Browsing Category

ରାଜ୍ୟ

ରାଜ୍ୟରେ ୩୮୭ କରୋନା ପଜିଟିଭ

ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର): ରାଜ୍ୟରେ ୩୮୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୨୨୦ ଓ ସ୍ଥାନୀୟ ଅଞ୍ଚଳରୁ ୧୬୭ ଜଣ ରହିଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩…

ରାଜଧାନୀରେ ଗୁଳିକାଣ୍ଡ: ଆସାମୀ ଫେରାର୍

ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର): ରାଜଧାନୀରେ କ୍ରମାଗତ କିଛିଦିନ ଧରି ଲୁଟ୍, ଛିନତାଇ, ବ୍ୟାଙ୍କ ଲୁଟ୍ ଆଦି ଘଟଣା ଜାରି ରହିଥିବା ବେଳେ ଆଜି ଗୁଳି ଗର୍ଜନ କରିଛି । ଖବରରୁ ଜଣାଯାଇଛି ଯେ, ଜାମିନରେ ଆସିଥିବା…

ଶ୍ୱାସରୁଦ୍ଧ ହୋଇ ୨ ମୃତ, ୨ ଗୁରୁତର

କେନ୍ଦୁଝର, ୧୧ା୧୨ (ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲା ସଦର ଥାନା କାଠବାରୀ ଗାଁରେ ଏକ ବଡ଼ଧରଣର ଅଘଟଣ ଘଟିଯାଇଛି । ଘର ଭିତରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୨ ଗୁରୁତର ହୋଇଛନ୍ତି । ତେବେ ଜେନେରେଟର…

କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ

ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର): ବେଆଇନ ଅର୍ଥ ଓ ଜାଲ ନିଯୁକ୍ତି ମାମଲାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଅଭୟକାନ୍ତ ପାଠକ ଓ ଆକାଶ ପାଠକ କୋର୍ଟରେ ଉପସ୍ଥିତ ହୋଇଛନ୍ତି । ତେବେ ଉଭୟଙ୍କୁ ଏସଡିଜେଏମ୍…

ବ୍ରାଉନ ସୁଗାର ଜବତ: ୨ ଗିରଫ

ଜଗତସିଂହପୁର, ୧୧ା୧୨ (ଓଡିଶା ଭାସ୍କର): ଅବକାରୀ ବିଭାଗ ପକ୍ଷରୁ ଆଳିପିଙ୍ଗଳ ଜେଲ୍ ଛକ ଓ କୋସିଦା ଛକରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ୪୭ ଗ୍ରାମ ବ୍ରାଉନ ସୁଗାର ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି ।…

ହକି ବିଶ୍ୱକପ୍ ୨୦୨୩: ରାଉରକେଲାରେ ହକି ଫେଡେରେସନ ଅଧ୍ୟକ୍ଷ

ରାଉରକେଲା, ୧୧ା୧୨ (ଓଡିଶା ଭାସ୍କର): ରାଉରକେଲାରେ ହକି ବିଶ୍ୱକପ୍ ୨୦୨୩ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ଚାଲିଛି । ଏନେଇ ଆଜି ହକି ଫେଡେରେସନ ଅଧ୍ୟକ୍ଷ ନରିନ୍ଦର ବାତ୍ରା ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ…

ଟ୍ରାକ୍ଟରକୁ ଧକ୍କାଦେଲା ଟ୍ରକ: ୨ ମୃତ

କଳହାଣ୍ଡି, ୧୧ା୧୨ (ଓଡିଶା ଭାସ୍କର): କଲ୍ୟାଣସିଂହପୁର କାଳିଆପଡ଼ା ଘାଟିରେ ଏକ ଟ୍ରାକ୍ଟରକୁ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରକଟି ଧକ୍କା ଦେବା ଫଳରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି…

ବଦଳିଲେ ନୟାଗଡ ଏସଡିପିଓ

ନୟାଗଡ,୧୦ ।୧୨(ଓଡିଶା ଭାସ୍କର): ନୟାଗଡ ପରୀ ହତ୍ୟା ମାମଲାରେ ବଦଳିଲେ ନୟାଗଡ ଏସଡିପିଓ । ଶୁଭେନ୍ଦୁ କୁମାର ସିହ୍ନା ହୋଇଛନ୍ତି ନୟାଗଡର ନୂଆ ଏସଡିପିଓ । ନୟାଗଡ ଏସଡିପିଓ ନିରଞ୍ଜନ ପାଢୀଙ୍କୁ କନ୍ଧମାଳ ଡିଏସପି ଭାବେ…

ପୁଣି ଲଟକିଲା ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତି

ଭୁବନେଶ୍ୱର,୧୦ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଜାନୁଆରୀରୁ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସମ୍ପୃକ୍ତ ବିଭାଗର ମନ୍ତବ୍ୟକୁ…

ରାଜ୍ୟରେ ଆଉ ୪୫୮ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୦।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…