Browsing Category

ଦେଶ

ଛୁଇଁଲେ ଦାୟର ହେବ ମାମଲା: ଶାରୀରିକ ସମ୍ପର୍କ ନ ରଖିଲେ ମଧ୍ୟ ରେପ୍ କୁହାଯିବ, ହାଇକୋର୍ଟ ଦେଲେ ରାୟ

ନୂଆଦିଲ୍ଲୀ: ଦେଶରେ ଘଟୁଥିବା ଯୌନ ସଂକ୍ରାନ୍ତୀୟ ମାମଲାକୁ ନେଇ ବିଭିନ୍ନ ସମୟରେ ନ୍ୟାୟାଳୟ ଅଲଗା ଅଗଲା ରାୟ ଦେଇଛନ୍ତି । ତେବେ ଅନେକ ସମୟରେ କୋର୍ଟଙ୍କର ଏପରି କିଛି ରାୟ ଜନସାଧାରଣଙ୍କୁ ତାଜୁବ୍ କରିଦେବା ସହ…

ସତର୍କ ଘଣ୍ଟି: ଯଦି ଆପଣ ସୋସିଆଲ୍ ମିଡିଆରେ ଏହି କାମ କରୁଛନ୍ତି, ତେବେ ୨୪ ଘଣ୍ଟା ମଧ୍ୟରେ ଡିଲିଟ୍ ହୋଇଯିବ ଆକାଉଣ୍ଟ୍

ନୂଆଦିଲ୍ଲୀ: ଆଜି କାଲି ଅଧିକାଂଶ ଲୋକ ସୋସିଆଲ୍ ମିଡିଆର ବ୍ୟବହାର ଅଧିକ କରୁଛନ୍ତି । ଖାସ୍ କରି କରୋନା ମହାମରୀ ସମୟରେ ସୋସିଆଲ ମିଡିଆର ବ୍ୟବହାର ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ କରୁଛନ୍ତି ।…

ଜମିଜମା ବିବାଦକୁ କେନ୍ଦ୍ର କରି ପରିବାରର ତିନି ଜଣଙ୍କୁ ହତ୍ୟା କଲେ ଯୁବକ

ନୂଆଦିଲ୍ଲୀ: କଳିଯୁଗରେ ଜଣେ ସନ୍ତାନଙ୍କର ଜଘନ୍ୟ କାରନାମା ଦେଖିବାକୁ ମିଳିଛି । ଗୋଟିଏ ପରିବାରର ତିନିଜଣଙ୍କୁ ଜଣେ ଯୁବକ ହତ୍ୟା କରିଥିବା ଖବର ମିଳିଛି । ତେବେ ଏହି ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚା…

ତୃତୀୟ ତରଙ୍ଗ: ୱାଟର୍ ପ୍ରୁଫ୍ ମାସ୍କ ଓ ଭର୍ଚୁଆଲ୍ ବାହାଘର

ମାଡ଼ି ଆସୁଛି ମହାମାରୀ କରୋନାର ଆଉ ଏକ ତରଙ୍ଗ । ପ୍ରଥମ ତରଙ୍ଗର ଦୁଃଖ ଯାଇନଥିବାବେଳେ ଦାଉ ସାଧିଲା ଦ୍ୱିତୀୟ ତରଙ୍ଗ । ସାରା ଦେଶକୁ କଲବଲ କରିଦେଲା । ଭୁଶୁଡ଼ିଗଲା ଲୋକଙ୍କ ଜୀବନ ଜୀବିକା ଆଉ ଚାରିଆଡ଼େ ଦୁର୍ଦ୍ଦଶାର ଚିତ୍ର…

ହଟିପାରନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ଦୁରାପ୍ପା, ମୋଦିଙ୍କୁ ଭେଟିବା ପରେ ଆରମ୍ଭ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ ରାଜନୀତିର ପାଣିପାଗ ବେଶ୍ ଉଷ୍ମ ରହିଛି କହିଲେ ଚଳିବ । ଗୋଟିଏ ପଟେ ପ୍ରଶାନ୍ତ କିଶୋର, ଶରଦ ପାୱାରଙ୍କ ବିରୋଧୀ ମହାମେଣ୍ଟକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଅନ୍ୟପଟେ…

ଆସୁଛି ତୃତୀୟ ଲହର! ଆଜି ଦେଶରେ ୫୬୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଉଥିବା ବେଳେ ତୃତୀୟ ଲହରକୁ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା…

ରାଗରେ ଦ୍ୱିତୀୟ ବିବାହ କଲା ପତ୍ନୀ: ଶଶୂରଘର ଆଗରେ ଧାରଣାରେ ବସିଲା ପ୍ରଥମ ସ୍ୱାମୀ, ଆଉ ତା’ ପରେ…

କୋଲକାତା: ପଶ୍ଚିମବଙ୍ଗର ବର୍ଦୱାନ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଫେରାଇ ନେବାକୁ ଧାରଣାରେ ବସିଥିବା ବେଳେ କ୍ରୋଧିତ ଥିବା ପତ୍ନୀ ଦ୍ୱିତୀୟ ବିବାହ…

ଆଗାମୀ ୧୦୦ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ, ଅମାନିଆ ହେଲେ ମାଡ଼ି ଆସିବ ସଙ୍କଟ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର):  କରୋନା ଭୂତାଣୁ ପ୍ରସଙ୍ଗରେ ସତର୍କ ରହିବାକୁ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୧୦୦ରୁ ୧୨୫ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । କିଛିଦିନ ହେବ ଦୈନିକ…

‘ସିମେନ୍’ ବଦଳରେ ‘ସିମ୍ମାନ’ ଟାଇପ୍ ହେଇଗଲା; ଆଉ ୩ ବର୍ଷ ଖୁଲମ ଖୁଲା ବୁଲିଲା ଶିଶୁ ଦୁଷ୍କର୍ମକାରୀ

ଚେନ୍ନାଇ: କୁହାଯାଏ ଆଇନ ଅନ୍ଧ । ଏପରି ସ୍ଥିତିରେ ଚେନ୍ନାଇରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ଆପଣଙ୍କମ ହୋସ୍ ଉଡାଇଦେବ । ଦୁଇ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ବେଳେ ସାମାନ୍ୟ ଟାଇପିଂ ଭୁଲ ପାଇଁ ୩ ବର୍ଷ…

ଜମ୍ମୁ କଶ୍ମୀରରେ ବିଜେପି ନେତାଙ୍କ ପୁଅକୁ ଗୁଳିମାଡ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଜନୈକ ବିଜେପି ନେତାଙ୍କ ପୁଅକୁ ଗୁଳିମାଡ କରାଯାଇଛି । ଜମ୍ମୁ କଶ୍ମୀରର କୁପୱାରା ଅଞ୍ଚଳରେ ଏହି ଆକ୍ରମଣ ଘଟିଛି । ଶୁକ୍ରବାର ବିଜେପି କାର୍ଯ୍ୟକର୍ତ୍ତା ଇଶଫାକ୍ ଅହମଦଙ୍କ ଉପରକୁ କିଛି ଅଜଣା…