Browsing Category
ରାଜ୍ୟ
ବଢିଲା +୩ ନାମଲେଖା ଅବଧି
ଭୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର): ରାଜ୍ୟରେ ବିଭିନ୍ନ କଲେଜରେ +୩ ନାମଲେଖାର ଅବଧି ବଢିଛି । ଫାଷ୍ଟ ସିଲେକ୍ସନ ନାମଲେଖା ତାରିଖ ୬ ତାରିଖ ଯାଏଁ ବଢିଛି । ଏହା ସହ ୭ ତାରିଖ ସନ୍ଧ୍ୟାରେ ଫାଷ୍ଟ ସିଲେକ୍ସନ ଆଡମିଶନର…
କୋର୍ଟ ଫି ସଂଶୋଧନ ବିଲ ପାରିତ
ଭୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର): କୋର୍ଟ ଫି ସଂଶୋଧନ ବିଧେୟକ-୨୦୨୦ ଆଜି ପାରିତ ହୋଇଛି । ବିଧାନସଭାର ତୃତୀୟ ଦିନରେ କୋର୍ଟ ଫି ସଂଶୋଧନ ବିଲ ପାରିତ ହୋଇଥିବା ସୂଚନା ମିଳିଛି ।
ଭୁବନେଶ୍ୱରରୁ ପୁଣି ବାହାରିଲେ ୩୪୦ ପଜିଟିଭ୍ , ଜାଣନ୍ତୁ କେତେ ସୁସ୍ଥ ?
ଭୁବନେଶ୍ୱର, ୧ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୪୦ କରୋନା ଆକ୍ରାନ୍ତ ଚିହ୍ନଟ…
ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ସୂଚୀ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଭୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର): ଆଜି ପ୍ରକାଶ ପାଇଛି ଓଜେଇଇ ପରୀକ୍ଷା ସୂଚୀ । ଆକ୍ଟୋବର ୫ ତାରିଖରୁ ଛାତ୍ରଛାତ୍ରୀଙ୍କୁ ମିଳିଯିବ ଆଡମିଟକାର୍ଡ । ojee.nic.in ରେ ଛାତ୍ରଛାତ୍ରୀମାନେ ଆଡମିଟକାର୍ଡ ଡାଉନଲୋଡ…
ପ୍ରିୟଙ୍କା- ରାହୁଲ ଗାନ୍ଧୀଙ୍କୁ ଅଟକ ରଖିଲା ପୋଲିସ
ୟୁପି,୧ ।୧୦: ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଆଜି ସାରା ଦେଶରେ ସ୍ୱର ଉଠିଛି । ଏହାରି ମଧ୍ୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପଦଯାତ୍ରାରେ ହାଥରସ…
କାଲିଠୁ ଦିନ ୨ଟା ପରେ ରାଜ୍ୟର ଏହି ସହର ବନ୍ଦ ରହିବ, ଜାଣନ୍ତୁ କେଉଁଟି?
ଢେଙ୍କାନାଳ,୧ ।୧୦(ଓଡିଶା ଭାସ୍କର): ଦିନକୁ ଦିନ କରୋନା ମହାମାରୀ ବଢି ବଢି ଚାଲିଛି । କରୋନାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାରି ମଧ୍ୟରେ କାଲିଠୁ ଦିନ ୨ଟା ପରେ ଢେଙ୍କାନାଳ…
ବିଧାନସଭା ଗେଟ ସମ୍ମୁଖରେ ଛୁରାମାଡ ଘଟଣାକୁ ନେଇ କ’ଣ କହିଲେ ଡିସିପି?
ଭୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର)(SR): ବିଧାନସଭା ଗେଟ ସମ୍ମୁଖରେ ହାଇଡ୍ରାମା । ମା’ ବେକରେ ଛୁରି ଲଗାଇ ଆତ୍ମହତ୍ୟାର ଧମକ ଦେଇଥିଲା ପୁଅ । ଉତ୍ତେଜନା ପରେ ଉଭୟ ମା ଓ ପୁଅକୁ ଉଠାଇ ନେଇଛି ପୋଲିସ । ଘରୋଇ କଳହ ପରେ…
ଗୃହ ୩ଟା ଯାଏଁ ମୁଲତବୀ
ଭୁୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର)(SR): ଗୃହରେ ବିଜୁଳି ଦରକୁ ନେଇ ବିବୃତ୍ତି ରଖିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଶକ୍ତିମନ୍ତ୍ରୀଙ୍କ ବିବୃତି ପରେ ଅସନ୍ତୋଷ ପ୍ରକାଶ କରିଛି ବିଜେପି । ମନ୍ତ୍ରୀଙ୍କ…
ବିଧାନସଭା ଗେଟ ଆଗରେ ହାଇଡ୍ରାମା: ମା’ ବେକରେ ଛୁରି ଲଗାଇଲା ପୁଅ
ଭୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର)(SR): ବିଧାନସଭା ଗେଟ ସମ୍ମୁଖରେ ଛୁରାମାଡ ହୋଇଥିବା ସୂଚନା ମିଳିଛି । ମା’ ବେକରେ ଛୁରି ଆତ୍ମହତ୍ୟାର ଧମକ ଦେଇଛି ପୁଅ । ଉତ୍ତେଜନା ପରେ ଉଭୟ ମା ଓ ପୁଅକୁ ଉଠାଇ ନେଇଛି ପୋଲିସ ।…
7 ବର୍ଷ ପରେ ବଢିଛି ବିଜୁଳି ଦର
ଭୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର)(SR): ରାଜ୍ୟରେ ୭ ବର୍ଷ ପରେ ବିଜୁଳ ଦର ବଢିଛି । ମୁଲତବୀ ନୋଟିସ ପରେ ଗୃହରେ ଏହା ଉତ୍ତର ରଖିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି ଯେ, ‘ କୃଷକ, ବିପିଏଲ…