Browsing Category
ରାଜ୍ୟ
ବନ୍ଦ ହେଲା ହୀରାକୁଦ ଡ୍ୟାମର ୩ଟି ଗେଟ୍
ସମ୍ବଲପୁର,୩/୯(ଓଡିଶା ଭାସ୍କର): ଆଜି ପୁଣି ହୀରାକୁଦ ଡ୍ୟାମର ୩ଟି ଗେଟ୍ ବନ୍ଦ ହୋଇଛି । ୧୬ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳସ୍ତର ରହିଛି ୬୨୪.୨୫ଫୁଟ୍ ରହିଛି। ସେହିପରି ଏଥିରେ…
ପ୍ଲାଜମା ଦାନ କଲେ କରୋନାରୁ ସୁସ୍ଥ ଓଡ଼ିଆ ବିଏସଏଫ ଯବାନ
ଜଗତସିଂହପୁର,୨/୯(ଓଡିଶା ଭାସ୍କର): ଜଣେ ବିଏସ୍ଏଫ ଯବାନ ରାଜିବ ବରାଳ ପ୍ଲାଜମା ଦେଇ ଉଦାହରଣ ସୃଷ୍ଟି କରିଛନ୍ତି । ଜଣେ ସେନାର ଯବାନ କେବଳ ଦେଶର ସୁରକ୍ଷା ପାଇଁ ନୁହେଁ ବରଂ ସବୁବେଳେ ଲୋକଙ୍କ ଜୀବନ ବାଇବା ପାଇଁ ଆଗଭର…
ରାଜ୍ୟରେ ଖୋଲିବ ରେଷ୍ଟୁରାଣ୍ଟ ଓ ବାର, ମିଳିଲା ଅନୁମତି
ଭୁବନେଶ୍ବର, ୨/୯(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। କରୋନା ମୁକାବିଲା କରିବା ପାଇଁ ରାଜ୍ୟରେ କେତେକ କଟକଣା ଲାଗୁ…
ଖୁସି ଖବର, ରାଜ୍ୟରେ ଆଜି ୩୩୦୩ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର, ୨/୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୩୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୮୪୦୭୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ହଟିଲା ସିନେଟ, କୂଳପତିଙ୍କ କାର୍ଯ୍ୟକାଳ ୪ବର୍ଷକୁ ବୃଦ୍ଧ
ଏତିହ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ
ଭାଗଚାଷୀଙ୍କ ପାଇଁ ବଳରାମ ଯୋଜନା
ଭୁବନେଶ୍ୱର, ୨ା୯(ଓଡ଼ିଶା ଭାସ୍କର): ରାଜ୍ୟ କ୍ୟାବିନେଟରେ…
ଭୁବନେଶ୍ୱରରୁ ଆଜି ୫୪୧ ପଜିଟିଭ ଚିହ୍ନଟ
ଭୁବନେଶ୍ୱର, ୨ା୯(ଓଡ଼ିଶା ଭାସ୍କର): ଭୁବନେଶ୍ୱରରୁ ପ୍ରତିଦିନ ଏବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ରାଜଧାନୀ ଭୁବନେଶ୍ୱରରୁ ୫୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ…
୧୧ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି, ଜାଣନ୍ତୁ କେଉଁ କେଉଁ ଜିଲ୍ଲା
ଭୁବନେଶ୍ୱର, ୨ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ୧ରୁ ୫ ତାରିଖ ଯାଏଁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାରି ମଧ୍ୟରେ ୧୮ଘଣ୍ଟା ମଧ୍ୟରେ ୧୧ଜିଲ୍ଳାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ…
Odisha FC Signs Marcelinho
Bhubaneswar, 2/9: In a bid to strengthen their attacking prowess, Odisha FC roped in Brazilian forward Marcelo Leite Pereira a.k.a Marcelinho. Marcelinho is the third top…
ୟୁଜି, ପିଜି ଡେଡଲାଇନ ଘୁଞ୍ଚାଇବାକୁ ୟୁଜିସିକୁ ଚିଠି
ଭୁବନେଶ୍ୱର, ୨ା୯(ଓଡ଼ିଶା ଭାସ୍କର): ଦେଶ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ପ୍ରାୟ ସମସ୍ତ ପରୀକ୍ଷା ବାତିଲ କରାଯାଇଥିଳା । ଯାହାଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପଡ଼ିଛି । ଏହାରି…
ମଦ କାରବାର ବିରୋଧ କରିବାରୁ ହାଣିଦେଲେ !
କଟକ, ୨ା୯(ଓଡ଼ିଶା ଭାସ୍କର): କଟକ ଚୌଦ୍ୱାର ଥାନା ବାଣୀପଦା ଗ୍ରାମ ସ୍ଥିତ ସାମଲ ସାହିରେ ହତ୍ୟାକାଣ୍ଡ ହୋଇଛି । ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ହାଣି ଗ୍ରାମର ସରୋଜ ସାମଲଙ୍କୁ ହତ୍ୟା କରିଛନ୍ତି । ଦେଶୀ ମଦ କାରବାର…