Browsing Category

ରାଜ୍ୟ

ଅଗଷ୍ଟ ୨୭ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୭ ତାରିଖରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ଅଗଷ୍ଟ ୨୭ରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେପ୍ଟେମ୍ବର ୧ରୁ ବିଧାନସଭା ଅଧିବେଶନ ଥିବାରୁ…

ଲଗାତର ତୃତୀୟ ଦିନ ଡିଜେଲ୍ ହେଲା ଶସ୍ତା, ପେଟ୍ରୋଲ ଦାମ୍ ସ୍ଥିର; ଜାଣନ୍ତୁ ଆପଣଙ୍କ ସହରର ତୈଳଦର

ନୂଆଦିଲ୍ଳୀ: ସରକାରୀ ତୈଳ କମ୍ପାନୀ ପକ୍ଷରୁ ଆଜି ତୃତୀୟ ଦିନ ପେଟ୍ରୋଲ୍ ଦାମ୍ ସ୍ଥିର ରହିଥିବା ବେଳେ ଡିଜେଲ୍ ଶସ୍ତା ହୋଇଛି । ଡିଜେଲ୍ ଦର ୧୮ ପଇସାରୁ ୨୦ ପଇସା ହ୍ରାସ ପାଇଛି । ଆଜି ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ୧୦୧.୮୪…

ଭୁବନେଶ୍ୱର IITରେ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଭୁବନେଶ୍ୱର ଆଇଆଇଟିରେ ପହଞ୍ଚିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କ୍ୟାମ୍ପସରେ ନିର୍ମାଣ ହୋଇଥିବା ଦୁଇଟି ବିଲ୍ଡିଂର ଉଦଘାଟନ କରିଛନ୍ତି ଶ୍ରୀ ପ୍ରଧାନ । ଋଷିକୁଲ୍ୟା…

କାଲି ଅପେକ୍ଷା ବଢ଼ିଲା ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ପୁଣି ନେଲା ୬୯ ମୁଣ୍ଡ

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…

ରାଜ୍ୟରେ ପୁଣି ୯୮୬ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି…

ସାବଧାନ୍! ଆସନ୍ତା ୨ ଘଣ୍ଟା ପାଇଁ ୩ ଜିଲ୍ଲାକୁ ବଜ୍ରପାତ ସତର୍କତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି । ଏହାରି ମଧ୍ୟରେ ଆସନ୍ତା ଘଣ୍ଟା ପାଇଁ ୩ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ୨ ଘଣ୍ଟା ପାଇଁ ୩ ଜିଲ୍ଲାରେ ବର୍ଷା ସହ ବଜ୍ରପାତ…

ଶିଳ୍ପପତି ତାରା ପଟ୍ଟନାୟକ ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଫାଲକନ୍‌ ଗ୍ରୁପ୍ ଅଫ୍‌ କମ୍ପାନୀର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ…

ସେକ୍‌ ରେହେମାନ୍‌ ହତ୍ୟା ମାମଲାର ମୁଖ୍ୟ ଆସାମୀ ଦାରା ସିଂ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ (ଭାସ୍କର ନ୍ୟୁଜ୍‌): ବହୁ ଚର୍ଚ୍ଚିତ ମୟୂରଭଞ୍ଜ ଲୁଗା ବ୍ୟବସାୟୀ ସେକ୍‌ ରେହେମାନ୍‌ ହତ୍ୟା ମାମଲାରେ ଆସାମୀ ଦାରା ସିଂଙ୍କ ଆବେଦନର ଶୁଣାଣି ଶେଷ ହୋଇଯାଇଛି । ହାଇକୋର୍ଟ ଏହାର ଶୁଣାଣି ଶେଷ କରି ମାମଲାର ରାୟକୁ…

ଅଗଷ୍ଟ ୨୩ରୁ ଆରମ୍ଭ ହେବ ନୂଆ ‘LL’ ପାଇଁ ଆବେଦନ ପ୍ରକ୍ରିୟା

କଟକ,(ଭାସ୍କର ନ୍ୟୁଜ): ଆସନ୍ତା ୨୩ ତାରିଖରୁ ପୁଣି ଥରେ ଏଲ୍‌ଏଲ୍‌ ପାଇଁ ଆବେଦନ କରିବାକୁ ରାଜ୍ୟ ପରିବହନ କମିସନର (ଏସ୍‌ଟିଏ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତ୍ୟେକ ଆରଟିଓ ନୂଆ ଏଲ୍‌ଏଲ୍‌…

ଆଜି ମାଲକାନଗିରିରେ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ । ମାଲକାନଗିରି ଜିଲ୍ଲାରୁ ଏହି ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ…