Browsing Category

ରାଜ୍ୟ

ସବୁ ସେବାୟତଙ୍କର ୨ଥର ଲେଖାଏଁ ହେବ କରୋନା ଟେଷ୍ଟ

ଭୁବନେଶ୍ୱର, ୨୪ା୬(ଓଡ଼ିଶା ଭାସ୍କର): ପୁରୀରେ ବାହାଡ଼ୁ ଓ କୋଭିଡ଼ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ବୈଠକ ଶେଷ ହେବା ପରେ ଉନ୍ନୟନ କମିସନର ସୁରେଶ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ଶ୍ରୀମନ୍ଦିର ଓ ପୌରସଂସ୍ଥା…

ଭୁବନେଶ୍ୱରରେ ବ୍ୟାପୁଛି କରୋନା, ଆଜି ୨୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୪ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨ ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ୨୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ଘରେ ସଙ୍ଗରୋଧରେ…

ଓଡ଼ିଶାରେ ପୁଣି ଆରମ୍ଭ ହେବ ଆଣ୍ଟିବଡ଼ି ଟେଷ୍ଟ

ଭୁବନେଶ୍ୱର, ୨୪ା୬(ଓଡ଼ିଶା ଭାସ୍କର): ଓଡ଼ିଶାରେ ପୁଣି ଆରମ୍ଭ ହେବ ଆଣ୍ଟିବଡ଼ି ଟେଷ୍ଟ । ଆସନ୍ତା ସପ୍ତାହରେ ରାଜ୍ୟରେ ପହଞ୍ଚିବ ଆଇସିଏମଆର ଅନୁମୋଦିତ ଆଣ୍ଟିବଡ଼ି ଟେଷ୍ଟ କିଟ୍ । ଘରକୁ ଘର ହେଉଥିବା ସର୍ଭେରେ ଏହି କିଟକୁ…

ମଞ୍ଚେଶ୍ୱର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍

ଭୁବନେଶ୍ୱର, ୨୪ା୬(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍ କରାଯାଇଛି । କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସିଲ କରିଛି ବିଏମସି । ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ…

ଜୁନ ଅପେକ୍ଷା ଜୁଲାଇରେ ବଢ଼ିବ କରୋନା ସଂକ୍ରମଣ

ଭୁବନେଶ୍ୱର, ୨୪ା୬(ଓଡ଼ିଶା ଭାସ୍କର): କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସର ଏପର୍ଯ୍ୟନ୍ତ ପ୍ରତିଶେଧକ ମଧ୍ୟ ମିଳିପାରି ନାହିଁ । କରୋନା ଆକ୍ରାନ୍ତ ସଂଖ୍ୟା ଆଗକୁ ବଢ଼ିବାର ସମ୍ଭାବନା ରହିଛି…

ଫରେଷ୍ଟ ରେଞ୍ଜ ଅଫିସରେ ବିସ୍ଫୋରଣ, ଜଣେ ଗୁରୁତର

ଢ଼େଙ୍କାନାଳ, ୨୪ା୬(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ ସ୍ଥିତ ପୁରୁଣା ଫରେଷ୍ଟ ରେଞ୍ଜ ଅଫିସରେ ବିସ୍ଫୋରଣ ଘଟିଛି । ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ହୋଇଯିବାରୁ ତାଙ୍କୁ ପ୍ରଥମେ ଢ଼େଙ୍କାନାଳ ମେଡ଼ିକାଲରେ…

ହଜାରେ ଟପିଲା ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଗଞ୍ଜାମ, ୨୪ା୬(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ଆଜି ଆଉ ୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୭୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ କରୋନା ଯୋଦ୍ଧା ଥିବା ସୂଚନା ମିଳିଛି । ଏବେ ଗଞ୍ଜାମରେ…

ରାଜ୍ୟରେ ୧୭ଜିଲ୍ଲାରୁ ଆଉ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୪ା୬(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ୧୭ଜିଲ୍ଲାରୁ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ…

ଦାରିଙ୍ଗବାଡିକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସିଲ

ବାଲିଗୁଡା,୨୪/୬(ଓଡିଶା ଭାସ୍କର): ସାରା ରାଜ୍ୟରେ ଦ୍ରୁତ ଗତିରେ ମାଡିଚାଲିଛି କରୋନା ମହାମାରୀ। ଏହାରି ମଧ୍ୟରେ ଦାରିଙ୍ଗବାଡିକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି । ଜଣେ ଶିକ୍ଷକ କରୋନା…

ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର

ପୁରୀ,୨୪/୬(ଓଡିଶା ଭାସ୍କର): ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର। ସନ୍ଧ୍ୟା ଆଳତି ଓ ଧୂପ ପରେ ଗୋଟି ପହଣ୍ଡିରେ ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଅଳ୍ପ ସେବାୟତରେ ସମସ୍ତ ନୀତିକାନ୍ତି…