Browsing Category

ରାଜ୍ୟ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୧୫ ଜଣ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ ଜିଲ୍ଲାରୁ କେତେ…

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ ।   କିଛିଦିନ ପୂର୍ବରୁ ଧିରେ ଧିରେ ସଂକ୍ରମଣ କମୁଥିବା ବେଳେ ୨ଦିନ ହେବ ଗ୍ରାଫ୍ ସାମାନ୍ୟ…

ଘରେ ଏକୁଟିଆ ଥିବା ମାଲିକାଣୀଙ୍କ ତଣ୍ଟି ଚିପି ହତ୍ୟାକଲା ଟ୍ରାକ୍ଟର ଚାଳକ: ୬ ଭାରି ସୁନା, ଟଙ୍କା ନେଇ ଚମ୍ପଟ ମାରିଲା ଅଭିଯୁକ୍ତ

କଣିହାଁ (ଭାସ୍କର ନ୍ୟୁଜ୍‌): ଚୋରି କରିବା ଉଦେଶ୍ୟ ରଖି ମାଲିକାଣୀଙ୍କୁ ହତ୍ୟା କରିବା ନେଇ କଣିହାଁ ଥାନାରେ ଅଭିଯୋଗ ହୋଇଛି । ଏନେଇ କଣିହାଁ ଥାନାରେ କେସ୍‌ ନଂ-୨୦୦/୨୧ରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ୍‌…

କମିଶନରେଟ ପୋଲିସରେ ଅଦଳବଦଳ; କଟକ ସହକାରୀ ଡିସିପି ହେଲେ ଅନୀଲ କୁମାର ମିଶ୍ର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କମିଶନରେଟ ପୋଲିସରେ ବଡ ଧରଣର ଅଦଳ ବଦଳ ହୋଇଛି । ଟ୍ୱିନ ସିଟିରେ ବିଭିନ୍ନ ସ୍ଥାନରେ ରହିଥିବା ପୋଲିସ ଅଧିକାରୀ ମାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ନିଯୁକ୍ତ କରାଯାଇଛି । ୧୦ ଜଣ ପୋଲିସ…

ମୋ ପେଟରେ ଲକ୍ଷ୍ମଣର ଛୁଆ; ନ୍ୟାୟ ମାଗୁଛି ୧୩ ବର୍ଷର ନାବାଳିକା

ରାଉରକେଲା (ଓଡ଼ିଶା ଭାସ୍କର): ୧୩ ବର୍ଷୀୟ ବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ଅନ୍ତସତ୍ତ୍ୱା କରି ଫେରାର ହୋଇଯାଇଛି ପ୍ରେମିକ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ୬ ମାସର ଅନ୍ତଃସତ୍ତ୍ୱା କରି…

ନୂତନ ଜାତୀୟ ରାଜପଥ ଟ୍ରାଫିକ ଥାନା ଉଦଘାଟନ କଲେ ଡିଜିପି ଅଭୟ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କଟକ ସଦର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ନିକଟସ୍ଥ ପ୍ରତାପନଗରୀ ଠାରେ ନୂତନ ଜାତୀୟ ରାଜପଥ ଟ୍ରାଫିକ ଥାନାକୁ ଉଦଘାଟନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଆୟୋଜିତ ଏହି ଉଦଘାଟନ…

ରିମାଣ୍ଡରେ ଗଲେ କୋଟିପତି ପିଏସ୍ ବିରଞ୍ଚି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗିରଫ ହୋଇଥିବା କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ରିମାଣ୍ଡରେ ନେଇଛି ଭିଜିଲାନ୍ସ । କୋଟିପତି ପିଏସଓଙ୍କୁ ଭିଜିଲାନ୍ସ ୪ ଦିନିଆ ରିମାଣ୍ଡରେ ନେଇଛି । ଓଏସଏସସିର ଅନ୍ୟ କୌଣସି…

ସିବିଏସଇ ଦ୍ୱାଦଶରେ ଟପ୍ପର ଓଡ଼ିଆ ଝିଅ ଅମ୍ରିତା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଓଡ଼ିଆ ଝିଅଙ୍କ କୃତିତ୍ୱ । ମୋଟ ୫୦୦ ମାର୍କକୁ ୪୯୯ ମାର୍କ ରଖି ଟପ୍ କରିଛନ୍ତି ଓଡ଼ିଆ ଝିଅ ଅମ୍ରିତା ବେହୁରା । ସେ ସମସ୍ତ ବିଷୟରେ A-1 ଗ୍ରେଡ୍…

ସାଇବର୍ ଠକେଇର ଶିକାର ହେଲେ ବୃଦ୍ଧ, ଲୁଟିନେଲେ ୭୩ ହଜାର ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଡ଼ ଧରଣର ସାଇବର୍ ଠକେଇର ଶିକାର ହୋଇଛନ୍ତି ଜଣେ ବୃଦ୍ଧ । ସାଇବର୍ ଲୁଟେରା ମାନେ ଚାଲାକି କରି ବୃଦ୍ଧଙ୍କ ଠାରୁ ଲୁଟିନେଇଛନ୍ତି ୭୩ ହଜାର ଟଙ୍କା । ଲୁଟ୍ ର ଶିକାର ହେବା ପରେ ଏବେ ଗଣମାଧ୍ୟମ…

ବିଦ୍ୟାଭାରତୀ ଦେଖେଇବେ ଡେମୋ! ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟରୁ ଖୋଲିବ ପରଦା

ଓଡ଼ିଶା ଭାସ୍କର ବ୍ୟୁରୋ: ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟରୁ ଖୋଲିବ ପରଦା। ତାଙ୍କ ପତ୍ନୀ ବିଦ୍ୟାଭାରତୀ ଦେଖାଇବେ ଡେମୋ। ବିଦ୍ୟାଙ୍କୁ ପୁଣି ଜେରା ପାଇଁ କପ୍ତିପଦାରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସର ୪ ଜଣିଆ ଟିମ୍।…

ଅଫଲାଇନ୍ ପରୀକ୍ଷାରେ ତ୍ରୁଟି: ରେଗୁଲାର୍ ପିଲାଙ୍କୁ ଦିଆଗଲା ଏକ୍ସରେଗୁଲାର୍ ପ୍ରଶ୍ନ!

କଟକ(ଓଡ଼ିଶା ଭାସ୍କର): ମାଟ୍ରିକ୍ ଅଫଲାଇନ୍ ରେ ପରୀକ୍ଷାରେ ସାଂଘାତିକ ତ୍ରୁଟି । କଟକ ବୋର୍ଡ ହାଇସ୍କୁଲ୍ ରେ ଚାଲିଥିବା ପରୀକ୍ଷାରେ ତ୍ରୁଟି କରାଯାଇଥିବା ଖବର ସାମନାକୁ ଆସିଛି । ପରୀକ୍ଷାରେ ରେଗୁଲାର୍ ପିଲାଙ୍କୁ ୨୦୧୪ର…