Browsing Category
ରାଜ୍ୟ
ରାଜ୍ୟ ମନ୍ତ୍ରିମଣ୍ଡଳରୁ ବିଦା ହେବେ ୪ ମନ୍ତ୍ରୀ! ଏବେଠାରୁ ଆରମ୍ଭ ହେଲାଣି ବ୍ଲୁ ପ୍ରିଣ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ପରେ ଏବେ ରାଜ୍ୟର ପାଳି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ମନ୍ତ୍ରିମଣ୍ଡଳର କିଛି ପୁରୁଣା…
ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ଲାଗୁ ହେଲା ୧୪୪ ଧାରା
ବାରିପଦା: ଆଜିଠାରୁ ବାରିପଦା ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି । ଆଜିଠାରୁ ଆରମ୍ଭ କରି ବାହୁଡ଼ା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେଠାକାର…
ଆଜି ରାଜ୍ୟରେ ୬୮ ଜଣଙ୍କର କରୋନାରେ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ଆଠଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୯୩୦ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଗତ ୩ ମାସର ବ୍ୟବଧାନ ପରେ ପ୍ରଥମ ଥର ପାଇଁ ଗତକାଲି ୨ ହଜାର ତଳକୁ ଦୈନିକ ସଂକ୍ରମଣ ଖସିଥିଲା । ଗତ ଏପ୍ରିଲ ୧୨…
ଜୁଲାଇ ୪ରୁ ଆସିଲାଣି କରୋନାର ତୃତୀୟ ଲହର, ନିୟମ ଭାଙ୍ଗିଲେ ଉପୁଜିବ ଭୟଙ୍କର ସ୍ଥିତି: ବିଶେଷଜ୍ଞ
ହାଇଦ୍ରାବାଦ (ଓଡ଼ିଶା ଭାସ୍କର): କୋଭିଡର ତୃତୀୟ ଲହର ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଆସିବ ବୋଲି ଏସ୍ବିଆଇ ନିଜ ରିପୋର୍ଟରେ କହିଥିଲା । ହେଲେ ଜୁଲାଇ ୪ ତାରିଖରୁ କୋଭିଡର ତୃତୀୟ ଲହର ଆରମ୍ଭ ହୋଇଯାଇଛି ବୋଲି ୟୁନିଭର୍ସିଟି…
ଆଜି ଜନ୍ମବେଦିକୁ ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ, ସ୍ୱତନ୍ତ୍ର ଷ୍ଟଲରେ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା
ପୁରୀ (ଓଡ଼ିଶା ଭାସ୍କର) : ଶ୍ରୀଜିଉଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସୋମବାର ଅନୁଷ୍ଠିତ ହୋଇଛି । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଷାଢ ମାସ ଶୁକ୍ଳକ୍ଷ…
ମହିଳା ଚେସ୍ ବିଶ୍ୱକପ୍: ବିଜୟରୁ ପଦ୍ମିନୀଙ୍କ ଅଭିଯାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଶାର ଚେସ ଖେଳାଳି ପଦ୍ମିନୀ ରାଉତ ବିଜୟରୁ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛନ୍ତି । ଆଇଏମ୍ ପଦ୍ମିନୀ ପ୍ରଥମ ରାଉଣ୍ଡରେ ଆଜରବୈଜାନର ଡବ୍ଲ୍ୟୁଜିଏମ୍ ଉଲଭିୟା ଫାଟାଲିୟେଭାଙ୍କୁ…
ଶ୍ରୀମନ୍ଦିର ଦ୍ୱାର ରୂପାଛାଉଣୀକୁ ASIର ଅନୁମତି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ଦ୍ୱାରକୁ ରୂପା ଛାଉଣୀ କରିବାକୁ ଅନୁମତି ମିଳିଛି । ଭାରତୀୟ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ସୋମବାର ଏହି ଅନୁମତି ପ୍ରଦାନ କରାଯାଇଛି । ଏହା ସହିତ ଆସନ୍ତା ୧୪ ତାରିଖରେ…
ରେଲୱେ କେବୁଲ ଚୋରି କରି ୬ ଗିରଫ
କୋରାପୁଟ: ରେଲୱେ କେବୁଲ ଚୋରି କରିବା ଅଭିଯୋଗରେ ଜୟପୁର ଆରପିଏଫର ଏସଆଇ ଏକେ ମିଶ୍ରଙ୍କ ଦ୍ୱାରା ୬ ଜଣ ଗିରଫ । ସୂଚନା ଅନୁଯାୟୀ, ୧୨ ତାରିଖ ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ବୁତ୍ତମାନେ ରେଲୱେ କେବୁଲ ଚୋରି କରି ଏକ…
ଖୁସି ଖବର: ଓଡ଼ିଶାରୁ ଆଜି ୨ ହଜାର ୯୩୭ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨ ହଜାର ୯୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…