Browsing Category
ରାଜ୍ୟ
କଟକରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ
କଟକ, ୨୬/୫(ଓଡିଶା ଭାସ୍କର): କଟକରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହାସହ କିଛି ଦିନ ତଳେ ତାଙ୍କ ପତ୍ନୀଙ୍କୁ କେନ୍ଦ୍ରାପଡ଼ା ଆଣିବାକୁ ଯାଇଥିଲେ । ଆକ୍ରାନ୍ତ ଡାକ୍ତର କଟକ ଅଶ୍ବିନୀ କୋଭିଡ୍…
ତତଲାଗଡ଼ରେ ଟିଟିଲାଗଡ଼ , ୪୧ଡିଗ୍ରୀ ଉପରେ ରାଜ୍ୟର ୧୪ସହର
ଭୁବନେଶ୍ୱର,୨୬ା୫(ଓଡ଼ିଶା ଭାସ୍କର) : ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ୪୧ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୪ସହରର ତାପମାତ୍ରା । ୪୪ଡିଗ୍ରୀ ସହ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଟିଟିଲାଗଡ ।…
ବଜ୍ରକାପ୍ତାର ହେବ କୋଭିଡ ଟେଷ୍ଟ
ଆଠଗଡ,୨୬ା୫(ଓଡ଼ିଶା ଭାସ୍କର) : କରୋନାକୁ ନେଇ ସବୁଆଡେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କଟକ ଅନ୍ତର୍ଗତ ଆଠଗଡ଼ରୁ ଉଦ୍ଧାର ହୋଇଥିବା ବଜ୍ରକାପ୍ତାର କୋଭିଡ ଟେଷ୍ଟ ହେବ। ଉଦ୍ଧାର ବଜ୍ରକାପ୍ତାର ସ୍ୱାବ…
ରାଜ୍ୟରେ କେବେ ଗଡ଼ିବ ବସ୍? କାଲି ହେବ ନିଷ୍ପତ୍ତି
ରାଜ୍ୟରେ ଘରୋଇ ଚଳାଚଳ ପାଇଁ ଆସନ୍ତାକାଲି ବସିବ ମାଲିକ ସଂଘର ବୈଠକ । ଯଦି ବୈଠକ ସଫଳ ହୁଏ, ତେବେ ମେ ୨୮ରୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ ଆରମ୍ଭ ହେବ । ବସର ସିଟ୍ ସଂଖ୍ୟା ଅନୁସାରେ ଯାତ୍ରୀ ପରିବହନ ପାଇଁ ସଂଘ ପ୍ରସ୍ତୁତ…
ଟ୍ରାନ୍ସଫର୍ମ ଉପରକୁ କାହିଁକି ଚଢିଥିଲେ ୭ ବର୍ଷର ବାଳକ? କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ
ଯାଜପୁର ଜିଲ୍ଲା କୋରେଇ ବ୍ଳକ ରଗଡି ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଘଟିଥିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସେଠାରେ ଥିବା ଏକ ଟ୍ରାନ୍ସଫର୍ମରେ ୭ ବର୍ଷର ବାଳକ ଚଢିଯାଇଥିବା ଦେଖି ଲୋକେ ଛାନିଆ ହୋଇଥିଲେ । ସମସ୍ତେ…
କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହାର ଓଡ଼ିଶାରେ ସବୁଠୁ କମ୍ ରହିଛି: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, ୨୬ା୫(ଓଡ଼ିଶା ଭାସ୍କର): କରୋନା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କରୋନା ପରି ସମସ୍ୟା ବିଶ୍ୱରେ ଆଗରୁ କେବେ ଦେଖାଯାଇ ନାହିଁ । ଓଡ଼ିଶାରେ ଆଗୁଆ କରାଯାଇଥିବା…
କୋଭିଡ଼-୧୯କୁ ନେଇ ସ୍ୱତନ୍ତ୍ର ପୋଷ୍ଟକାର୍ଡ଼ ଉନ୍ମୋଚିତ
ଭୁବନେଶ୍ୱର, ୨୬ା୫(ଓଡ଼ିଶା ଭାସ୍କର): କୋଭିଡ଼-୧୯କୁ ନେଇ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇଛି ।୧୦ଜଣ ମହାନ ବ୍ୟକ୍ତିଙ୍କୁ ନେଇ ପିକଚର ପୋଷ୍ଟକାର୍ଡ଼ ମଧ୍ୟ ଉନ୍ମୋଚିତ ହୋଇଛି । ରାଜଭବନରେ ଉନ୍ମୋଚନ କରିଛନ୍ତି…
ବାତିଲ ହେଲା +୩ର ୨ୟ ଓ ୪ର୍ଥ ସେମିଷ୍ଟର ପରୀକ୍ଷା
ଭୁବନେଶ୍ୱର, ୨୬ା୫(ଓଡ଼ିଶା ଭାସ୍କର): +୩ର ଦ୍ୱିତୀୟ ଓ ୪ର୍ଥ ସେମିଷ୍ଟାର ପରୀକ୍ଷା ହେବନାହିଁ । ପିଜିର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ହେବ ନାହିଁ । ବିଶ୍ୱବିଦ୍ୟାଳୟ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ…
ରାଜ୍ୟରେ ଆଉ ୮୪କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର, ୨୬ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୮୪କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ ଏବେ ପର୍ଯ୍ୟନ୍ତ ୭୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ସୁସ୍ଥ ହୋଇଥିବା ୮୪ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ୨୪,…
ଆଗାମୀ ୧ମାସ ଆମ ପାଇଁ ଚ୍ୟାଲେଞ୍ଜ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୬ା୫(ଓଡ଼ିଶା ଭାସ୍କର): ଆଜି ଭିଡ଼ିଓ କନଫରେନ୍ସ ମାଧ୍ୟମରେ କରୋନା ସ୍ଥିତି ନେଇ ସଚିବଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିଥିଲେ । ସେହି ବୈଠକରେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ…