Browsing Category

ଦେଶ

ଆସନ୍ତାକାଲି ଅଲଗା ରଙ୍ଗର ଦେଖାଯିବ ଶନି, ପୃଥିବୀର ଖୁବ୍ ପାଖରେ ଦୃଶ୍ୟମାନ ହେବ ରହସ୍ୟମୟୀ ଗ୍ରହ

ନୂଆଦିଲ୍ଲୀ: ଆପଣ ମାନେ ଜାଣିଥିବେ ଯେ, ଶନି ଗ୍ରହର ରହସ୍ୟ ଲୋକମାନଙ୍କୁ ସର୍ବଦା ନିଜ ଆଡ଼କୁ ଆକର୍ଷିତ କରିଥାଏ । ଗ୍ରହ ସମ୍ପର୍କରେ ଜାଣିବାକୁ ଚାହୁଁଥିବା ବ୍ୟକ୍ତି ମାନେ ଶନି ଗ୍ରହ ବିଷୟରେ ବିଭିନ୍ନ ତଥ୍ୟ ଖୋଜିଥାନ୍ତି…

ନାଟକ ନେଲା କାଳ: ଭଗତ ସିଂଙ୍କ ଭୂମିକାର ରିହର୍ସଲ କରୁଥିଲା ୧୦ ବର୍ଷର ଛାତ୍ର, ହଠାତ୍ ପାଦ ତଳୁ ଷ୍ଟୁଲ୍ ଖସିଗଲା, ଉଡ଼ିଗଲା ପ୍ରାଣ ବାୟୁ

ଲକ୍ଷ୍ନୌ: ଭଗତ ସିଂଙ୍କ ବଳିଦାନ ସର୍ବଦା ସ୍ମରଣୀୟ ରହିଛି ଆଉ ରହିଥିବ । ତେଣୁ ତାଙ୍କୁ ମନେ ରଖିବା ପାଇଁ ଦେଶବ୍ୟାପୀ ସମ୍ମାନୀତ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶରେ ଜଣେ ୧୦ ବର୍ଷର ଛାତ୍ର ଭଗତ ସିଂଙ୍କ…

୧୦% ପଜିଟିଭିଟି ହାର ଥିବା ଜିଲ୍ଲାଙ୍କୁ କେନ୍ଦ୍ରର ନୋଟିସ, ନିୟମ ମାନିବାକୁ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ୧୦ ରାଜ୍ୟର କୋଭିଡ୍ ସ୍ଥିତିକୁ ସମୀକ୍ଷା କରିଛନ୍ତି । ଏହି ୧୦ ରାଜ୍ୟରେ କୋଭିଡ୍ ପଜିଟିଭିଟି ହାରରେ ବୃଦ୍ଧି ଦେଖିବାକୁ ମିଳିଛି । ଯେଉଁ ରାଜ୍ୟରେ ପଜିଟିଭିଟି ହାର ଦେଖବାକୁ…

ଏନକାଉଣ୍ଟରରେ ଲମ୍ବୁ ଟଳିଲା, ପୁଲୱାମା ଆକ୍ରମଣରେ ଥିଲା…

ଓଡ଼ିଶା ଭାସ୍କର ବ୍ୟୁରୋ: ଜୈଶ-ଇ-ମହମ୍ମଦର ଆଉଜଣେ ଆତଙ୍କବାଦୀଙ୍କୁ ସଫା କରିଦେଇଛନ୍ତି ଭାରତୀୟ ସୁରକ୍ଷାକର୍ମୀ । ମିଳିତ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର୍ରେ ଟଳିପଡ଼ିଛି ପୁଲୱାମା ଆକ୍ରମଣରେ ସାମିଲ୍ ଥିବା ମହମ୍ମଦ ଇସମାଇଲ୍…

ରାଜନୀତି ଛାଡ଼ିଲେ ବାବୁୁଲ ସୁପ୍ରିୟୋ; ଫେସବୁକ ପୋଷ୍ଟରେ କଲେ ଘୋଷଣା

କୋଲକାତା: ପୂର୍ବତନ ବିଜେପି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି । ମୋଦୀ ୨.୦ରେ ନିଜର ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ବାବୁଲ ବିଗତ କିଛି ଦିନି ଧରି…

ସ୍ତ୍ରୀକୁ ହତ୍ୟା କରି ଥାନାରେ ପହଞ୍ଚିଲା ସ୍ଵାମୀ, କହିଲା- ସାହାବ୍ ପତ୍ନୀକୁ ମାରି ଦେଲି, ଘରେ ଲାସ୍ ପଡିଛି

ନୂଆଦିଲ୍ଲୀ: ପ୍ରଥମେ ନିଜ ସ୍ତ୍ରୀକୁ ଚାକୁ ଭୁସି ହତ୍ୟା କଲା । ଏହାପରେ ଖୋଦ୍ ଥାନାରେ ଆସି ଆତ୍ମସମର୍ପଣ କରିଲା ସ୍ୱାମୀ । ଏହିଭଳି ଏକ ଘଟଣା ସାମନାକୁ ଆସିଛି ଦିଲ୍ଲୀର ମଙ୍ଗୋଳପୁରୀ ଠାରେ । ପୋଲିସ୍ କହିଛି ଯେ,…

କୃଷ୍ଣ ପ୍ରେମରେ ଆଇପିଏସ୍ ଭାରତୀ, ମୀରା ହେବାକୁ ଆଗ୍ରହ, ସେଥିପାଇଁ…

ଓଡ଼ିଶା ଭାସ୍କର ବ୍ୟୁରୋ: ବୃତ୍ତିରେ ସେ ବରିଷ୍ଠ ଆଇପିଏସ୍ ଅଫିସର୍ । ହେଲେ ମନୋବୃତ୍ତି କୃଷ୍ଣ ପ୍ରେମରେ ତଲ୍ଲୀନ । ଖାସ୍ ଶ୍ରୀକୃଷ୍ଣଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିବା ପାଇଁ ସେ ମର୍ଯ୍ୟାଦାଜନକ ଆଇପିଏସ୍…

ଦେବଦୂତ ସାଜିଲେ କନଷ୍ଟେବଳ, ଚଳନ୍ତା ଟ୍ରେନ ତଳୁ ବଞ୍ଚାଇଲେ ମହିଳାଙ୍କୁ

ନୂଆଦିଲ୍ଲୀ: କୁହାଯାଏ ଭଗବାନ କେତେବେଳେ ବି କେଉଁ ରୂପରେ ଆସି ମନୁଷ୍ୟକୁ ବିପଦରୁ ଉଦ୍ଧାର କରିଥାନ୍ତି । ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାର ସିକନ୍ଦରାବାଦ ଷ୍ଟେସନରେ । ଯେଉଁଠାରେ ଜଣେ ଆରପିଏଫ…

Jio-Airtel-Vi ରିଚାର୍ଜ ପ୍ଲାନରେ ଆଉ ମିଳିବ ନାହିଁ ଫ୍ରି ଏସଏମଏସ୍

ନୂଆଦିଲ୍ଲୀ: ସମଗ୍ର ଭାରତବର୍ଷରେ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର ଆସିଛି । କମ୍ ମୂଲ୍ୟର ପ୍ରିପେଡ୍ ରିଚାର୍ଜ କଲେ ଏଣିକି ଏସଏମଏସ ସୁବିଧା ମିଳିବ ନାହିଁ ବୋଲି ଦେଶର ବଡ଼ ବଡ଼ ଟେଲିକମ୍ କମ୍ପାନୀମାନେ…

କଣ ଏହି ବେଡ୍ ଆଣ୍ଡ ବ୍ରେକଫାଷ୍ଟ୍ ଯୋଜନା, ଯେଉଁଥିରେ ପର୍ଯ୍ୟଟନକୁ ମିଳିବ ପ୍ରୋତ୍ସାହନ?

ନୂଆଦିଲ୍ଲୀ: ଉପମୂଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ଶୁକ୍ରବାର ଦିଲ୍ଲୀ ବିଧାନସଭାର ମୌସୁମୀ ଅଧିବେଶନରେ ପର୍ଯ୍ୟଟନ କ୍ଷେତକୁ ପ୍ରୋତ୍ସାହନ ଦେବାକୁ ଯାଇ ବେଡ୍ ଆଣ୍ଡ ବ୍ରେକ୍ଫାଷ୍ଟ୍ ଯୋଜନା ସଂଶୋଧନ ଆଣିବା ପାଇର୍ ପ୍ରସ୍ତାବ…