Browsing Category

ଦେଶ

ଫିଟ୍ କର୍ମଚାରୀଙ୍କୁ ମିଳିବ ବୋନସ୍ ଓ ୧୦ ଲକ୍ଷ ଟଙ୍କାର ଲକି ଡ୍ର’, ଜାଣନ୍ତୁ ଏସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କରୋନା କାଳରେ ୱର୍କ ଫ୍ରାମ୍ ହୋମ୍ ଧାରା ଆରମ୍ଭ ହୋଇଛି । ଅନେକ କର୍ମଚାରୀ ଘରେ ରହି କାମ ଅଫିସ୍ କାମ କରୁଛନ୍ତି । ତେବେ ଏଥିରେ ଦୀର୍ଘ ଦିନ ଧରି ଘରେ ବସି କାମ କରୁଥିବାରୁ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ…

ବୁଲିଯିବାକୁ କହି ୧୩ ବର୍ଷିୟା ନାବାଳିକାଙ୍କୁ ଗଣଦୁଷ୍କର୍ମ, ନିଜ ସାଙ୍ଗ ଘଟାଇଛି ଏପରି ଅମାନବୀୟ କାଣ୍ଡ

ରାଞ୍ଚି: ମାତ୍ର ୧୩ ବର୍ଷିୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୭ ଜଣ ଯୌନ ରାକ୍ଷସ । ଏପରି ଅମାନବୀୟ କାଣ୍ଡ ଘଟିଛି ଝାଡ଼ଖଣ୍ଡ ରାଞ୍ଚିରେ । ସାଙ୍ଗ ସହ ବିଶ୍ୱାସଘାତ କଲା ସାଙ୍ଗ। ବୁଲିବାକୁ ଯିବା ବୋଲି କହି ନିଜେ ଓ ଅନ୍ୟ…

କୋଭିଡ୍ କମ୍ପ୍ଲିକେସନରେ ଗଲାଣି ୪ ଶିଶୁଙ୍କ ଜୀବନ, କେରଳରେ ମହାମାରୀର ଭୟାବହ ସ୍ଥିତି

ନୂଆଦିଲ୍ଲୀ: ଗତ କିଛି ଦିନ ହେବ କେରଳରେ କରୋନା ମହାମାରୀର ଭୟାବହ ପରିସ୍ଥିତି ଲାଗି ରହିଛି । ପ୍ରତିଦିନ ୩୦ ହଜାର ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟଭ୍କ ସୂଚନା ଅନୁସାରେ, ଗତ ୫ ଦିନ ମଧ୍ୟରେ…

ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିଲେ କେନ୍ଦ୍ର ସରକାର, ତୃତୀୟ ଲହରକୁ ନେଇ ଡର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରହିବ । ଏନେଇ ଡିଜିସିଏ ପକ୍ଷରୁ ସୁଚନା ଦିଆଯାଇଛି । କରୋନା ମହାମାରୀର ତୃତୀୟ ଲହର…

ଏହି ୧୦ ରାଜ୍ୟରେ ପ୍ରବେଶ କରିବା ପାଇଁ ଟିକାକରଣ ସାର୍ଟିଫିକେଟ୍ ଜରୁରୀ, ଦେଖନ୍ତୁ ପୁରା ତାଲିକା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ପିକ୍ ରେ ରହିଛି । ହେଲେ ଗତ କିଛି ମାସ ମଧ୍ୟରେ କରୋନା ସଂକ୍ରମଣ ଅନେକ ମାତ୍ରାରେ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ହେଲେ କିଛି ରାଜ୍ୟ ଏପରି…

ଅଲିମ୍ପିକ୍ସ ଏଥର ନୂତନ ପ୍ରଭାବ ଉତ୍ପନ କରିଛି, ପ୍ରତି ପରିବାରରେ ଖେଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି, ନୂତନ ନାରା- ‘ସବ ଖେଲେଁ, ସବ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ମାସିକିଆ କାର୍ଯ୍ୟକ୍ରମ ମନ କି ବାତ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ କ୍ରୀଡା ଓ ବିଶେଷ କରି ହକିର ଉଲ୍ଲେଖ କରି ମେଜର…

ନାବାଳିକାଙ୍କ ଗାଲ ଛୁଇଁବା ନୁହେଁ ଯୌନ ଶୋଷଣ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ନାବାଳିକାଙ୍କ ଯୌନ ଶୋଷଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । ନାବାଳିକାଙ୍କ ଗାଲ ଛୁଇଁବାକୁ ଯୌନ ଶୋଷଣ ପରିଭୁକ୍ତ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଜୁଲାଇ ୨୦୨୦ରୁ…

‘ଆଫଗାନିସ୍ତାନର ପରିବର୍ତ୍ତିତ ସ୍ଥିତି ଭାରତ ପାଇଁ ଚ୍ୟାଲେଞ୍ଜ, ରଣନୀତି ଉପରେ ପୁନର୍ବାର ବିଚାର କରିବାକୁ ଆମେ ବିବଶ’

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର କବଜା ପରଠୁ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି ଯେ, ଏହାକୁ ନେଇ ଭାରତର ରଣନୀତି କଣ ରହିବ ? ଆଫଗାନକୁ ନେଇ ଭାରତର ଆଭିମୁଖ୍ୟ କଣ ରହିବ ? ଏହା ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା…

ନେହେରୁଙ୍କୁ ମୋଦୀଙ୍କ ଅବମାନନା; ସ୍ୱାଧୀନତା ସଂଗ୍ରାମୀଙ୍କ ତାଲିକାରୁ ବାଦ ପଡିଲା ଫଟୋ

ନୂଆଦିଲ୍ଲୀ: ପୁଣି ଥରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହେରୁଙ୍କୁ ଅବମାନନା କରିଛି ମୋଦୀ ସରକାର । ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ଏକ ପୋଷ୍ଟର ଓ ଅଫିସିଆଲ ୱେବସାଇଟରୁ ନେହେରୁଙ୍କ ଫଟୋ…

ଛାଡ଼ପତ୍ର ପୂର୍ବରୁ ଏମିତି କାରନାମା କଲେ ସ୍ତ୍ରୀ, ସ୍ୱାମୀଠୁ ଅଲଗା ହେବାପାଇଁ ଅନୁମତି ଦେଲେ ହାଇକୋର୍ଟ

ନାଗପୁର: ମାଟ୍ରିମୋନିଆଲ ସାଇଟ୍ ରେ ପ୍ରୋଫାଇଲ୍ ଅପଲୋଡ୍ କରିବା ପରେ ନାଗପୁର ହାଇକୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀଠାରୁ ଛାଡପତ୍ର ନେବା ପାଇଁ ଅନୁମତି ଦେଇଛନ୍ତି । ଘଟଣା ହେଉଛି ଉକ୍ତ ବ୍ୟକ୍ତିଙ୍କ ପତ୍ନୀ…