Browsing Category

ରାଜ୍ୟ

ଆଜିଠୁ +୨ ନାମଲେଖା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ +୨ ପାଇଁ ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଡମିଶନ ସମୟରେ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ କଲେଜଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଅଫଲାଇନ୍ ବ୍ୟତୀତ…

ମହିଳାଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କଲେ ଦୁର୍ବୃତ୍ତ; ମାରଣାସ୍ତ୍ର ଦେଖାଇ ଆକ୍ରମଣ କଲେ

ନିମାପଡା (ଭାସ୍କର ନ୍ୟୁଜ): ନିମାପଡା ଥାନା ରଡ ବଜାରରେ କେତେକ ବ୍ୟକ୍ତି ହାତରେ ମାରଣାସ୍ତ୍ର ଧରି ମହିଳାଙ୍କ ଘରେ ପଶି ଆକ୍ରମଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ଆକ୍ରମଣକାରୀଙ୍କ ଆକ୍ରମଣରେ…

ଲଗାଣ ବର୍ଷାରେ ବାଲେଶ୍ୱର ବେହାଲ

ବାଲେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ରେକର୍ଡ ବର୍ଷାରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ଉପୁଜିଛି । ଏହାରି ମଧ୍ୟରେ ଲଗାଣ ବର୍ଷାରେ…

ଏସ୍‌ସିବିରେ ଏକ୍‌ମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ, ଏବେ ଆଉ ୨ ଜଣଙ୍କ ଚାଲିଛି ଚିକିତ୍ସା

କଟକ,(ଭାସ୍କର ନ୍ୟୁଜ୍‌): କଟକ ବଡ଼ ଡାକ୍ତରଖାନାରେ ଏକ୍‌ମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏସ୍‌ସିବିରେ ଏକମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥାଇ ପ୍ରାଣ ହରାଇବାରେ ସେ ହେଉଛନ୍ତି…

ବ୍ରାଉନ୍‌ସୁଗର ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ୨୫ ଗ୍ରାମ ଧଳାଜହର ସହ ବାଇକ ଓ ମୋବାଇଲ ଜବତ, ୨ ଗିରଫ

ଜଗତସିଂହପୁର (ଭାସ୍କର ନ୍ୟୁଜ): ଜଗତସିଂହପୁର ଥାନା ପକ୍ଷରୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋମବାର ରାତି ପ୍ରାୟ ୭.୩୦ ମିନିଟ୍‌ ସମୟରେ ପୁଲିସ ପକ୍ଷରୁ ଅଚାନକ ଭାବେ ଚଢ଼ାଉ କରାଯାଇ ସ୍ଥାନୀୟ ଓଡିଶୋ ନିକଟରୁ ଏକ ପଲିଥିନ…

୧୭ରୁ ରାଜ୍ୟରେ ପୁଣି ବର୍ଷା, ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । କାଲିଠାରୁ ବର୍ଷାର ପ୍ରଭାବ କମିବ ବୋଳି କୁହାଯାଉଥିବା ବେଳେ ୧୭ ତାରିଖଠାରୁ ରାଜ୍ୟରେ ପୁଣି ବର୍ଷା…

କଟକ SCBରେ ଖସିଲା ସିଲିଂ

କଟକ(ଓଡ଼ିଶା ଭାସ୍କର): କଟକ ଏସସିବି ସର୍ଜରୀ ଆଉଟଡୋର ଟିକେଟ ଛାତ ସିଲିଂ ଖସିଯାଇଛି । ଓପିଡିରେ ଟିକେଟ କଟାଯାଉଥିବା ବେଳେ ଲଗାଣ ବର୍ଷା କାରଣରୁ ସିଲିଂ ଖସିଛି । ତେବେ ଏଥିରେ କେହି ବି ଆହତ ହୋଇନଥିବା ସୂଚନା ମିଳିଛି ।…

ଜଳ ସମ୍ପଦ ବିଭାଗର ସବୁ ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଳ ସମ୍ପଦ ବିଭାଗର ସବୁ ଅଧିକାରୀଙ୍କ ଛୁଟି ବାତିଲ କରିଦିଆଯାଇଛି । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ୍ ସାମଲ ଏନେଇ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି…

ପ୍ରବଳ ବର୍ଷାର ପ୍ରଭାବ: ନାଳରେ ଭାସିଗଲେ ଚାଷୀ

ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ଲଗାଣ ବର୍ଷା ଲାଗି ରହିଛି । ତେଣୁ ବିଭିନ୍ନ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଥିବା ପରି ପରିଲକ୍ଷିତ ହେଉଛି । ତେବେ ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଜଣେ ଚାଷୀ…

ଲଗାଣ ବର୍ଷାକୁ ନେଇ କ’ଣ କହୁଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଜାଣନ୍ତୁ

ଭୁବନେଶ୍ୱର,(ଓଡିଶା ଭାସ୍କର): ଆଗାମୀ ୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ…