Browsing Category
ରାଜ୍ୟ
ପୁଣିଥରେ ଆଜି ବିକ୍ଷୋଭ ଯୋଗୁଁ ଟ୍ରେନ ବାତିଲ
ଭୁବନେଶ୍ୱର, ୧୫ା୧୨(ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ନେଇ ଆନ୍ଦୋଳନ ପାଇଁ ଆଜି ବି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଯାଉଥିବା ଟ୍ରେନ ବାତିଲ ହୋଇଛି । ପୁରୀରୁ…
ଜିରୋ ଆକାଉଣ୍ଟରୁ ଟଙ୍କା ଉଠେଇବା ପ୍ରସଙ୍ଗ, ଟଙ୍କା ନଫେରାଇଲେ କାର୍ଯ୍ୟାନୁଷ୍ଠାନ
ପାଟଣାଗଡ଼,୧୫ା୧୨(ଓଡ଼ିଶା ଭାସ୍କର): ପାଟଣାଗଡ଼ ଉକ୍ରଳ ଗ୍ରାମୀଣ ବ୍ୟାଙ୍କର ଜିରୋ ଆକାଉଣ୍ଟରୁ ଖାତାଧାରୀ ଟଙ୍କା ଉଠାଇଥିବା ଚାଞ୍ଚଳ୍ୟକର ଘଟଣା ଘଟିଥିଲା । ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ବ୍ୟାଙ୍କ ମୁଖ୍ୟ ରଞ୍ଜିତ କୁମାର…
୬୦ ମୃତ ବିଦେଶୀ ପକ୍ଷୀ ଜବତ, ୨ଶିକାରୀ ଗିରଫ
ଖୋର୍ଦ୍ଧା, ୧୫ା୧୨(ଓଡ଼ିଶା ଭାସ୍କର): ଶୀତଦିନେ ଚିଲିକାକୁ ପ୍ରାୟ ବିଦେଶୀ ପକ୍ଷୀ ଆସିଥାନ୍ତି । ଏନେଇ ପର୍ଯ୍ୟଟକମାନେ ଚିଲିକାକୁ ଏହି ସମୟରେ ବୁଲିବାକୁ ଆସିଥାନ୍ତି । କିନ୍ତୁ ଏହାରି ମଧ୍ୟରେ ଆଜି ୬୦ମୃତ ବିଦେଶୀ ପକ୍ଷୀ…
ଯେତେ କାଢ଼ିଲେ ବି ସରୁନି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା!
ପାଟଣାଗଡ଼, ୧୪ା୧୨(ଓଡ଼ିଶା ଭାସ୍କର): ପାଟଣାଗଡ଼ ତେଣ୍ଡାପଦରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ସେଠାରେ ଆକାଉଣ୍ଟରେ ଟଙ୍କା ନଥାଇ ମଧ୍ୟ ଖାତାଧାରୀମାନେ ଲକ୍ଷ ଲକ୍ଷ ଟଙ୍କା ଉଠାଇଛନ୍ତି । ଏହି କାର୍ଯ୍ୟକ୍ରମ…
ଇକୋ ରିଟ୍ରିଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ପୁରୀ, ୧୪ା୧୨(ଓଡ଼ିଶା ଭାସ୍କର): ଆଜି କୋଣାର୍କ ପୁରୀ ସ୍ଥିତ କୁଶଭଦ୍ରା ନଦୀ ମୁହାଣରେ ଭାରତର ପ୍ରଥମ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଉଦଘାଟନ ହୋଇଛି । ଇକୋ ରିଟ୍ରିଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ସହକାରୀ କୃଷି ଅଧିକାରୀଙ୍କ ଅସ୍ୱାଭାବିକ ମୃତ୍ୟୁ
କୋରାପୁଟ, ୧୪ା୧୨(ଓଡ଼ିଶା ଭାସ୍କର): କୋରାପୁଟ ପଟାଙ୍ଗୀରେ ସହକାରୀ କୃଷି ଅଧିକାରୀଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୃ ହୋଇଥିବା ସୂଚନା ମିଳିଛି । ସହକାରୀ କୃଷି ଅଧିକାରୀ ଗୌରହରି ବେହେରାଙ୍କ ମୃତ୍ୟୁ ହୋଇଛି । ନିଜ…
ରାଜନଗରରେ ୩ ମୃତ ଡଲଫିନ୍
କେନ୍ଦ୍ରପଡା,୧୪ ।୧୨(ଓଡିଶା ଭାସ୍କର): କେନ୍ଦ୍ରପଡା ରାଜନଗର ବେଳାଭୂମିରେ ଲାଗିଲେ ୩ ମୃତ ଡଲଫିନ୍ । ପେଣ୍ଠ ସମୁଦ୍ର ବେଳାଭୂମିରେ ମୃତ ଡଲଫିନଙ୍କୁ କାଉ, କୁକୁର ଝୁଣି ଖାଉଥିବାର ଦେଖିବାକୁ ମିଳିଛି । ତେବେ ଟ୍ରଲର…
ବଦଳିଲା ଏଜିରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ
ଭୁବନେଶ୍ୱର, ୧୪ା୧୨(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ବଦଳିଛି । ଏଜିରୁ ଆଚାର୍ଯ୍ୟ ବିହାର ରାସ୍ତାର ନାଁ ବଦଳି ଲୋକସେବା ମାର୍ଗ ନାମ ରଖାଯାଇଛି । ସଚିବାଳୟ ନାଁ…
ଖଣି ଟଙ୍କାରେ ହେବ ପୁରୀର ବିକାଶ
ପୁରୀ,୧୪ ।୧୨(ଓଡିଶା ଭାସ୍କର): ପୁରୀକୁ ଐତିହ୍ୟ ସହର କରିବାରେ ଲାଗିପଡିଛନ୍ତିି ରାଜ୍ୟ ସରକାର । ଏଥିରେ ଅର୍ଥନୈତିକ ବ୍ୟବସ୍ଥା ପାଇଁ ଆଗେଇ ଆସିଛି ଖଣି ଓ ଇସ୍ପାତ ବିଭାଗ । ଇସ୍ପାତ ବିଭାଗ ଦେଇଛି ୬ଟି ଖଣ୍ଡୋଲାଇଟ୍ ଖଣି…
ଗଣଦୁଷ୍କର୍ମ ପରେ ହତ୍ୟା!
ନବରଙ୍ଗପୁର, ୧୪ା୧୨(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶ ଚାରିଆଡ଼େ ଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ କାଣ୍ଡ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଆଜି ନବରଙ୍ଗପୁର କୋଷାଗୁମୁଡ଼ାରେ ଏକ ଅଭାବନୀୟ ଦୃଶ୍ୟ…