Browsing Category
ରାଜ୍ୟ
ପୋଲିସ କର୍ମଚାରୀଙ୍କ ଉପରକୁ ବାଇକ୍ ଚଢ଼ାଇ ଦେଲେ ଚାଳକ, ଡାହାଣ ଗୋଡ଼ରେ ଲାଗିଛି ଆଘାତ
ସୁବର୍ଣ୍ଣପୁର (ଭାସ୍କର ନ୍ୟୁଜ୍): ଗାଡି ଚେକିଂ ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ଚଢ଼ିଯାଇଛି ବାଇକ୍ । ସେ ଗୁରୁତର ଆହତ ହୋଇଛନ୍ତି । ସନ୍ଧ୍ୟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧିନସ୍ଥ କମସରା ଫାଣ୍ଡି…
ଆଜି ଓଡ଼ିଶା ଆସିବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, ଆସନ୍ତାକାଲି ପୁରୀ ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ
ନୂଆଦିଲ୍ଲୀ, ୨୩ା୯: ଆଜି ଓଡ଼ିଶା ଗସ୍ତରେ ଆସିବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି. ରମନ୍ନା । ପ୍ରଧାନ ବିଚାରପତିଙ୍କ ୨ ଦିନିଆ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଗୁରୁବାର ରାଜ୍ୟ ପ୍ରଶାସନ ପକ୍ଷରୁ…
ମହାରାଷ୍ଟ୍ରରେ ଛାତିଥରା ଘଟଣା: ନାବାଳିକାଙ୍କୁ ୯ମାସରେ ଧରି ଗଣଦୁଷ୍କର୍ମ କଲେ ୩୦ ଅଭିଯୁକ୍ତ, ୨୬ ଗିରଫ
ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଘଟିଛି ଭୟାନକ ଘଟଣା । ଯାହା ମାନବିକତାର ସମସ୍ତ ସୀମାକୁ ଟପିଛି । ଜିଲ୍ଲାରେ ଜଣେ ନାବାଳିକାକୁ ୩୦ ଜଣ ଗଣଦୁଷ୍କର୍ମ କରିଥିବା ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଦୀର୍ଘ ୯…
ଆସୁଛି ଆଉ ଏକ ଲଘୁଚାପ, ୨୫ରୁ ୨୭ ଯାଏଁ ପ୍ରବଳ ଛେଚିବ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ମିଆଁମାର ଉପକୂଳ ଓ ତତ୍ସଂଲଗ୍ନ ମାର୍ଟାବାନ୍ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଉତ୍ତର-ପଶ୍ଚିମ, ଉତ୍ତର-ପୂର୍ବ ଦିଗକୁ ଗତି…
ନିମାପଡା ରାସ୍ତାରେ ଷଣ୍ଢ ଆତଙ୍କ, ବୁଲା ଷଣ୍ଢ ଆକ୍ରମଣରେ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀ ଗୁରୁତର
ନିମାପଡା (ଭାସ୍କର ନ୍ୟୁଜ): ନିମାପଡା ବିଜ୍ଞାପିତ ଅଂଚଳ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି ବୁଲା ଗୋରୁ ଓ ଷଣ୍ଢ । ଯାହାଦ୍ୱାରା ଲୋକମାନଙ୍କୁ ଆକ୍ରମଣ କରିବା ସହିତ ଗ୍ରୋସରୀ ସାମଗ୍ରୀ, ପନିପରିବା ବାଇକରୁ ଭିଡି ଖାଇବା ସହ…
ଦୂତି ଚାନ୍ଦଙ୍କ ଦବଙ୍ଗଗିରି, କୋଭିଡ ଗାଇଡଲାଇନକୁ ଉଲଂଘନ କରି ପୋଲିସକୁ ନାଲି ଆଖି
ଭୁବନେଶ୍ୱର(ଓଡିଶା ଭାସ୍କର): ଧାବିକା ଦୂତି ଚାନ୍ଦଙ୍କ ଦବଙ୍ଗଗିରି । କୋଭିଡ ଗାଇଡଲାଇନକୁ ଉଲଂଘନ କରି ଭସାଣି କରି ହଟହଟା ହୋଇଛନ୍ତି ଦୂତି । କୁଆଖିଆ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ ରେ ବିନା ଅନୁମତିରେ କୋଭିଡ୍…
ପୁଣି ବୁର୍ଲା ଭିସୁଟ୍ ରେ ଛାତ୍ରଙ୍କୁ ରାଗିଂ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୁର୍ଲା ଭିସୁଟ୍ ରେ ପୁଣି ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଜେ;ଣ ତୃତୀୟ ବର୍ଷ ଛାତ୍ରଙ୍କୁ ଚତୁର୍ଥ ବର୍ଷ ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି । କାଲି ରାତିରେ ଏକ…
କଳିଙ୍ଗ ଷ୍ଟାଡିୟମରେ ହେବ ଦ୍ଵାଦଶତମ ଜୁନିୟର ବିଶ୍ଵକପ୍ ହକି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଫେରିଲା ହକି ମହାକୁମ୍ଭ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ରେ ହେବାକୁ ଯାଉଛି ଦ୍ୱାଦଶତମ ଜୁନିୟର୍ ହକି ବିଶ୍ୱକପ୍ । ତେବେ ଏହି ପରିପ୍ରେକ୍ଷୀରେ ବିଶ୍ୱକପର ଟ୍ରଫି ଉନ୍ମୋଚନ…
ଜଳଦ ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଳଦ ତ୍ରିପାଠୀ ହେଲେ ରାଜ୍ୟର ମୁଖ୍ୟ ସୂଚନା କମିଶନର । ତାଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ତାମିଲନାଡ଼ୁ ପୋଲିସ୍ ଡିଜି ଦାୟିତ୍ୱ ତୁଲାଇଛନ୍ତି ଜଳଦ…
ପ୍ରକାଶ ପାଇଲା +୩ ଦ୍ୱିତୀୟ କଟ୍ ଅଫ୍ ଲିଷ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): +୩ ନାମଲେଖା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । ୨ୟ ପର୍ଯ୍ୟାୟ ମେରିଟ ଲିଷ୍ଟରେ ୪୦,୬୧୧ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ହାୟର ଅପ୍ସନ ଆବେଦନ ୩୬,୬୮୩…