Browsing Category
ରାଜ୍ୟ
ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୧୦ଆହତ
କଟକ,୩ା୧୨(ଓଡ଼ିଶା ଭାସ୍କର): ପାରାଦ୍ୱୀପ-ଚଣ୍ଡୀଖୋଲ ରାଜରାସ୍ତାର ତାରିଣୀ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ବସ୍ ସହ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି । ସେହି ଦୁର୍ଘଟଣାରେ ୧୦ଜଣ ଗୁରୁତର ଭାବେ ଆହତ…
୨୦ଟି ଖଣିର ଟେଣ୍ଡର ବାତିଲ କଲେ ରାଜ୍ୟ ସରକାର
ଭୁବନେଶ୍ୱର,୩ା୧୨(ଓଡ଼ିଶା ଭାସ୍କର): ଆଜି ୨୦ଟି ଖଣିର ଟେଣ୍ଡର ବାତିଲ କରିଛନ୍ତି ରାଜ୍ୟ ସରକାର । ଅକ୍ଟୋବରରେ ଆରମ୍ଭ ହୋଇଥିବା ଟେଣ୍ଡର ପ୍ରକ୍ରିୟାକୁ ବାତିଲ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ୨୦୨୦ ମାର୍ଚ୍ଚ…
ଶ୍ରୀମନ୍ଦିର ସୁରକ୍ଷା ପାଇଁ ମିଳିଲା ଜମି, ପୁରୀବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ପୁରୀ,୨ା୧୨(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ବହୁ ସମର୍ଥନ ମିଳିଛି । ଏନେଇ କିଛି ଦିନ ତଳେ ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରୁ ଜମି ଉଚ୍ଛେଦ ଚାଲିଥିଲା । ସ୍ୱେଚ୍ଛାକୃତ ଭାବେ ସଂଗ୍ରହ ହୋଇଛି ପ୍ରାୟ ୭୫%…
ବଡ଼ଦିନ ଓ ନୂଆବର୍ଷ ପାଇଁ ବାଣଫୁଟା ଉପରେ କଟକଣା ଜାରି
ଭୁବନେଶ୍ୱର,୨ା୧୨(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ବଡ଼ଦିନ ଓ ନୂଆବର୍ଷ । ବଡ଼ଦିନ ଓ ନୂଆବର୍ଷ ପାଇଁ ବାଣଫୁଟା ଉପରେ କଟକଣା ଜାରି ହୋଇଛି । ଡିସେମ୍ବର ୨୫ ଓ ୩୧ ତାରିଖ ରାତିରେ ବାଣଫୁଟା ଉପରେ କଟକଣା ଜାରି ହୋଇଛି । ଏନେଇ…
ନନ୍ଦନକାନନରେ ଆନାକୋଣ୍ଡା ଏବେ ସୁରକ୍ଷିତ: ବିଶେଷଜ୍ଞ ଅଜୟ କାର୍ତ୍ତିକ
ବାରଙ୍ଗ,୨ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ନନ୍ଦନକାନନରେ ଆନାକୋଣ୍ଡାର ମୃତ୍ୟୁ ପରେ ବିଶେଷଜ୍ଞ ଆସିଥିଲେ । ସେଠାକାର ସ୍ଥିତି ସମୀକ୍ଷା କରିବା ପରେ ବିଶେଷଜ୍ଞ ଅଜୟ କାର୍ତ୍ତିକ ପ୍ରତିକ୍ରିୟା ରଖିଛନ୍ତି । ସେ…
ନାସା ନାଁରେ ଆସିଥିବା ଇ-ମେଲ ନକଲି
ଅନୁଗୁଳ,୨ା୧୨(ଓଡ଼ିଶା ଭାସ୍କର): ଅନୁଗୁଳରେ ଏକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ନାସା ନାଁରେ ଏକ ଇ-ମେଲ ଆସିବା ଘଟଣା ଘଟିଥିଲା । ଯାହାକୁ ନେଇ ସନ୍ଦେହ ଉପୁଜିଥିଲା । ପରେ ସେନେଇ ତଦନ୍ତ ମଧ୍ୟ ହୋଇଥିଲା । ତଦନ୍ତ ପରେ…
ପୁରୀରେ ପଞ୍ଜାବୀ ମଠ ସିଲ୍
ପୁରୀ,୨ ।୧୨(ଓଡିଶା ଭାସ୍କର): ପୁରୀରେ ପଞ୍ଜାବୀ ମଠ ସିଲ୍ କଲା ଜିଲ୍ଲା ପ୍ରଶାସନ । ଗତକାଲି ମଠରୁ କିଛି ପରିମାଣର କୋରେକ୍ସ ଥିବା ବୋତଲ ଏବଂ ବିପୁଳ ପରିମାଣର ଖାଲି କୋରେକ୍ସ ବୋତଲ ମିଳିଥିଲା । ଏନେଇ ମାଜିଷ୍ଟ୍ରେଟଙ୍କ…
ଆହାର କେନ୍ଦ୍ରକୁ ମିଳିଲା ଆଇଏସଓ ମାନ୍ୟତା
ଭୁବନେଶ୍ୱର,୨ା୧୨(ଓଡ଼ିଶା ଭାସ୍କର): ଆହାର କେନ୍ଦ୍ରକୁ ଆଇଏସଓ ମାନ୍ୟତା ମିଳିଛି । ରାଜ୍ୟରେ ଥିବା ସମସ୍ତ୧୫୮ଟି ଆହର କେନ୍ଦ୍ରକୁ ଆଇଏସଓ ପ୍ରମାଣପତ୍ର ମିଳିଛି । ଏହାସହ ୩୪ଟି ରୋଷେଇଶାଳକୁ ମଧ୍ୟ ଆଇଏସଓ ମାନ୍ୟତା ମିଳିଛି…
‘ମୋ ସରକାର’ ଅଧିନରେ ମହିଳା ଓ ଶିଶୁ ବିକାଶ
ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ‘ମୋ ସରକାର’ରେ ସାମିଲ ହେଲା ମହିଳା ଓ ଶିଶୁ ବିକାଶ ବିଭାଗ । ପ୍ରଥମେ ମମତା କାର୍ଯ୍ୟକ୍ରମକୁ ସାମିଲ କରାଗଲା । ପରେ ମିସନ ଶକ୍ତିକୁ ସାମିଲ କରାଯିବ । ଏନେଇ ଆଜି…
କାଗଜ ଲାଇସେନ୍ସ ବନ୍ଦ କଲେ ଆରଟିଓ
ଭୁବନେଶ୍ୱର,୨ା୧୨(ଓଡ଼ିଶା ଭାସ୍କର): ଡିସେମ୍ବର ପହିଲାରୁ କଡ଼ାକଡ଼ି ଭାବେ ନୂଆ ଟ୍ରାଫିକ ନିୟମକୁ ଲାଗୁ କରାଯାଇଛି । ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କୁ ତଣ୍ଡ ଗଣିବାକୁ ପଡ଼ୁଛି । ଏନେଇ ଗାଡ଼ିର ଜରୁରୀ କାଗଜ ପତ୍ର କରିବା ପାଇଁ…