Browsing Category
ଦେଶ
କେନ୍ଦ୍ରର କଡା ଆଭିମୁଖ୍ୟ ପରେ ମୁଣ୍ଡ ନୁଆଁଇଲା ଟ୍ୱିଟର, ନୂଆ ଆଇଟି ନିୟମ ପାଳନ କରିବାକୁ ରାଜି ହେଲା
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସହ ଦୀର୍ଘ ଦିନର ଲଢେଇ ପରେ ଶେଷରେ ମୁଣ୍ଡ ନୁଆଁଇଲା ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ୱିଟର । କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ ପରେ ଟ୍ୱିଟର ନୂତନ ଆଇଟି ନିୟମ ଲାଗୁ କରିବାକୁ…
ଆସନ୍ତା ଜୁନ୍ ୩ରେ କେରଳ ଛୁଇଁବ ମୌସୁମୀ: ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର, (ଓଡିଶା ଭାସ୍କର): ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେଣୁ ଏନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ,…
ସୋନୁ ସୁଦଙ୍କୁ ସାହାଯ୍ୟ ଯୋଗାଇଲେ ଦୁଇ ଶିଶୁକନ୍ୟା, ଜାଣନ୍ତୁ କଣ କହିଲେ ଅଭିନେତା…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକଟ ଆରମ୍ଭ କାଳରୁ ବଲିଉଡ୍ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି । ସାହାଯ୍ୟ ମାଗୁଥିବା କୌଣସି ଲୋକଙ୍କ ସେ ନିରାଶ କରିନାହାନ୍ତି ।…
ସିବିଏସଇ ଦ୍ୱାଦଶ ପରୀକ୍ଷା ଉପରେ ଶୁଣାଣି ପୁଣି ସ୍ଥଗିତ, ଜୁନ ୩ରେ ଚୂଡାନ୍ତ ରାୟ ଦେବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ସୋମବାର ସିବିଏସଇ ବୋର୍ଡ ପରୀକ୍ଷା ଉପରେ ଚୂଡାନ୍ତ ନିଷ୍ପତି ହୋଇ ପାରି ନାହିଁ । ଆଜି ଶୁଣାଣି ହେବା ମାତ୍ରେ ମାମଲାକୁ ଦୁଇ ଦିନ ପାଇଁ ସ୍ଥଗିତ ରଖାଯାଇଛି । କେନ୍ଦ୍ର ସରକାର ନିଜର…
ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଦିଆଯିବ ଭ୍ୟାକ୍ସିନ୍: ସୁପ୍ରିମକୋର୍ଟରେ ମତ ରଖିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଭ୍ୟାକ୍ସିନ୍ ଦିଆଯିବ । କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ଏନେଇ ମତ ରଖିଛନ୍ତି । ୨୦୨୧ ଶେଷ ସୁଦ୍ଧା ସମସ୍ତଙ୍କ ଲୋକଙ୍କୁ ଟିକାକରଣ କରାଯିବା ନେଇ ବ୍ୟବସ୍ଥା…
ସେଂଟ୍ରାଲ ଭିଷ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ଜାରି ରହିବ ଏହାର କାମ, ଆବେଦନକାରୀଙ୍କ ଉପରେ ଜରିମାନା ଲଗାଇଲେ କୋର୍ଟ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ମହତ୍ୱାକାଂକ୍ଷୀ ଯୋଜନା ମଧ୍ୟରୁ ଏକ ସେଂଟ୍ରାଲ ଭିଷ୍ଟା ପ୍ରକଳ୍ପ ଉପରେ ରୋକ୍ ଲଗାଇବାକୁ ଦାଖଲ ଆବେଦନ ଉପରେ ସୋମବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ନିଷ୍ପତି ଶୁଣାଇଛନ୍ତି । ହାଇକୋର୍ଟ…
ଆଜି ଦେଶରେ ୩୧୨୮ ମୃତ, ୧.୫୨ ଲକ୍ଷ ଆକ୍ରାନ୍ତ
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୧୨୮ ଜଣଙ୍କ ମୃତ୍ୟୁ…
ଜଣେ ପୂର୍ବତନ ମନ୍ତ୍ରୀଙ୍କ ନାମରେ ଆସିଲା ଯୌନ ଶୋଷଣ ଅଭିଯୋଗ: ଜୋରଜବରଦସ୍ତ ୩ ଥର ଗର୍ଭପାତ କରାଯାଇଥିବା କହିଲେ ଅଭିନେତ୍ରୀ
ଚେନ୍ନାଇ: ତାମିଲନାଡ଼ୁର ଜଣେ ପୂର୍ବତନ ମନ୍ତ୍ରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଛି । ଏନେଇ ପୂର୍ବତନ ମନ୍ତ୍ରୀ ତଥା ଏଆଇଏଡିଏମକେ ପାର୍ଟିର ନେତା ମଣିକନନ୍ଦନଙ୍କ ନାମରେ ମାମଲା ଦାୟର କରିଛନ୍ତି ଜଣେ ଅଭିନେତ୍ରୀ ।…
ମହାରାଷ୍ଟ୍ରରେ ପୁଣି ବଢ଼ିଲା ଲକଡାଉନ୍
ମୁମ୍ବାଇ: ରାଜ୍ୟରେ କୋଭିଡ୍ ସଂକ୍ରମଣ ପୂର୍ବ ପରି ଜାରି ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ପୁଣି ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ଆଗାମୀ ଜୁନ୍ ୧୫ ପର୍ଯ୍ୟନ୍ତ ଏହି ଲକଡାଉନ୍ ଜାରି ରହିବ ବୋଲି…
ଦୁଇ ଦିନ ବିଳମ୍ବରେ ଆସିବ ମୌସୁମୀ, ଜୁନ୍ ୩ ସୁଦ୍ଧା କେରଳ ଛୁଇଁବ ମୌସୁମୀ ବାୟୁ
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଦେଶରେ ଭୀଷଣ ଗ୍ରୀଷ୍ମ ପ୍ରବାହ ପରେ ପାଣିପାଗ ବିଭାଗ ମୌସୁମୀକୁ ନେଇ ବଡ ସୂଚନା ଦେଇଛି । ପ୍ରଥମେ ପୂର୍ବାନୁମାନ କରାଯାଇଥିଲା ଯେ, ଚଳିତ ଥର ମୌସୁମୀ ଆଗୁଆ ଗୋଟିଏ ଦିନ ପୂର୍ବରୁ ଅର୍ଥାତ…