Browsing Category

ରାଜ୍ୟ

ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ, ଆହୁରି ଘନୀଭୂତ ହେବାର ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଉତ୍ତର ଦିଗରେ ଏହା ଗତି କରିବ ବୋଲି ପାଣିପାଗ…

କୋଭିଡ୍ ନେଇ ଆଜି ବଡ଼ ବୈଠକ; କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିପାରେ ଗାଇଡଲାଇନ

ନୂଆଦିଲ୍ଲୀ: ଦେଶରେ କୋଭିଡ ସ୍ଥିତିକୁ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ଦିନ 12ଟାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ବୈଠକ ବସିବ । ଏଥିରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ।…

ଏହି 4 ରାଶିଙ୍କ ଉପରେ ବର୍ଷିବ ଗଣେଶଙ୍କ କୃପା, ସବୁ ବାଧା ବିଘ୍ନ ହେବ ଦୂର, ଜାଣନ୍ତୁ ଆଜିର ରାଶିଫଳ…

ମେଷ: ଆଜି ଆପଣଙ୍କର ଦିନଟି ଖୁସିରେ କଟିବ। ଶିକ୍ଷା ସହିତ ଜଡିତ ସବୁ ଇଚ୍ଛା ପୂରଣ ହେବ। ପରୀକ୍ଷାରେ ଭଲ ଫଳାଫଳ ପାଇବେ। ଏକ ଭଲ କଲେଜରେ ଆଡମିଶନ କରିବେ। ଭବିଷ୍ୟତରେ, ସୁବର୍ଣ୍ଣ ସୁଯୋଗ ପାଇବାର ଅଧିକ ସମ୍ଭାବନା…

ଆଜି 4 ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ, ଜାଣନ୍ତୁ କାରଣ

ଭୁବନେଶ୍ବର: ଆଜି ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ତେବେ ମହାବାହୁଙ୍କ ଏହି ନୀତି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ । ଦତ୍ତମହାପାତ୍ର ସେବକମାନେ ଏହି ନୀତି କରିବେ । 4 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ…

ଆଜି ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ରାୟ, ମିଳିବ କେଉଁ ଦଣ୍ଡ ?

ବଲାଙ୍ଗୀର: ଆଜି ଆସିବ ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ। ରାୟ ଶୁଣାଇବେ ପାଟଣାଗଡ଼ ADJ କୋର୍ଟ। ଦୀର୍ଘ 7 ବର୍ଷ ପରେ ମାମଲାର ଆଜି ଆସିବ ଫଇସଲା । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଦଣ୍ଡ…

ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ, ଗର୍ଭବତୀ ମହିଳାଙ୍କ ମୃତ୍ୟୁପରେ ପେଟଚିରି ଗଛମୂଳେ ଡେରିଦେଲେ

ଭୁବନେଶ୍ବର: ଆଜି ମଧ୍ୟ ଅନେକ ସ୍ଥାନରେ ଅନ୍ଧବିଶ୍ବାସ ଦେଖାଯାଉଛି । କେନ୍ଦ୍ରାପଡ଼ାକୁ ଏକ ଅଭାନୀୟ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଲୋମ ଟାଙ୍କୁରୀ ଉଠୁଛି । ତେବେ ଅନ୍ତସତ୍ତ୍ବା ମହିଳାଙ୍କ ମୃତ୍ୟୁ ପରେ ତାଙ୍କ…

31 ତାରିଖ ଯାଏଁ ପ୍ରବଳ ବର୍ଷିବ, ଆଜି ପାଇଁ 4 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଛି । ତେବେ ଆସନ୍ତା 31 ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 4 ଜିଲ୍ଲାକୁ…

ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆର ୩ ଜଣିଆ ସଦସ୍ୟଙ୍କୁ ନିଯୁକ୍ତି, ସମ୍ବିତ ପାତ୍ର ସାମିଲ

ଭୁବନେଶ୍ବର: ସମ୍ବିତ ପାତ୍ର ହେଲେ ପ୍ରେସ କାଉନସିଲର ସଦସ୍ୟ । ନରେ ଗଣପତ ମାସକେ ଏବଂ କାଳୀଚରଣ ମୁଣ୍ଡା ସଦସ୍ୟରେ ରହିଛନ୍ତି । ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆର ୩ ଜଣିଆ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ୩…

ବେଦାନ୍ତ ଆଲୁମିନିୟମ ଚାଷୀମାନଙ୍କ ସହିତ ମିଶି ପାଳନ କଲା ବିଶ୍ୱ ମହୁମାଛି ଦିବସ

ଝାରସୁଗୁଡ଼ା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ଲାଇକେରାରେ ଏକ ସ୍ପନ୍ଦନଶୀଳ ସମ୍ପ୍ରଦାୟ କାର୍ଯ୍ୟକ୍ରମ ଆୟୋଜନ କରି ବିଶ୍ୱ ମହୁମାଛି ଦିବସ ପାଳନ କରିଛି। ଯାହା ଏହାର ବେଦମୃତ ମହୁ…

୩୦ରୁ ୪୦ ମାଓବାଦୀ ଲୁଟି ନେଲେ ବିସ୍ଫୋରକ, ପଥର ଖଣିକୁ ଆସିଲା ବେଳେ ଲୁଟ୍‌

ବଣାଇ: ବିସ୍ଫୋରକ ସାମଗ୍ରୀ ଲୁଟି ନେଲେ ମାଓବାଦୀ। ସୁନ୍ଦରଗଡ଼ରୁ ବାଙ୍କୋ ପଥର ଖଣିକୁ ଆସିଲା ବେଳେ ଏହି ଲୁଟି ହୋଇଛି। ପ୍ରାୟ ୩୦ରୁ ୪୦ ମାଓବାଦୀ ଆସି ଲୁଟ କରିଥିବା ସୂଚନା ମିଳିଛି। ଟ୍ରକରେ ଆସୁଥିବା ଦେଢ ଟନ୍‌ରୁ…