CHARIDHAM
Browsing Category

ରାଜ୍ୟ

ବୋମା ବିସ୍ଫୋରଣରେ ଚାଲିଗଲା ଜୀବନ

ଗଞ୍ଜାମ,୨୯ ।୧୦(ଓଡିଶା ଭାସ୍କର): ଗଞ୍ଜାମ ବଡଗଡ ଭୀମପୁର ଗାଁରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ସେହି ଅଞ୍ଚଳରେ ବୋମା ବିସ୍ପୋରଣ ହୋଇଥିବା ସୂଚନା ମିଳିଛି । ଏହି ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା…

ଖୁସି ଖବର: ରାଜ୍ୟରେ ଆଜି ୨୦୧୫ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୦୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଭୁବନେଶ୍ୱରରେ କେମିତି ଅଛି କରୋନା ସ୍ଥିତି?

ଭୁବନେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ଭୁବନେଶ୍ୱରରେ କୋଭିଡ ସ୍ଥିତି ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ‘ଭୁବନେଶ୍ୱରରେ ଗତ ୧୦…

ନବୀନଙ୍କ ଡିଜିଟାଲ ପ୍ରଚାର

ଭୁବନେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ରାଜ୍ୟରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଚଳଚଞ୍ଚଳ ହୋଇପଡିଛି ରାଜନୀତି । ଏହାରି ମଧ୍ୟରେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

ବ୍ଲକରେ ପଶି ପିଟିଲେ ମହିଳା, ୬ ଆହତ

ଭଦ୍ରକ,୨୮ ।୧୦(ଓଡିଶା ଭାସ୍କର): ଭଦ୍ରକ ବନ୍ତ ବ୍ଲକ ଅଫିସ ଭିତରେ ପଶି ମାରପିଟ୍ କରିଛନ୍ତି ମହିଳା ମହାସଂଘ ସଦସ୍ୟା । ୨୦ରୁ ଅଧିକ ସଦସ୍ୟା ପଶି ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ପିଟିଛନ୍ତି । ମହାସଂଘ ସଦସ୍ୟାଙ୍କ…

ନଭେମ୍ବର ୧ରୁ ଖରିଫ ଧାନ ସଂଗ୍ରହ

ଭୁବନେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ନଭେମ୍ବର ୧ରୁ ହେବ ଖରିଫ ଧାନ ସଂଗ୍ରହ । ନଭେମ୍ବର ୧ରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ସଂଗ୍ରହ କରାଯିବ । ଗତବର୍ଷ ଅପେକ୍ଷା ଅଧିକ ଅଢେଇ ଲକ୍ଷ ଚାଷୀ ଅନଲାଇନ ପଞ୍ଜିକରଣ କରିଛନ୍ତି ।…

ନଭେମ୍ବର ୨ରୁ କଟକରେ ସେରୋ ସର୍ଭେ

ଭୁବନେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ନଭେମ୍ବର ୨ରୁ କଟକରେ ଆରମ୍ଭ ହେବାକୁ ଯାଉଛି ସେରୋ ସର୍ଭେ । ପ୍ରତି ୱାର୍ଡରେ ୬୦ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯିବ । ରକ୍ତ ନମୁନା ସଂଗ୍ରହ ହୋଇଥିବା ଲୋକଙ୍କର ନାଁ ଗୋପନ…

ବାଲେଶ୍ୱରରେ ବିଜେଡିର ମିଶ୍ରଣ ପର୍ବ

ବାଲେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ଉପନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ବିଜେଡି ମିଶ୍ରଣ ପର୍ବ ହୋଇଛି । ବିଜେପି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି ଘରୋଇ ବସ ମାଲିକ ସଂଘ ସମ୍ପାଦକ । ନରେନ୍ଦ୍ର ବିହାରୀ ଦାସଙ୍କ ସମେତ…

ବ୍ଲୁଫ୍ଲାଗ ବିଚରୁ ମିଳିଲା ମୃତଦେହ

ଭୁବନେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ପୁରୀ ବ୍ଲୁଫ୍ଲାଗ ବିଚରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ଗତକାଲି ପରିବାର ସହ ବ୍ଲୁଫ୍ଲାଗ ବିଚରେ ଗାଧୋଇବା ବେଳେ ନିଖୋଜ ହୋଇଥିଲେ ଯୁବକ । ପିଙ୍କ୍ ହାଉସ ନିକଟ ସମୁଦ୍ରରୁ…

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି,୨୮ ।୧୦(ଓଡିଶା ଭାସ୍କର): ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ଗୁଳି ବିନିମୟ ଶେଷ ହୋଇଛି । ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର…