Browsing Category

ରାଜ୍ୟ

ଦୁର୍ଗାପୂଜା ପାଇଁ ଆସିଲା ଗାଇଡ଼ଲାଇନ, ଜାଣନ୍ତୁ ଏହା ସମ୍ପର୍କରେ..

ଭୁବନେଶ୍ୱର, ୧୦ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ଦିନକୁ ଦିନ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆସୁଛି ଦୁର୍ଗାପୂଜା । ତେଣୁ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ…

ଯବାନ-ମାଓବାଦୀ ସଙ୍ଘର୍ଷ, ୨ଯବାନ ସହିଦ

କଳାହାଣ୍ଡି, ୧୦ା୯(ଓଡ଼ିଶା ଭାସ୍କର): କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ସଙ୍ଘର୍ଷ ଜାରି ରହିଛି । ମାଓ ଏନକାଉଣ୍ଟରରେ ଦୁଇ ଏସଓଜି ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଏସଓଜି ଯବାନ…

ଆସନ୍ତା ୨୯ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସବୁ କଲେଜର +୩ ଷଷ୍ଠ ସେମିଷ୍ଟର ଆରମ୍ଭ

ଭୁବନେଶ୍ୱର, ୧୦ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ସ୍କୁଲ, କଲେଜ ସହ ସବୁ ପରୀକ୍ଷାକୁ ମଧ୍ୟ ବନ୍ଦ ରଖାଯାଇଥିଲା ।ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପଡ଼ିଛି । କିନ୍ତୁ…

ନବୀନଙ୍କ ସମର୍ଥନ ମାଗିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ

ଭୁବନେଶ୍ୱର,୧୦ ।୯(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଜି ଫୋନ ଯୋଗେ କଥା ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ନେଇ ନୀତିଶ ନବୀନଙ୍କ ସମର୍ଥନ…

ବଡ ଖବର: ରାଜ୍ୟରେ ପୁଣି ୧୧ ଜୀବନ ନେଲା କରୋନା

ଭୁବନେଶ୍ୱର,୧୦ ।୯ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ସର୍ବାଧିକ ୩୯୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା…

ବଡ ଖବର: ଆଜି ରାଜ୍ୟରୁ ସର୍ବାଧିକ ୩୯୯୧ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୦ ।୯(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଆଜି ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୯୯୧  ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ  କ୍ୱାରେଣ୍ଟାଇନରୁ  ୨୩୧୫ ଜଣ ଓ ସ୍ଥାନୀୟ…

ରାଜ୍ୟରେ ଆଜି ୩୧୧୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୯ା୯ (ଓଡ଼ିଶା ଭାସ୍କର): ରାଜ୍ୟରେ  ଆଜି ୩୧୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୧୦୫୨୯୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ରାଜ୍ୟ ସୂଚନା କମିସନର ଭାବେ ଦିଲୀପ ଓ ବିକ୍ରମଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ

ଭୁବନେଶ୍ୱର, ୯ା୯(ଓଡ଼ିଶା ଭାସ୍କର): ରାଜ୍ୟ ସୂଚନା କମିସନର ଭାବେ ଦାୟିତ୍ୱ ନେଇଛନ୍ତି ଦୁଇ ନୂଆ ସଦସ୍ୟ । ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋଇ ଓ ବରିଷ୍ଠ ଆଇନଜୀବୀ ବିକ୍ରମ ସେନାପତି ରାଜ୍ୟ ସୂଚନା କମିସନର ଭାବେ ଦାୟିତ୍ୱ…

ଟ୍ୱିନ ସିଟିରେ ଅଧିକ ଆଇସିୟୁ ବେଡ଼୍ ରହିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୯(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ଓ କଟକରେ କୋଭିଡ଼ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଟ୍ୱିନ ସିଟିରେ ଅଧିକ ଆମ୍ବୁଲାନ୍ସ ସହ ଅଧିକ ଆଇସିୟୁ ବେଡ଼୍…

ବଜ୍ରଘାତ ନେଲା ୫ଜୀବନ

ଭୁବନେଶ୍ୱର, ୯ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ବର୍ଷା ସହ ବଜ୍ରପାତ ହୋଇଛି । ବଜ୍ରାଘାତରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ୫ଜଣଙ୍କର ମୃତ୍ୟୁ ଘଟିଛି ଓ ୮ଜଣ ଆହତ ହୋଇଛନ୍ତି । ଅନୁଗୁଳ ନାଲକୋ ଅଞ୍ଚଳରେ…