Browsing Category

ରାଜ୍ୟ

ରାଜ୍ୟରେ ଆଉ ୫୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରେନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୯୩କୁ ବୃଦ୍ଧି ପାଇଛି । ୫୦ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ୨୨,…

ଓଡ଼ିଶା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଶାହା

ନୂଆଦିଲ୍ଲୀ, ୨୧ା୫: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅମ୍ଫନର ସ୍ଥିତି ନେଇ ନବୀନ ଓ ମମତାଙ୍କ ସହ…

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ: ଗଣଶିକ୍ଷାମନ୍ତ୍ରୀ

କଟକ, ୨୧ା୫(ଓଡ଼ିଶା ଭାସ୍କର): ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । କଟକସ୍ଥିତ ବୋର୍ଡ଼ କାର୍ଯ୍ୟାଳୟରେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି ।…

ବିନା ଭକ୍ତ ଓ କମ୍ ସେବାୟତରେ ସ୍ନାନ ପୂର୍ଣ୍ଣିମା ନୀତି !

ପୁରୀ, ୨୧ା୫(ଓଡ଼ିଶା ଭାସ୍କର): ମହାପ୍ରଭୁଙ୍କ ସ୍ନାନଯାତ୍ରା ନେଇ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ୧୦ନିଯୋଗ ସହ ବୈଠକରେ ସ୍ନାନଯାତ୍ରା ନେଇ ଆଲୋଚନା…

୨ରୁ ୩ ଦିନ ଭିତରେ ରେଳ ଷ୍ଟେସନରେ ମିଳିବ କାଉଣ୍ଟର ଟିକେଟ

ନୂଆଦିଲ୍ଲୀ, ୨୧ା୫(ଓଡ଼ିଶା ଭାସ୍କର): ଜୁନ୧ରୁ ଦେଶରେ ସାଧାରଣ ଲୋକଙ୍କ ପାଇଁ ୨୦୦ଟି ବିନା ଏସି ଟ୍ରେନ ଚଳାଚଳ ହେବ । ପୂର୍ବରୁ ଯାତ୍ରୀ ମାନେ ଯାତ୍ରା କରିବା ପାଇଁ ଅନଲାଇନ ଟିକେଟ ବୁକିଂ କରିବା ପାଇଁ ବ୍ୟବସ୍ଥା ହୋଇଥିଲା…

ରଥଯାତ୍ରା ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ, ୨୧ା୫(ଓଡ଼ିଶା ଭାସ୍କର): ରଥଯାତ୍ରା ବନ୍ଦ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ କରିବାକୁ ଆବେଦନ ହୋଇଛି । କେନ୍ଦ୍ର ଓ ରାଜ୍ୟ ଆଇନ ସଚିବଙ୍କ ସହ…

ବାତ୍ୟା ଅମ୍ଫନରେ ୮୯ବ୍ଲକର ୪୪ଲକ୍ଷ ୮୦ହଜାର ପ୍ରଭାବିତ

ଭୁବନେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ବାତ୍ୟା କ୍ଷୟକ୍ଷତି ନେଇ ଆଜି ସମୀକ୍ଷା ବୈଠକ ହୋଇଛି । ସମୀକ୍ଷା ବୈଠକ ପରେ ବାତ୍ୟା ଅମ୍ଫନର ତାଣ୍ଡବରେ କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର ।…

ଟଚ୍ ଫ୍ରି ହେବ ଭୁବନେଶ୍ୱର ଏୟାରପୋର୍ଟ

ଭୁବନେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ଆସନ୍ତା ୨୫ରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବ । ରାଜଧାନୀ ଭୁବନେଶ୍ୱର ସ୍ଥିତ ଏୟାରପୋର୍ଟ ପ୍ରସ୍ତୁତ ଥିବା କହିଛନ୍ତି ନିର୍ଦ୍ଦେଶକ ଭି.ଭି ରାଓ । ବିିମାନ ସେବା ଆରମ୍ଭ ହେବା…

ବସ୍ ଦୁର୍ଘଟଣା, ୪୦ରୁ ଅଧିକ ଆହତ

ବାଲେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ବାଲେଶ୍ୱର ସ୍ଥିତ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବସରେ ଥିବା ୪୦ରୁ ଅଧିକ ଯାତ୍ରୀ…

ରାଜ୍ୟରେ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ଓ ଜଣେ ମୃତ

ଭୁବନେଶ୍ୱର, ୨୧/୫(ଓଡିଶା ଭାସ୍କର): ରାଜ୍ୟରେ ଆଉ  ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାରେ ଆଉ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ  ସଂଖ୍ୟା ୧୧୦୩କୁ ଓ ମୃତ୍ୟୁ ସଂଖ୍ୟା…