Browsing Category
ରାଜ୍ୟ
ପୁଣି ବଢିଗଲା ସଂକ୍ରମଣ ! ଭୁବନେଶ୍ୱରରୁ ଆଜି ୪୧୭ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଗତ କିଛିଦିନ ହେବ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି ପୁଣି ବଢ଼ିଛି । ଭୁବନେଶ୍ୱରରୁ ଆଜି ୪୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…
ଫସିଗଲେ ରସିକିଆ ସାର୍: ନାବାଳିକା ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ବାନ୍ଧିନେଲା ପୋଲିସ
ପାଟଣା(ଓଡ଼ିଶା ଭାସ୍କର) : ଗୁରୁ-ଶିଷ୍ୟଙ୍କ ସମ୍ପର୍କକୁ ଅତି ପବିତ୍ର କୁହାଯାଉଥିବା ବେଳେ କିଛି ଅସଭ୍ୟ ଲୋକଙ୍କ ପାଇଁ ଏହା କଳୁଷିତ ହେବାରେ ଲାଗିଛି । ସେହିପରି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରୁ ଏଭଳି ଏକ…
ପୁରୀ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍, ଜାଣନ୍ତୁ କ’ଣ
ପୁରୀ(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ତୃତୀୟ ଲହରକୁ ନେଇ ଏବେବି ଚିନ୍ତା ଘାରିଛି । ଏହାରି ମଧ୍ୟରେ ପୁରୀ ପାଇଁ ଆସିଛି ସ୍ୱତନ୍ତ୍ର ଗାଇଡଲାଇନ୍ । ପୁରୀ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି…
ଆଂଶିକ ଲକଡାଉନରେ ଖୋଲିପାରିବ ଉଠା ଦୋକାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ବଢ଼ିଛି ଆଂଶିକ ଲକଡାଉନ୍ । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହପାତ୍ର । ଜୁଲାଇ ୧୬ ପର୍ଯ୍ୟନ୍ତ ଆଂଶିକ ଲକଡାଉନକୁ ବୃଦ୍ଧି କରାଯାଇଛି ।
ତେବେ…
ରାସ୍ତ।କଡରୁ ମିଳିଥିବା ଛୁଆକୁ ଛଡେଇ ନେଲା ପୋଲିସ; ସୁର ସାଜିଲେ ତ୍ରାଣକର୍ତ୍ତା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପଟିଆ ସ୍ଥିତ ଇନଫୋସିଟି ଥାନା ଅଧୀନରେ ଜନୈକ ଦମ୍ପତ୍ତିଙ୍କ ଛୁଆକୁ ପୋଲିସ ଛଡେଇ ନେଇଛି । ତେବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ହସ୍ତକ୍ଷେପ ପରେ ପୁନର୍ବାର ଶିଶୁଟିର ଲାଳନ ପାଳନ…
ସୋସିଆଲ ମିଡିଆ ପାଇଁ ଗାଇଡଲାଇନ୍ ଜାରି, ନମାନିଲେ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି କ୍ରାଇମବ୍ରାଞ୍ଚ । ଆକାଉଣ୍ଟ ଖୋଲିବା ବେଳେ ଗୋପନୀୟତା ନୀତି ଭଲ ଭାବରେ ପଢ଼ିବାକୁ ଗାଇଡଲାଇନରେ କୁହାଯାଇଛି । ଏହା ସହିତ…
ରାଜ୍ୟରେ ଆଂଶିକ ଲକଡାଉନ୍: ଜାଣନ୍ତୁ କ୍ୟାଟେଗୋରୀ A ଓ Bରେ କ’ଣ ଖୋଲା, କ’ଣ ବନ୍ଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ବଢ଼ିଛି ଆଂଶିକ ଲକଡାଉନ । ଜୁଲାଇ ୧୬ ଯାଏଁ ବଢ଼ିଲା ଆଂଶିକ ଲକଡାଉନ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଘୋଷଣା କରିଛନ୍ତି । ସମୁଦାୟ ୨୦ଟି ଜିଲ୍ଲାକୁ…
ସମଗ୍ର ରାଜ୍ୟରେ ବଦଳିଲା ନାଇଟ୍ କର୍ଫ୍ୟୁ ସମୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ଗାଇଡଲାଇନ୍ ଘୋଷଣା କରାଯାଇଛି । ରାଜ୍ୟରେ ଆଂଶିକ ଲକଡାଉନ ଜୁଲାଇ ମାସ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର…
ଓଡ଼ିଶାରେ ଜୁଲାଇ ୧୬ ଯାଏ ବଢିଲା ଲକଡାଉନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଏବେ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା ହୋଇଛି । ଜୁଲାଇ ୧୬ ତାରିଖ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ୍…
OAS ଅଧିକାରୀ ସ୍ତରରେ ଅଦଳବଦଳ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ୮ ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି । ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ…