fbpx
Browsing Category

ରାଜ୍ୟ

କରୋନା ଭାଇରସ୍, ବିଦେଶ ଫେରନ୍ତାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । କରୋନା ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି କରୋନା ଏକ…

କରୋନା ଭୟ: ରାଜ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ବାତିଲ

ଭୁବନେଶ୍ୱର,୧୭ ।୩(ଓଡିଶା ଭାସ୍କର): କରୋନା ପାଇଁ ରାଜ୍ୟରେ ଚିନ୍ତା ବଢିଯାଇଛି । ଏନେଇ ସ୍ୱତନ୍ତ୍ର ଟ୍ରେନ୍ ବାତିଲ କରିଛି ଇଷ୍ଟକୋଷ୍ଟ ରେଲୱେ । ସୂଚନା ମୂତାବକ, ସମ୍ବଲପୁର-ବନସୱାଡି ଟ୍ରେନ୍ ୧୮ ଓ ୨୫ ମାର୍ଚ୍ଚରେ…

ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର,୧୭ ।୩(ଓଡିଶା ଭାସ୍କର): ରାଜ୍ୟର ସରକାରୀ କର୍ମଚାରୀଙ୍କ ପିଛିଲା ଭାବେ ଲାଗୁ ହୋଇଛି । ଜୁଲାଇ ୨୦୧୯ରୁ ଲାଗୁ ହୋଇଛି ୫ ପ୍ରତିଶତ ମହଙ୍ଗା ଭତ୍ତା । ୫ ପ୍ରତିଶତ ମହଙ୍ଗା ଭତ୍ତା ବଢାଇଛନ୍ତି ରାଜ୍ୟ ସରକାର ।…

ଗତ ୨୪ ଘଣ୍ଟାରେ ୧୨୩୯ ଜଣ ଅନଲାଇନରେ ପଞ୍ଜୀକରଣ କରିଛନ୍ତି: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): କରୋନା ନେଇ ଗତ ଦୁଇ ଦିନ ପରି ଆଜି ମଧ୍ୟ ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀ କରି ୨୪ଘଣ୍ଟାର ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଆଜି ସୁଦ୍ଧା ୧୬୨ଟି ଦେଶକୁ…

କରୋନା ପାଇଁ ବିଧାନସଭା ପ୍ରବେଶ ଉପରେ କଟକଣା

ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ବିଧାନସଭା ଭିତରକୁ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି । ସାଧାରଣ ଲୋକ ବିଧାନସଭା ଭିତରକୁ ପ୍ରବେଶକୁ ବାରଣ କରାଯାଇଛି । ଯଦି ଯିବେ ବିଧାନସଭା ସଚିବଙ୍କ ଅନୁମତି ନେଇ…

କରୋନ ପ୍ରଭାବ: ସାମାଜିକ ଦୂରତା ପାଇଁ ଗାଇଡଲାଇନ୍ ଜାରି

ଭୁବନେଶ୍ୱର,୧୭ ।୩(ଓଡିଶା ଭାସ୍କର): କରୋନା ଭାଇରସ୍ ବା କୋଭିଡ-୧୯ ସତର୍କତା ପାଇଁ ସାମାଜିକ ଦୂରତା ଗାଇଡଲାଇନ୍ ଜାରି ହୋଇଛି । ଏହି ଗାଇଡଲାଇନ୍ ଅନୁସାରେ, ଆହାର କେନ୍ଦ୍ର, ଓମଫେଡ ବୁଥ, କ୍ୟାଣ୍ଟିନରେ ହାତ ଧୋଇବା…

କ୍ୱାରେଣ୍ଟାଇନରେ ରହିବେ ଗଜପତି ମହାରାଜ

ପୁରୀ, ୧୭ା୩(ଓଡ଼ିଶା ଭାସ୍କର): ଆଜି କୋଡ଼ିଭ-୧୯ ରେଜିଷ୍ଟ୍ରେସନ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି ଗଜପତି ମହାରାଜ । ଗଜପତି ମହାରାଜଙ୍କ ସହ ତାଙ୍କର ପୁରା ପରିବାର ପଞ୍ଜୀକରଣ କରିଛନ୍ତି । ଆମେରିକାରୁ ଫେରିବା ପରେ ନିଜ…

ଲୋକଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିଲେ ବିଧାୟକ ମହମ୍ମଦ ମୋକିମ

କଟକ,୧୭ ।୩(ଓଡିଶା ଭାସ୍କର): କରୋନା ଭାଇରସକୁ ନେଇ ଚିନ୍ତାରେ ସାରା ବିଶ୍ୱ । ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସଜାଗ ଓ ସ୍ୱଚ୍ଛ ରଖିବା ଜରୁରୀ । ସୁରକ୍ଷା ଦୃଷ୍ଟିରୁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଥିବା…

କରୋନା ଭାଇରସ, ଦୁଇ ଦିନ ଭିତରେ ପୁରୀ ଛାଡ଼ିବେ ପର୍ଯ୍ୟଟକ

ପୁରୀ, ୧୭ା୩(ଓଡ଼ିଶା ଭାସ୍କର): କରୋନା ନେଇ ସାରା ବିଶ୍ୱ ଚିନ୍ତିତ ଅବସ୍ଥାରେ ରହିଛି । ପୁରୀ ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ସେଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖାଦେଇଥାଏ । କିନ୍ତୁ କରୋନା ନେଇ ସେଠାରେ କିଛି କଟକଣା ଲାଗୁ…