Browsing Category

ରାଜ୍ୟ

ଗିରଫ ହେଲେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାନବବାଦ୍ ସଂଗଠନ ମୁଖ୍ୟ ମାନସ ଦାସ ଗିରଫ ହୋଇଛନ୍ତି । ଏନଇ ସୂଚନା ମିଳିଛି । ଖୋର୍ଦ୍ଧା ପୋଳିସ୍ ମାନସ ଦାସଙ୍କୁ ତାଙ୍କ ବାସଭବନରୁ ଉଠାଇ ନେଇଛି । ତାଙ୍କ ନାମରେ ନିର୍ଯ୍ୟାତନା ଓ ହତ୍ୟା…

IAS ସ୍ତରରେ ଅଦଳବଦଳ, କେନ୍ଦ୍ରୀୟ ଡେପୁଟେସନରେ ଗଲେ ପ୍ରମୋଦ କୁମାର ମେହେର୍ଦ୍ଦା

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।  ରାଜ୍ୟପାଳଙ୍କ ସଚିବ ତଥା କମିଶନର ଥିବା ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରିଲିଭ…

ନନ୍ଦନକାନନରେ ବାଘ ଆତଙ୍କ, ଶେଷରେ ଖୁଆଡ଼କୁ ଫେରାଇ ଆଣିଲେ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ୩୩ ନମ୍ବର ଖୁଆଡ଼ରୁ ଏକ ବାଘ ପଛପଟ ଜାଲିକୁ ଭାଙ୍ଗି ବାହାରି ଆସିଥିଲା । ସଫାରୀରୁ ଜାଲି ଛିଣ୍ଡାଇ ଖସିଯାଇଥିଲା ଏହି ବାଘ…

ଅସହାୟ ମହିଳାଙ୍କ ଶେଷକୃତ୍ୟ କଲେ ଡ଼ାକ୍ତର; ପ୍ରଶଂସାରେ ଏମିତି ଲେଖିଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର(ଓଡ଼ିଶା ଭାସ୍କର):ପୁଣି ଚର୍ଚ୍ଚାରେ ବୁର୍ଲା ଭୀମସାର ର ଆବାସିକ ଡାକ୍ତର ତଥା ସମାଜ ସେବୀ ଡାକ୍ତର ଶଙ୍କର ରାମଚନ୍ଦାନୀ । କେତେବେଳେ ଗରିବ ଙ୍କ ପାଇଁ ଏକ ଟଙ୍କିଆ କ୍ଲିନିକ ତ କେତେବେଳେ ଅସହାୟ କୁଷ୍ଠ ରୋଗୀଙ୍କୁ…

ରାଜ୍ୟରେ କମିଲା ମୃତ୍ୟୁସଂଖ୍ୟା, ଆଜି ୬ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଥିବା ବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ହଠାତ୍ କମିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।…

ରାଜ୍ୟରୁ ପୁଣି ବାହାରିଲେ ୭୫୪ ଆକ୍ରାନ୍ତ, ଜାଣନ୍ତୁ ଶିଶୁ କେତେ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

ଗଣେଶ ପୂଜା ପାଇଁ ଆସିଲା BMCର ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କଟକଣା ବି କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଗଣେଶ ପୂଜା ପାଇଁ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ଗାଇଡଲାଇନ୍…

ୟାକୁବ ହତ୍ୟାକାଣ୍ଡ ମାମଲା: ୭ ବର୍ଷ ପରେ ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଶଙ୍କର

କଟକ (ଭାସ୍କର ନ୍ୟୁଜ୍‌): ଦୀର୍ଘ ୭ ବର୍ଷ ପରେ କଟକ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ୟାକୁବ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍‌ ପୋଲିସ । ଅଭିଯୁକ୍ତ ରାଜ୍ୟ ବାହାରକୁ…

ରାଜଧାନୀ ରାସ୍ତାକଡରୁ ଡେଲିଭରୀ ବୟର ମୃତଦେହ ଉଦ୍ଧାର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ରାସ୍ତାକଡରୁ ଜଣେ ଡେଲିଭରୀ ବୟଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଜୟଦେବ ବିହାରର ବିଜୁ ପଟ୍ଟନାୟକ କଲେଜ ଛକ ପାଖରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।…

ରାଜ୍ୟରେ ୧୨ ଘଣ୍ଟା ପଯ୍ୟନ୍ତ ବନ୍ଦ ରହିବ ଏହି ସହର, ଜାଣନ୍ତୁ କେଉଁଠି

ସୁବର୍ଣ୍ଣପୁର(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁରରେ ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ ପାଳନ ହୋଇଛି । ୪ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ ହୋଇଛି । ତେବେ ବୀରମହାରାଜପୁରକୁ ଏନଏସି ଘୋଷଣା ଦାବିରେ…