Browsing Category
ଦେଶ
ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ସୁରକ୍ଷା ସହିତ ଆଜି କେଦାରନାଥ ଗସ୍ତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାବା କେଦାରନାଥଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ପୂଜା…
କେଦାରନାଥରେ ପହଞ୍ଚିଲେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଆଜି କେଦାରନାଥରେ ପହଞ୍ଚିଛନ୍ତି । ସେଠାରେ ସେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପହଞ୍ଚିଛନ୍ତି । ବାବା କେଦାରନାଥଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିବେ । ମନ୍ଦିର…
୫ମ ଥର କେଦାରନାଥ ଗସ୍ତରେ ମୋଦୀ, ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିିମା କରିବେ ଅନାବରଣ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଶୁକ୍ରବାର କେଦାରନାଥ ଧାମ ଯାଉଛନ୍ତି । ତେଣୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେଠାରେ ମୋଦୀ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମାକୁ…
ଦେଶର ସବୁଠାରୁ ଶସ୍ତା କ୍ରୁଜର ବାଇକ୍, ଦାମ ୨ ଲକ୍ଷରୁ କମ୍
ଭୁବନେଶ୍ୱର: ଭାରତୀୟ ବଜାରରେ କ୍ରୁଜର ବାଇକ ପ୍ରତି ଉତ୍ସାହ ଲଗାତାର ବଢ଼ିବାରେ ଲାଗିଛି । ପୂର୍ବରୁ ହାର୍ଲେ ଡେଭିଡସନ, ଇଣ୍ଡିଆନ ଭଳି ଦାମୀ କ୍ରୁଜର ବାଇକ ରହିଥିଲା । କିନ୍ତୁ ଏବେ ବଜାଜ, ସୁଜୁକୀ ଭଳି କମ୍ପାନୀର କ୍ରୁଜର…
ଏମଏସ ଧୋନୀଙ୍କ ସୁପରବାଇକ୍ କଲେକ୍ସନ
ଭାରତୀୟ କ୍ରିକେଟ ଦଳ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପାଖରେ ଅନେକ କାର ସହ ବାଇକ କଲେକ୍ସନ ମଧ୍ୟ ରହିଛି । କ୍ରିକେଟ କ୍ୟାରିୟର ଆରମ୍ଭ ଦିନରୁ ଧୋନୀଙ୍କୁ ବାଇକ ଚଲାଇବା ଖୁବ ପସନ୍ଦ । ଧୋନୀଙ୍କ ପାଖରେ ସୁପର…
ବ୍ରିଟେନ ମୁଦ୍ରାରେ ସ୍ଥାନିତ ହେଲା ମହାତ୍ମା ଗାନ୍ଧୀଙ୍କ ଫଟୋ ଏବଂ ପଦ୍ମ ଫୁଲ, ଦୀପାବଳୀରେ ହେଲା ଉନ୍ମୋଚନ
ନୂଆଦିଲ୍ଲୀ: ଜାତିର ପିତା ତଥା ଭାରତର ସ୍ୱାଧୀନତା ଆନ୍ଦୋଳନର ନେତା ମହାତ୍ମା ଗାନ୍ଧୀଙ୍କ ଜୀବନ ଏବଂ ଆଦର୍ଶକୁ ପ୍ରଥମ ଥର ବ୍ରିଟିଶ କଏନ ଦ୍ୱାରା ସ୍ମରଣ କରାଯାଇଛି । ବ୍ରିଟେନର ଟ୍ରେଜେରୀ ପ୍ରମୁଖ ୠଷି ସନକ ଗୁରୁବାର…
ବଢ଼ିଲା ସମୀର ୱାଙ୍ଖଡ଼େଙ୍କ ପାଇଁ ଅଡ଼ୁଆ: ଚାକିରି ପାଇଁ ନକଲି ଜାତି ପ୍ରମାଣ ପତ୍ର ଦେଖାଇଥିବା ଅଭିଯୋଗ ଆଣିଲା ଦଳିତ ସଂଗଠନ
ମୁମ୍ବାଇ: ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କ ପାଇଁ ଅସୁବିଧା ବଢ଼ିବାରେ ଲାଗିଛି । କ୍ରୁଜ ଡ୍ରଗ୍ସ ମାମଲାର ଯାଞ୍ଚ ମଧ୍ୟରେ ନିଜେ ଅନେକ ମାମଲାରେ ଫସିଥିବାର ଦେଖାଯାଉଛି । ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ…
ଆସାମରେ ୩.୭ ତୀବ୍ରତାର ଭୂମିକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
ଆସାମ: ଗୁରୁବାର ସକାଳେ ଆସାମରେ ଭୂମିକମ୍ପ ଅନୁଭୁତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଗୁରୁବାର ସକାଳ ପ୍ରାୟ ୧୦:୧୯ରେ ତେଜପୁର ଠାରୁ ୩୫ କିମି ଦୂରରେ ପଶ୍ଚିମ-ଦକ୍ଷିଣ କ୍ଷେତ୍ରରେ ଭୂମିକମ୍ପ…
ବିଷାକ୍ତ ମଦ ପିଇ ୮ମୃତ, ଅନେକ ଗୁରୁତର
ପାଟନା: ବିହାରରେ ମଦ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିଛି ହେଲେ ବିଷାକ୍ତ ମଦ କାରବାର କରୁଥିବା ଲୋକଙ୍କ ଉପରେ ଅଙ୍କୁଶ ଲଗାଇଯାଇ ପାରୁନାହିଁ । ସରକାର ଏହାକୁ ରୋକିବାରେ ବାରମ୍ବାର ଫେଲ୍ ମାରୁଛି । ଆଉ ଏବେ…
ଦୀପାବଳିରେ ଯବାନଙ୍କ ଗହଣରେ ପିଏମ ମୋଦୀ, କହିଲେ- ସର୍ଜିକାଲ ଷ୍ଟ୍ରାଇକରେ ଆପଣଙ୍କ ଭୂମିକା ଉପରେ ଦେଶ ଗର୍ବିତ
ନୂଆଦିଲ୍ଲୀ : ପ୍ରତି ବର୍ଷ ପରି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନାର ଯବାନଙ୍କ ଗହଣରେ ଦୀପାବଳି ପାଳନ କରୁଛନ୍ତି । ସେନାର ଯବାନଙ୍କ ସହ ଦୀପାବଳି ପାଳନ କରିବାର ପରମ୍ପରାକୁ ବଜାୟ ରଖି ଦୀପର ଉତ୍ସବ…