Browsing Category
ରାଜ୍ୟ
ପରୀ ହତ୍ୟା ଘଟଣା: ବିଜେପିର ଅନିର୍ଦ୍ଦିଷ୍ଟ କାଳ ଧାରଣା
ନୟାଗଡ଼, ୬ା୧୨ (ଓଡିଶା ଭାସ୍କର): ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଥମୁନାହିଁ । ପରୀର ହତ୍ୟାକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୋଷୀଙ୍କୁ ଦଣ୍ଡ ମିଳିପାରିନାହିଁ । ତେଣୁ ପରୀକୁ…
ଅନଲାଇନରେ ଅବଢ଼ା: ଥାନାରେ ଏତଲା
ପୁରୀ, ୬ା୧୨ (ଓଡିଶା ଭାସ୍କର): ଲିଙ୍ଗରାଜ ମନ୍ଦିରର ଅବଢ଼ା ଅନଲାଇନରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣା ନେଇ ବ୍ରାହ୍ମଣ ନିଯୋଗ ତରଫରୁ ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଏକ ଏତଲା ଦାୟର କରାଯାଇଛି ।…
ପୁରୀ ହାଜତ ମୃତ୍ୟୁ ଘଟଣା: ବଦଳିଲେ ବାସେଳି ସାହି ଆଇଆଇସି
ପୁରୀ, ୬ା୧୨ (ଓଡିଶା ଭାସ୍କର): ପୁରୀ ହାଜତ ମୃତ୍ୟୁ ଘଟଣାକୁ ନେଇ ଆଜି ୬ ଜଣ ପୋଲିସ ଅଫିସରଙ୍କୁ ବଦଳି କରାଯାଇଥିବା ଜଣାଯାଇଛି । ବାସେଳିସାହି ଆଇଆଇସି ଜୀବନାନନ୍ଦ ଜେନାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି…
୫ ଶିକାରି ଗିରଫ
ଢେଙ୍କାନାଳ, ୬ା୧୨ (ଓଡିଶା ଭାସ୍କର): ଢେଙ୍କାନାଳ ଜିଲ୍ଲା କପିଳାସ ଜଙ୍ଗଲରୁ ୫ ଜଣ ଶିକାରିଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୪ଟି ଦେଶୀ ବନ୍ଧୁକ, ହରିଣ ଛାଲ ଓ ବଜ୍ରକାପ୍ତା କାତି, ଶିକାର ପାଇଁ ବ୍ୟବହୃତ ଜାଲ…
ଗାଡ଼ିଚାଳକ ସାବଧାନ! ଜାନୁଆରୀ ପହିଲାରୁ ଚେକିଂ କଡ଼ାକଡ଼ି
ଭୁବନେଶ୍ୱର, ୬ା୧୨ (ଓଡିଶା ଭାସ୍କର): ଗାଡ଼ିଚାଳକମାନେ ସାବଧାନ ହୋଇଯାଆନ୍ତୁ । ଆସନ୍ତା ୨୦୨୧ ଜାନୁଆରୀ ମାସ ପହିଲାରୁ ଟ୍ରାଫିକ୍ ଚେକିଂ କଡ଼ାକଡ଼ି ହେବ । ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା…
ବଢ଼ି ଚାଲିଛି ତେଲ ଦର: ସାଧାରଣ ଜନତା ଅସ୍ତବ୍ୟସ୍ତ
ଭୁବନେଶ୍ୱର, ୬ା୧୨ (ଓଡିଶା ଭାସ୍କର): କ୍ରମାଗତ ଭାବେ ବଢ଼ିଚାଲିଛି ତୈଳ ଦର । ଦର ବୃଦ୍ଧି ପାଇ ପେଟ୍ରୋଲ ଲିଟର ୮୪ ଟଙ୍କା ୫ ପଇସା ଛୁଇଁଛି । ଏହି ବୃଦ୍ଧି ଫଳରେ ୨ ବର୍ଷରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ।…
ବିଜେଡି-ବିଜେପି ପରସ୍ପର ବନ୍ଧୁ: ଚେଲ୍ଲା କୁମାର
ଭୁବନେଶ୍ୱର, ୬ା୧୨ (ଓଡିଶା ଭାସ୍କର): ଓଡ଼ିଶା ଦାୟିତ୍ୱରେ ଥିବା କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲା କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଓ ବିଜେଡିକୁ ସମାଲୋଚନା କରିଛନ୍ତି । ଏହି ସମ୍ମିଳନୀରେ ପିପିସି ସଭାପତି…
ରାଜ୍ୟରେ କରୋନାରେ ୬ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର, ୬ା୧୨ (ଓଡିଶା ଭାସ୍କର): କରୋନା ଆଜି ପୁଣି ୬ ଜଣଙ୍କ ଜୀବନ ନେଇଛି । ଏହାଦ୍ୱାରା ମୋଟ ସଂଖ୍ୟା ୧୭୭୧ରେ ପହଞ୍ଚିଛି । ଖୋର୍ଦ୍ଧାରୁ ସବାଧିକ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର,…
ବର କୁ ଶିଶୁପାଳ କରି ଚତୁର୍ଥୀ ରାତି ପୂର୍ବରୁ ପ୍ରେମିକ ସହ ନବବଧୂ ଫେରାର, ନାବାଳିକା ଶାଳୀ ସହ ହେଲା ବାହାଘର
ଅନୁଗୋଳ ୬ା୧୨: ଚତୁର୍ଥୀ ପୂର୍ବରୁ ପୁରୁଣା ପ୍ରେମିକ ସହ ଫେରାର ହୋଇଗଲା ନବବଧୂ । ଗୋଟିଏ ପଟେ ଭୋଜିଭାତର ଆୟୋଜନ ଚାଲିଥିବା ବେଳେ ପ୍ରେମିକ ସହ ନବବଧୂ ଚମ୍ପଟ ମାରିଛି । ଗୁରୁବାର ଦିନ ଚତୁର୍ଥୀ ସହ ଥିବା ରିସେପ୍ସନ୍…
ବାରହା ଆକ୍ରମଣରେ ୨ ଗୁରୁତର
ପୁରୀ, ୬ା୧୨ (ଓଡିଶା ଭାସ୍କର): ପୁରୀ ଜିଲ୍ଲାରେ ବାରହା ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ତେବେ ଗୁରୁତର ୨ ଜଣ ମହିଳା ସଫେଇ କର୍ମଚାରୀ ବୋଲି ସୂଚନାରୁ ସ୍ପଷ୍ଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ପୁରୀ…