍ଗିଥିଲା । ଉଚ୍ଚ ଦର ଯୋଗୁ କାରବାର…
ବଢ଼ୁଛି ଜିକା ଭାଇରସ୍ ଆତଙ୍କ, ୟୁପିରେ ସଂକ୍ରମିତଙ୍କ ସଂଖ୍ୟା ୯୦ ଟପିଲା
ନୂଆଦିଲ୍ଲୀ: କରୋନା ଭାଇରସ୍ ଆତଙ୍କ ଭଳି ଏବେ ଦେଶରେ ମଶାଙ୍କଠାରୁ ବ୍ୟାପୁଥିବା ଜିକା ଭାଇରସ୍ ବ୍ୟାପିବାର ଆତଙ୍କ ଦେଖାଦେଇଛି । ଖାସ୍ କରି ଉତ୍ତରପ୍ରଦେଶର କାନପୁରରେ ବଢ଼ୁଛି ଜିକା ଭାଇରସ ମାମଲା । ରବିବାର ଆଉ ୧୦ ଜଣ…
ଲଖୀମପୁର ଖେରୀ ମାମଲାରେ ସୋମବାର ସୁପ୍ରିମକୋର୍ଟଙ୍କ ଶୁଣାଣି, ୮ ଜଣଙ୍କର ହୋଇଥିଲା ମୃତ୍ୟୁ
ନୂଆଦିଲ୍ଲୀ: ଲଖୀମପୁର ଖେରୀ ମାମଲାରେ ସୋମବାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହି ଘଟଣାରେ ଚାରି କୃଷକଙ୍କ ସମେତ ଆଠ ଜଣକଙ୍କ ମୃତ୍ୟୁ ହୋଇଥିଲା । ଚିଫ୍ ଜଷ୍ଟିସ୍ ଏନ.ଭି ରମଣ, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ହିମା…
ଖୁବଶୀଘ୍ର ପିଲାଙ୍କୁ ଦିଆଯିବ କରୋନା ଟିକା, ୧ କୋଟି ଟିକା ଅର୍ଡର ଦେଲେ ସରକାର
ନୂଆଦିଲ୍ଲୀ: ଭାରତରେ ଖୁବଶୀଘ୍ର ପିଲାଙ୍କୁ ଦିଆଯିବ କରୋନା ଟିକା । ଏଥିପାଇଁ କେନ୍ଦ୍ର ସରକାର ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକାକରଣକୁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ର ସରକାର ଅହମଦାବାଦର କମ୍ପାନୀ ଜାଇଡସ୍…