Browsing Category
ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା, ଟମାଟୋ ବର୍ଷା, ଯୁବ କଂଗ୍ରେସ କର୍ମୀଙ୍କୁ ଟେକିନେଲା ପୋଲିସ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଘେରାଉ ବେଳେ ଉତ୍ତେଜନା । ଛାତ୍ର କଂଗ୍ରେସ ପକ୍ଷରୁ ଆଜି ମୋହନ ମାଝୀଙ୍କ କ୍ୱାର୍ଟର୍ସ ଘେରାଉ ବେଳେ ପୋଲିସ ଓ ଛାତ୍ର କଂଗ୍ରେସ ନେତାଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ…
ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ; 28 ଯାଏଁ ବୁଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା
ଭୁବନେଶ୍ବର: ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ । ଯାହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 4 ଦିନ ଧରି ଲାଗି ରହିବ ବର୍ଷା । 28 ତାରିଖ ଯାଏଁ…
ଏଣିକି ମୋବାଇଲରେ ହେବ ସମସ୍ତ ରାଜସ୍ୱ କାର୍ଯ୍ୟ, ଇ-ରେଜିଷ୍ଟ୍ରେସନ ଆପ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଏଣିକି ମୋବାଇଲରେ ମିଳିବ ସମସ୍ତ ରାଜସ୍ୱ ସେବା। ରାଜସ୍ୱ ସେବା ପାଇଁ ଆସିଲା ଇ-ରେଜିଷ୍ଟ୍ରେସନ ଆପ୍। ଘରେ ବସି ଲୋକେ ପାଇବେ ସମସ୍ତ ରାଜସ୍ୱ ସଂକ୍ରାନ୍ତ ସୁବିଧା।
ଇ-ରେଜିଷ୍ଟ୍ରେସନ ଆପକୁ ଉନ୍ମୋଚନ କଲେ…
କେଦାରନାଥଙ୍କୁ ଦର୍ଶନ କରିବା ପାଇଁ ଚାଲିକି ଯିବାକୁ ପଡୁଛି 24 କିଲୋମିଟର, ପାହାଡ ଉପରୁ ପଡୁଛି ପଥର
ଉତ୍ତରାଖଣ୍ଡ: ବାବା କେଦାରନାଥଙ୍କୁ ଦର୍ଶନ କରିବା ପାଇଁ ଚାଲିକି ଯିବାକୁ ପଡୁଛି ୨୪ କିଲୋମିଟର। ପାହାଡ ଉପରୁ ପଥର ପଡୁଥିବାରୁ ଦେଖାଦେଇଛି ସମସ୍ୟା। ଉତ୍ତରାଖଣ୍ଡର ସୋନପ୍ରୟାଗରୁ ଦୁଇ କିଲୋମିଟର ଦୂରରେ ଥିବା ମୁଙ୍କଟିଆ…
ଜାଲ ଡକ୍ୟୁମେଣ୍ଟ ଦେଇ ଅଧ୍ୟାପକ ଚାକିରୀ କରିଥିଲେ, ଏବେ ନାମ ନେଲେ
ମୟୁରଭଞ୍ଜ: ଠକେଇ କରି ଚାକିରୀ କରିବା ହେଲା ମହଙ୍ଗା। ଜାଲ ଦସ୍ତାବିଜରେ ଅଧ୍ୟାପକ ଚାକିରୀ କରି ଫସିଲେ ଉଦଳା କଲେଜର ଜୁଲୋଜି ଅଧ୍ୟାପକ ପ୍ରଭାକର ସାହୁ।
ଜାଲ ଦସ୍ତାବିଜ ଦେଇ ଉଦଳା କଲେଜରେ ଜୁଲୋଜି ଅଧ୍ୟାପକ ଭାବେ…
ଆକ୍ସନ ମୋଡ଼ରେ ଖଣି ବିଭାଗ, ମାଙ୍ଗାନିଜ ଉତ୍ତୋଳନ ବେଳେ ବନ୍ଧା ହେଲେ ୭ ଅଭିଯୁକ୍ତ
ଯୋଡ଼ା: ମାଙ୍ଗାନିଜ ଉତ୍ତୋଳନ ବେଳେ ଖଣି ବିଭାଗର ବଡ଼ ଚଢାଉ। ୭ ଜଣଙ୍କୁ ଗିରଫ ସହ ବିପୁଳ ମାଙ୍ଗାନିଜ୍ ଜବତ ହୋଇଛି। ଚମ୍ପୁଆ ଉପଖଣ୍ଡ ଯୋଡ଼ା ହୁଡ଼ିସାହି ଜଙ୍ଗଲରେ ଏହି ଚଢାଉ ହୋଇଛି।
ଲଘୁ ଖଣିଜ ଚୋରା ଚାଲାଣ ରାଜ୍ୟରେ ଖୁବ…
ହାତୀ ଆକ୍ରମଣରେ ବନ କର୍ମଚାରୀଙ୍କ ଜୀବନ ଗଲା
ଅନୁଗୁଳ: ହାତୀ ଆକ୍ରମଣରେ ବନ କର୍ମଚାରୀଙ୍କର ମୃତ୍ୟୁ। ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳରେ।
ଅନୁଗୁଳର ଜରପଡା ଥାନା କତଡା ଗାଁରେ 8 ଟିକିଆ ହାତୀପଲ ପଶି ଆକ୍ରମଣ କରୁଥିବାବେଳେ ତାଙ୍କୁ ଘଉଡାଇବାକୁ ଯାଇ ହାତୀ…
ବିକଳାଙ୍ଗଙ୍କୁ ମାରି ସିମେଣ୍ଟ ପ୍ଳାଷ୍ଟର ଦେଇଦେଲେ ସ୍ୱାମୀ ସ୍ତ୍ରୀ, ତା ପରେ…
ଛତିଶଗଡ଼: ସାମାନ୍ୟ ଟଙ୍କା ପାଇଁ ଜଣେ ବିକଳାଙ୍ଗଙ୍କୁ ମାରି ସିମେଣ୍ଟ ପ୍ଳାଷ୍ଟର ଦେଇ ସୁଟକେସରେ ପୁରାଇ ଫୋପାଡ଼ି ଦେଲେ ସ୍ୱାମୀ ସ୍ତ୍ରୀ। ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ଛତିଶଗଡ଼ର ରାୟପୁରର ଏକ ଆବାସିକ…
ସୋଲମୀ ମୃତ୍ୟୁ ପରେ ସାମ୍ନାକୁ ଆସିଲେ ଲବ ହାଁସଦା: ୟୁଟ୍ୟୁବରେ ଭିଡିଓ ପୋଷ୍ଟ କରି ନିର୍ଯାତନା…
ଭୁବନେଶ୍ୱର: ପ୍ରେମିକା ସୋଲମୀଙ୍କ ମୃତ୍ୟୁର ଦେଢ଼ ମାସ ପରେ ସୋସିଆଲ ମିଡିଆ ବ୍ଲଗର ଲବ ହାଁସଦା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି। ୟୁଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରି ଲବ ସୋଲମୀଙ୍କ ମୃତ୍ୟୁ ସମ୍ପର୍କରେ ନିଜର ବୟାନ…
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସୁରକ୍ଷା କଡ଼ାକଡ଼ି
ପୁରୀ: ସୁରକ୍ଷା ବଳୟରେ ପୁରୀ। ଆଉ ଦିନକ ପରେ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଥିବାବେଳେ ସୁରକ୍ଷା କଡ଼ାକଡ଼ି ହୋଇଛି। ସୁରକ୍ଷା ଦାୟିତ୍ୱରେ 200 ପ୍ଲାଟୁନ ପୁଲିସ ମୁତୟନ ହେବା ସହିତ ସହଯୋଗ କରିବେ 12 ଶହ ଅଫିସର।…