Browsing Category

ରାଜ୍ୟ

ପୁଣି ଥରେ ବଢିଲା OJEE ଅବଧି; ଜାଣନ୍ତୁ କେବେ ରହିଛି ଅନ୍ତିମ ତାରିଖ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଓଜେଇଇ ୨୦୨୧ର ଅବଧି ପୁନର୍ବାର ବୃଦ୍ଧି କରାଯାଇଛି । ବି ଟେକ୍ ବ୍ୟତିତ ଅନ୍ୟ ସମସ୍ତ କୋର୍ସ ପାଇଁ ଫର୍ମ ପୂରଣ ଅବଧି ଅଗଷ୍ଟ ୧୮ ଯାଏଁ ବଢାଇ ଦିଆଯାଇଛି ।…

ଗାନ୍ଧିଜୀଙ୍କ ଓଡ଼ିଶା ଆବିଷ୍କାର ପୁସ୍ତକର ଲୋକାର୍ପଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନ ପୁସ୍ତକ ଲୋକାର୍ପଣ । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଲିଖିତ ପୁସ୍ତକର ଲୋକାର୍ପଣ ହୋଇଯାଇଛି । ଉକ୍ତ ଲୋକାର୍ପଣ…

ଖୋର୍ଦ୍ଧାରେ ବିଜେଡିର ମିଶ୍ରଣ ପର୍ବ;ଯୋଗ ଦେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଜେଡି ରାଜ୍ୟ କାର୍ୟ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରୁ କଂଗ୍ରେସ ଓ ବିଜେପି ର ବହୁ ସଂଖ୍ୟାରେ ବିଜେଡି ରେ ଯୋଗଦେଇଛନ୍ତି । ଏହି…

୧୩ ବଗି ଲାଇନଚ୍ୟୁତ; ରେଳ ଚଳାଚଳ ବ୍ୟାହତ

ଭଦ୍ରକ(ଓଡ଼ିଶା ଭାସ୍କର): ଭଦ୍ରକରେ ଏକ ଟ୍ରେନର ୧୩ଟି ବଗି ଲାଇନଚ୍ୟୁତ ହୋଇଛି । ମାଲଗାଡିର ୧୩ଟି ଡବା ଲାଇନଚ୍ୟୁତ ହେବା ଫଳରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି । ଚରମ୍ପା ନିକଟସ୍ଥ ଧାମରାରେ ମାଲଗାଡିର ୧୩ଟି ଡବା ଲାଇନ…

ଦୁଇଶହ ପରିବାର ୩ ମାସ ହେଲା ଜଳବନ୍ଦୀ, ପ୍ରଶାସନ ଶୋଇଛି

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରାସାହା ପଞ୍ଚାୟତ ୯ ନଂ ଓ ୭ ନଂ ୱାର୍ଡର ଦୁଇ ଶହ ପରିବାର ୩ ମାସ ଧରି ଜଳଘେରିରେ ଅଛନ୍ତି । ହେଲେ ଶୋଇପଡ଼ିଛି ପ୍ରଶାସନ । ୯ନଂ ୱାର୍ଡର ୧୫୦ ପରିବାର…

ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ; ଚିଠି ଲେଖିଲେ ବିଜେପି ସାଂସଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ଚିଠି ଲେଖିଛନ୍ତି ବିଜେପି ସାଂସଦ । ରାଜ୍ୟରେ ଏହି ଯୋଜନା ଲାଗୁ ଦାବିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କୁ ଚିଠି…

‘ବବି, ପାଣ୍ଡିଆନ୍ ହେଉଛନ୍ତି ମଣିମାଙ୍କ ଦୁଇ ଆଖି’, ସୌମ୍ୟ କହିଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ବବି ଆଉ ପାଣ୍ଡିଆନ୍ ହେଉଛନ୍ତି ମଣିମାଙ୍କ ଦୁଇ ଆଖି । ତେବେ ଏହି ଦୁଇଟି ଆଖି ସବୁବେଳେ ସତ କହିବେ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ତେଣୁ ଚତୁର ଶାସକଙ୍କୁ ତୃତୀୟ ନୟନ ଦରକାର । ଏଭଳି ମର୍ମରେ…

ରାଜ୍ୟରେ ୧୧,୪୫୦ ଶିକ୍ଷକ ପଦବୀ ପୂରଣ ପାଇଁ ଚାଲିଛି ବ୍ୟବସ୍ଥା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ଶିକ୍ଷା ଓ ଅର୍ଥନୀତିରେ ଅଧିକ ପ୍ରଭାବ ପଡ଼ିଛି । ଏହାରି ମଧ୍ୟରେ ରାଜ୍ୟରେ ୧୧,୪୫୦ ଶିକ୍ଷକ ପଦବୀ ପୂରଣ ପାଇଁ ବ୍ୟବସ୍ଥା କରାଯାଉଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ କଟକଣା କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ…

ଆସନ୍ତା ୧୨ରୁ +୨ ଆଡମିଶନ, ଫି’ ବୃଦ୍ଧିକୁ ନେଇ ଏପରି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳ ମଧ୍ୟରେ ଆସନ୍ତା ୧୨ ତାରିଖଠାରୁ ଆରମ୍ଭ ହେବ +୨ ଆଡମିଶନ ପ୍ରକ୍ରିୟା । ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଯେ,…