Browsing Category
ରାଜ୍ୟ
ବିନା ଚାଳକରେ ଗଡିଲା ଟ୍ରେନ୍
ନୂଆଦିଲ୍ଲୀ,୨୮ ।୧୨: ନୂଆ ଦିଲ୍ଲୀ ମେଟ୍ରୋର ମାଜେଣ୍ଡା ଲାଇନରେ ଗଡିଲା ଚାଳକ ବିହୀନ ଟ୍ରେନ୍ । ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ ପର୍ଯ୍ୟାୟରେ, ଚାଳକ…
ପିଇଓଙ୍କ ଘରେ ଭିଜିଲାନ୍ସ ଚଢାଉ
କଳାହାଣ୍ଡି,୨୮ ।୧୨(ଓଡିଶା ଭାସ୍କର): କଳାହାଣ୍ଡି ଥୁଆପଦର ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ବାଲେଶ୍ୱର ନାଏକଙ୍କ ଭେଲା ଗାଁ ପୈତୃକ ଘର, ଗୋଦାମପଡ଼ା ଘର ଓ ଥୁଆପଦର ପଞ୍ଚାୟତ ଅଫିସରେ ଚଢାଉ କରିଛି ଭିଜିଲାନ୍ସ ।…
ରାଜ୍ୟର ୬ ସହର ୧୦ ଡିଗ୍ରୀ ତଳେ
ଭୁବନେଶ୍ୱର, ୨୮ା୧୨ (ଓଡିଶା ଭାସ୍କର): ଆଜି ରାଜ୍ୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । ରାଜ୍ୟର ୬ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
୫.୫…
ଗଛ ପକାଇ ମାଓବାଦୀଙ୍କ ରାସ୍ତାରୋକ
କନ୍ଧମାଳ, ୨୮ା୧୨ (ଓଡିଶା ଭାସ୍କର): କନ୍ଧମାଳରେ ମାଓବାଦୀଙ୍କ ଉତ୍ପାତ ଆରମ୍ଭ ହୋଇଛି । ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛନ୍ତି । କୋଟଗଡ଼-ମୁନିଗୁଡ଼ା ରାସ୍ତାର ବଣ୍ଡା…
ଆଜି ଆଉ ୩୧୯ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୨୭।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
କଣ ଏବେଭି ରହିଛି କ୍ରୀତଦାସ ପ୍ରଥା !
ଚାଲିଗଲେ ଆବ୍ରାହମ ଲିଙ୍କନ ଯେ କି କ୍ରୀତଦାସ ପ୍ରଥାକୁ ଦୂର କରିଥିଲେ ଓ ତାଙ୍କ ନାମକୁ ଇତିହାସ ସ୍ଵର୍ଣ ଅକ୍ଷରରେ ଲେଖିଛି।କିନ୍ତୁ ଆଜି ବି କୌଣସି କୌଣସି ଜାଗାରେ ସେହି ଅତି ଘୃଣ୍ୟ କ୍ରୀତଦାସ ପ୍ରଥା ଦେଖିବାକୁ…
ମୃତ୍ୟୁର କାରାଗାର: ମାସକ ମଧ୍ୟରେ ନେଲାଣି ୩ଟି ଜୀବନ
ମାଲକାନଗିରି, ୨୭ା୧୨ (ଓଡିଶା ଭାସ୍କର): କାରାଗାର ହେଉଛି ବନ୍ଦୀଙ୍କ ପାଇଁ ଅର୍ଥାତ ଏଠାରେ ବନ୍ଦୀମାନେ ସଜା କାଟିଥାନ୍ତି । କିନ୍ତୁ ଗୋଟିଏ ମାସ ମଧ୍ୟରେ ୩ ଜଣ କଏଦୀଙ୍କ ମୃତ୍ୟୁ ଘଟିବା ସହ ମାଲକାନଗିରି ଉପକାରାଗାର…
ପିକ୍ ଅପ୍ ଭ୍ୟାନ୍ ଓଲଟି ୨୦ ଆହତ
କେନ୍ଦୁଝର, ୨୭ା୧୨ (ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲାରେ ଏକ ଦୁର୍ଘଟଣା ଘଟି ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଜିଲ୍ଲାର କାଞ୍ଜିପାଣି ଥାନା କୁଆଁର କଲୋନୀ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ଏହି ମର୍ମନ୍ତୁଦ…
ହେଲମେଟ ନ ପିନ୍ଧି ଜରିମାନା ଦେଲେ ସାଂସଦ
ରାୟଗଡ଼ା, ୨୭ା୧୨ (ଓଡିଶା ଭାସ୍କର): ଟ୍ରାଫିକ ନିୟମ ଅବମାନନା କରି ଜଣେ ସାଂସଦ ଜରିମାନା ଦେଇଛନ୍ତି । ସାଂସଦଙ୍କ ସହ ବିଜୁ ଜନତା ଦଳର କିଛି କର୍ମୀଙ୍କ ମଧ୍ୟ ଜରିମାନା ଦେଇଥିବା ଜଣାପଡ଼ିଛି ।
ବିଜେଡିର ୨୪ତମ…
ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ଅବଧି
ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ପାଇଁ ରାଜ୍ୟ ସରକାର ସମୟସୀମା ବୃଦ୍ଧି କରିଛନ୍ତି । ପୂର୍ବରୁ ଡିସେମ୍ବର ମାସ ୩୧ ତାରିଖ ଆବେଦନ ପାଇଁ ଶେଷ ତାରିଖ ଥିଲା । ଏବେ ଏହା ୨୦୨୧ ମାର୍ଚ୍ଚ…