Browsing Category

ରାଜ୍ୟ

କଟକରେ ହେବନି ଦୁର୍ଗାପୂଜା ଭସାଣି

କଟକ,୨୮ ।୮(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ଦୂର୍ଗାପୂଜାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ଏହାକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ । ସେ କହିଛନ୍ତି ଯେ, କଟକରେ…

ହୀରାକୁଦରୁ ପାଣି ଛାଡିବା ପରେ ସମ୍ବଲପୁରରେ ବନ୍ୟା ପରିସ୍ଥିତି

ସମ୍ବଲପୁର,୨୮ ।୮(ଓଡିଶା ଭାସ୍କର): ହୀରାକୁଦରୁ ପାଣି ଛାଡିବା ପରେ ସମ୍ବଲପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସହରର ତଳିଆ ଅଞ୍ଚଳଗୁଡିକରେ ବନ୍ୟା ପାଣି ପଶିଯାଇଛି । ବନ୍ୟା ପାଣି ଯୋଗୁଁ ଲୋକେ ଜଳବନ୍ଦୀ ହୋଇ…

ଘୁଞ୍ଚିଲା ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୮ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ସିପିଇଟି ୨୦୨୦ ଘୁଞ୍ଚିଥିବା ନେଇ ସୂଚନା ମିଳିଛି । ସେପ୍ଟେମ୍ବର ୩୦ ପରିବର୍ତ୍ତେ ଅକ୍ଟୋବର ୧୦ରୁ ୧୯ ଯାଏ ଏହି ପରୀକ୍ଷା ହେବ । ଏହାସହ…

ସେପ୍ଟେମ୍ବର ୧ରୁ ପୁଣି ବର୍ଷା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୨୮ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ପାଇଁ ପ୍ରବଳ ବର୍ଷା ହୋଇଛି । ଏବେ ଦୁଇ ଦିନ ପାଗ ଶୁଖିଲା ରହିବାକୁ ଥିବା ବେଳେ ସେପ୍ଟେମ୍ବର ୧ ତାରିଖରୁ ପୁଣିଥରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର…

ଲାଇ ଡିଟେକ୍ସନ ଟେଷ୍ଟରେ ଆଦିତ୍ୟଙ୍କ ବନ୍ଧୁ ପପୁଙ୍କୁ କ’ଣ ପଚାରିଥିଲା କ୍ରାଇମବ୍ରାଞ୍ଚ? ଜାଣନ୍ତୁ

ଭୁବନେଶ୍ୱର,୨୮ ।୮(ଓଡିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଗତକାଲି ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ଭୁବନେଶ୍ୱର ଫରେନସିକ୍ ଲ୍ୟାବରେ ହୋଇଥିବା ଏହି ଟେଷ୍ଟରେ…

ରାଇସ ମିଲରେ ଅଘଟଣ: କାନ୍ଥପଡ଼ି ଜଣେ ମୃତ ଓ ୧୪ ଗୁରୁତର

ମାଲକାନଗିରି, ୨୮ା୮(ଓଡ଼ିଶା ଭାସ୍କର): ମାଲକାନଗିରି ସ୍ଥିତ ଲାଠିଆଗୁଡ଼ା ରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ରାଇସମିଲରେ କାନ୍ଥ ଭୁଶୁଡ଼ି ଯାଇଛି । ଯାହାଫଳରେ ଜଣଙ୍କର ମୃତ୍ୟୁ ହେବା ସହ ୧୪ଜଣ ଗୁରୁତର ଭାବେ ଆହତ…

ଘୁଞ୍ଚିଲା OAS ମୁଖ୍ୟ ପରୀକ୍ଷା

ଭୁବନେଶ୍ୱର ,୨୮ ।୮(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ସେପ୍ଟେମ୍ବରରେ ହେବାକୁ ଥିବା ଓଏଏସ ପରୀକ୍ଷା ଘୁଞ୍ଚିଯାଇଛି । ନଭେମ୍ବରରେ ଓଏଏସ ମୁଖ୍ୟ ଲିଖିତ ପରୀକ୍ଷା ହେବାର ସମ୍ଭାବନା ରହିଛି । ତେବେ ପରୀକ୍ଷା…

ହୀରାକୁଦର ୩୨ଟି ଗେଟ୍ ଖୋଲା

ସମ୍ବଲପୁର, ୨୮ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଛି । ତେଣୁ ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍…

ସମାଜ ସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ନୂଆ ମୋଡ଼, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ ବିଦ୍ୟାଶ୍ରୀ

ଭୁବନେଶ୍ୱର, ୨୮ା୮(ଓଡ଼ିଶା ଭାସ୍କର): ସମାଜ ସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ନୂଆ ମୋଡ଼ । ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ଏହି ମାମଲାର ସିବିଆଇ ତଦନ୍ତ ନେଇ ସେ…

ମହାନଦୀରେ ଆସୁଛି ବଡ଼ ବନ୍ୟା: ୫ଜିଲ୍ଲା ବେଶି ପ୍ରଭାବିତ ହେବା ଆଶଙ୍କା, ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ଭୁବନେଶ୍ୱର, ୨୮ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ପାଇଁ ପ୍ରବଳ ବର୍ଷା ହେଉଛି । ତେଣୁ ବନ୍ୟା ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି । ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା…